ରିଲିଜ୍ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ରୁସ୍ତମ’ର ଟ୍ରେଲର

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ରୁସ୍ତମ’ର ଟ୍ରେଲର ଆଜି ରିଲିଜ ହୋଇଛି। ଫିଲ୍ମରେ  ଜଣେ  କର୍ତ୍ତବ୍ୟନିଷ୍ଠ ନୌସେନାଧିକାରୀ, ରୁସ୍ତମ  ପାଭ୍ରି ଭୂମିକାରେ  ନଜର ଆସୁଛନ୍ତି ଅକ୍ଷୟ। ଆଉ ତାଙ୍କ ଅପୋଜିଟରେ ଅଛନ୍ତି ଇଲିଆନା  ଡିକ୍ରୁଜ୍। ତାଙ୍କ ସହ ଈଶା ଗୁପ୍ତା, ସଚିନ ଖାଣ୍ଡେକର, ପୱନ ମାଲୋହୋତ୍ରା, ପରମିତ୍‌ ସେଠୀ, ଅର୍ଜନ ବେଜୱା, କେ.ସିଂହ ଓ ବ୍ରିଜେନ୍ଦ୍ର କାଲା ପ୍ରମୁଖ ବିଭିନ୍ନ ଭୂମିକାରେ ନଜର ଆସୁଛନ୍ତି। ଅଗଷ୍ଟ ୧୨ରେ ପରଦାକୁ ଆସୁଛି ‘ରୁସ୍ତମ’।

rusaom

Rakesh Mallick
  • Published: Thursday, 30 June 2016
  • , Updated: 30 June 2016, 06:45 PM IST

Related story