ପରଦାକୁ ଆସିଲା ‘ସର୍ଦ୍ଦାର ଗବର ସିଂହ’ ଓ ‘ଜଙ୍ଗଲ ବୁକ୍’

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍ ହୋଇଛି  ସାଉଥ୍ ଷ୍ଟାର୍ ପବନ କଲ୍ୟାଣଙ୍କ ‘ସର୍ଦ୍ଦାର ଗବର ସିଂହ’। ତେଲୁଗୁ ସହ ହିନ୍ଦୀ ଭାଷାରେ ଏହି ଫିଲ୍ମଟି ରିଲିଜ୍ ହୋଇଛି। ଏଥିରେ ପବନ କଲ୍ୟାଣଙ୍କ ସହ କାଜଲ ଅଗ୍ରୱାଲ ଅଛନ୍ତି। ଫିଲ୍ମରେ ଶରଦ କେଲକାର ଭିଲିଆନ୍ ଭୂମିକାରେ ଅଛନ୍ତି। ସେହିପରି ଆଜି ମଧ୍ୟ ପରଦାକୁ ଆସିଛି ‘ଜଙ୍ଗଲ ବୁକ୍’। ଜଷ୍ଟିନ୍ ମାର୍କଙ୍କ ଏହି ଫିଲ୍ମକୁ  ଡିସନୀ ଷ୍ଟୁଡିଓରେ ସୁଟିଂ କରାଯାଇଛି। ଇଂରାଜୀ  ବ୍ୟତୀତ ହିନ୍ଦୀ ଓ ତେଲଗୁରେ ଏହା […]

sardar-gabbar-singh-

Rakesh Mallick
  • Published: Friday, 08 April 2016
  • , Updated: 08 April 2016, 09:38 AM IST

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍ ହୋଇଛି  ସାଉଥ୍ ଷ୍ଟାର୍ ପବନ କଲ୍ୟାଣଙ୍କ ‘ସର୍ଦ୍ଦାର ଗବର ସିଂହ’। ତେଲୁଗୁ ସହ ହିନ୍ଦୀ ଭାଷାରେ ଏହି ଫିଲ୍ମଟି ରିଲିଜ୍ ହୋଇଛି। ଏଥିରେ ପବନ କଲ୍ୟାଣଙ୍କ ସହ କାଜଲ ଅଗ୍ରୱାଲ ଅଛନ୍ତି। ଫିଲ୍ମରେ ଶରଦ କେଲକାର ଭିଲିଆନ୍ ଭୂମିକାରେ ଅଛନ୍ତି।

ସେହିପରି ଆଜି ମଧ୍ୟ ପରଦାକୁ ଆସିଛି ‘ଜଙ୍ଗଲ ବୁକ୍’। ଜଷ୍ଟିନ୍ ମାର୍କଙ୍କ ଏହି ଫିଲ୍ମକୁ  ଡିସନୀ ଷ୍ଟୁଡିଓରେ ସୁଟିଂ କରାଯାଇଛି। ଇଂରାଜୀ  ବ୍ୟତୀତ ହିନ୍ଦୀ ଓ ତେଲଗୁରେ ଏହା ଡବିଂ ହୋଇଛି।

Related story