‘ରକ୍‌ ଅନ୍‌ ୨’ର ନୂଆ ଗୀତ ‘ଉଡ୍‌ଜାରେ’ ରିଲିଜ୍

ମୁମ୍ବାଇ: ହିଟ୍ ଫିଲ୍ମ ‘ରକ୍‌ ଅନ୍‌’ ର ସିକୁଏଲ ‘ରକ୍‌ ଅନ୍‌୨’ ନଭେମ୍ବର ୧୧ରେ ବଡ଼ ପରଦାରେ ରିଲିଜ ହେବାକୁ ଯାଉଛି। ମ୍ୟୁଜିକାଲ ଡ୍ରାମା ଉପରେ ଆଧାରିତ ଏହି ଫିଲ୍ମର ନୂଆ ଗୀତ ‘ଉଡଜା ରେ’ ରିଲିଜ ହୋଇଯାଇଛି। ଏହି ଗୀତଟି ଶ୍ରଦ୍ଧା କପୁରଙ୍କ ଉପରେ ନର୍ଦ୍ଦେଶନା କରାଯାଇଛି। ଏହି ଗୀତରେ କେବଳ ଶ୍ରଦ୍ଧାଙ୍କ ଡ୍ୟାନ୍ସ ଆକର୍ଷଣୀୟ ହୋଇନାହିଁ ଗୀତଟିକୁ ଶ୍ରଦ୍ଧା ନିଜେ ବୋଲିଛନ୍ତି। କ୍ଲାସିକଲ ମ୍ୟୁଜିକ୍‌ରେ ଆଧାରିତ ଏହି ଗୀତକୁ ଜାଭେଦ ଅଖତର ଲେଖିଛନ୍ତି।

enjoy-udja

Rakesh Mallick
  • Published: Saturday, 05 November 2016
  • , Updated: 06 November 2016, 07:10 AM IST

Related story