ରଜନୀକାନ୍ତଙ୍କ ସହ ରୋମାନ୍ସ କରିବେ ହୁମା କୁରେସି

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ସହ କାମ କରିବା ପାଇଁ ବଲିଉଡର ସବୁ କଳାକାର ସବୁବେଳେ ପ୍ରସ୍ତୁତ ଥାନ୍ତି। ଯଦି ବଲିଉଡ୍‌ର କୌଣସି କଳାକାରଙ୍କୁ ତାଙ୍କ ସହିତ ପୂରା ଫିଲ୍ମ କରିବା ପାଇଁ ସୁଯୋଗ ମିଳିଯାଏ, ସେହି କଳାକାରଙ୍କ ଭାଗ୍ୟ ଖୋଲିଯାଇଥାଏ। ଯେପରି ତାଙ୍କର ଲଟେରି ଲାଗିଯାଇଥାଏ।  ଜାଣିଛନ୍ତି କି, ଏହି ଲଟେରୀ ଏବେ ବଲିଉଡ୍‌ ଅଭିନେତ୍ରୀ ହୁମା କୁରେସୁଙ୍କୁ ମିଳିଛି। ପା. ରଞ୍ଜିତଙ୍କ ଅପକମିଂ ଫିଲ୍ମରେ ରଜନୀକାନ୍ତଙ୍କ ସହ କାମ କରିବେ ହୁମା । ସୋମବାର ପ୍ରଂଶସକ […]

Collage

Rakesh Mallick
  • Published: Wednesday, 17 May 2017
  • , Updated: 17 May 2017, 05:20 PM IST

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ସହ କାମ କରିବା ପାଇଁ ବଲିଉଡର ସବୁ କଳାକାର ସବୁବେଳେ ପ୍ରସ୍ତୁତ ଥାନ୍ତି। ଯଦି ବଲିଉଡ୍‌ର କୌଣସି କଳାକାରଙ୍କୁ ତାଙ୍କ ସହିତ ପୂରା ଫିଲ୍ମ କରିବା ପାଇଁ ସୁଯୋଗ ମିଳିଯାଏ, ସେହି କଳାକାରଙ୍କ ଭାଗ୍ୟ ଖୋଲିଯାଇଥାଏ। ଯେପରି ତାଙ୍କର ଲଟେରି ଲାଗିଯାଇଥାଏ।  ଜାଣିଛନ୍ତି କି, ଏହି ଲଟେରୀ ଏବେ ବଲିଉଡ୍‌ ଅଭିନେତ୍ରୀ ହୁମା କୁରେସୁଙ୍କୁ ମିଳିଛି। ପା. ରଞ୍ଜିତଙ୍କ ଅପକମିଂ ଫିଲ୍ମରେ ରଜନୀକାନ୍ତଙ୍କ ସହ କାମ କରିବେ ହୁମା । ସୋମବାର ପ୍ରଂଶସକ ସହ କଥା ହେବା ବେଳେ ରଜନୀକାନ୍ତ ଏହି କଥା କହିଛନ୍ତି। ଦୀର୍ଘ ୯ ବର୍ଷ ଅପେକ୍ଷା ପରେ ହୁମାଙ୍କୁ ଏହି ସୁଯୋଗ ମିଳିଛି।

ପୂର୍ବରୁ ଐଶ୍ୟର୍ଯ୍ୟା ରାୟ ବଚ୍ଚନ, ଦୀପିକା ପାଦୁକନ,ସୋନାକ୍ଷୀ ସିହ୍ନା ଓ ରାଧିକା ଆପ୍ତେ ରଜନୀତାକାନ୍ତଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି। ଫିଲ୍ମର ସୁଟିଂ ୨୮ମେରୁ ଆରମ୍ଭ ହେବ।

ସୌଜନ୍ୟ- ନଭ ଭାରତ ଟାଇମ୍ସ

Related story