'ଆର୍‌ଆର୍‌ଆର୍‌'କୁ Gay Love Story କହିଲେ ଓସ୍କାର ବିଜେତା

ନୂଆଦିଲ୍ଲୀ: ଫିଲ୍ମ ‘ଆର୍‌ଆର୍‌ଆର୍‌’ ଚଳିତ ବର୍ଷର ସୁପରହିଟ୍‌ ଫିଲ୍ମ ପ୍ରମାଣିତ ହୋଇସାରିଛି। ବିଦେଶରେ ମଧ୍ୟ ଏହି ଫିଲ୍ମର ଧୁମ୍‌ ଦେଖିବାକୁ ମିଳିଛି। ସମସ୍ତଙ୍କୁ କିମିଆ କରିଛି ଏସ୍‌ଏସ୍‌ ରାଜାମୌଲିଙ୍କ ଏହି ସୁପରହିଟ୍‌ ଫିଲ୍ମ। ନିକଟରେ ଆର୍‌ଆର୍‌ଆର୍‌କୁ ହଲିଉଡ କ୍ରିଟିକ୍ସ ଆସୋସିଏସନ୍‌ ୨୦୨୨ର ସେକେଣ୍ଡ ବେଷ୍ଟ ଫିଲ୍ମ ଆୱାର୍ଡ ମିଳିଛି। ଏହାରି ଭିତରେ ଏହି ଫିଲ୍ମକୁ ନେଇ ଜଣେ ଓସ୍କାର ପୁରସ୍କାର ବିଜେତା ଏକ ବିବାଦୀୟ ଟ୍ୱିଟ୍‌ କରିଛନ୍ତି। ଓସ୍କାର ପୁରସ୍କାର ବିଜେତା ତଥା ସାଉଣ୍ଡ ଡିଜାଇନର୍‌ ରସୁଲ […]

RRR

RRR

Madhupriya Mistry
  • Published: Monday, 04 July 2022
  • Updated: 04 July 2022, 05:39 PM IST

Sports

Latest News

ନୂଆଦିଲ୍ଲୀ: ଫିଲ୍ମ 'ଆର୍‌ଆର୍‌ଆର୍‌' ଚଳିତ ବର୍ଷର ସୁପରହିଟ୍‌ ଫିଲ୍ମ ପ୍ରମାଣିତ ହୋଇସାରିଛି। ବିଦେଶରେ ମଧ୍ୟ ଏହି ଫିଲ୍ମର ଧୁମ୍‌ ଦେଖିବାକୁ ମିଳିଛି। ସମସ୍ତଙ୍କୁ କିମିଆ କରିଛି ଏସ୍‌ଏସ୍‌ ରାଜାମୌଲିଙ୍କ ଏହି ସୁପରହିଟ୍‌ ଫିଲ୍ମ। ନିକଟରେ ଆର୍‌ଆର୍‌ଆର୍‌କୁ ହଲିଉଡ କ୍ରିଟିକ୍ସ ଆସୋସିଏସନ୍‌ ୨୦୨୨ର ସେକେଣ୍ଡ ବେଷ୍ଟ ଫିଲ୍ମ ଆୱାର୍ଡ ମିଳିଛି। ଏହାରି ଭିତରେ ଏହି ଫିଲ୍ମକୁ ନେଇ ଜଣେ ଓସ୍କାର ପୁରସ୍କାର ବିଜେତା ଏକ ବିବାଦୀୟ ଟ୍ୱିଟ୍‌ କରିଛନ୍ତି।

Oscar winner Resul Pookutty to make acting debut | The News Minute

ଓସ୍କାର ପୁରସ୍କାର ବିଜେତା ତଥା ସାଉଣ୍ଡ ଡିଜାଇନର୍‌ ରସୁଲ ପୁକୁଟ୍ଟୀ। ସେ ସାଉଥ ଅଭିନେତା ରାମଚରଣ ଓ ଜୁନିଅର୍‌ ଏନ୍‌ଟିଆର୍‌ଙ୍କ ଫ୍ୟାନ୍‌ମାନଙ୍କୁ ନିରାଶ କରିଛନ୍ତି। ଫିଲ୍ମ 'ଆର୍‌ଆର୍‌ଆର୍‌'କୁ ସେ ଗେ'ମାନଙ୍କ ପ୍ରମେ କାହାଣୀ ସହ ତୁଳନା କରିଛନ୍ତି। ଏହି ଫିଲ୍ମକୁ ସେ ' ଗେ ଲଭ୍‌ ଷ୍ଟୋରୀ' କହିବା ସହ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଏକ ପ୍ରପ୍‌ ତଥା ବସ୍ତୁ ରୂପେ ବ୍ୟବହାର କରାଯାଇଥିବା ମଧ୍ୟ ଟ୍ୱିଟ୍‌ କରି କହିଛନ୍ତି।

RRR is a Gay Love Story, Says Oscar-Winning Sound Designer Resul Pokkuty - Twitter Calls Him Homophobic | Check Tweets

ସାଉଣ୍ଡ ଡିଜାଇନର୍‌ ରସୁଲଙ୍କ ଏଭଳି ବିବାଦୀୟ ଟ୍ୱିଟ୍‌କୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ କ୍ରୋଧ ଜାତ ହୋଇଛି। ଜଣେ ଓସ୍କାର ବିଜେତାଙ୍କ ଠାରୁ ଏଭଳି କହିବେ ବୋଲି ଆଶା କରାଯାଇନଥିଲା ବୋଲି ୟୁଜର୍ସମାନେ କହିବା ସହ ତାଙ୍କୁ ନିନ୍ଦା କରିଛନ୍ତି।

ସୂଚନା ମୁତାବକ ବାହୁବଳୀ ଫେମ୍‌ ଏସ୍‌ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ତିଆରି ବିଗ୍‌ ବଜେଟ୍‌ ଫିଲ୍ମ 'ଆର୍‌ଆର୍‌ଆର୍‌' ସ୍ୱାଧୀନତା ସଂଗ୍ରାମୀଙ୍କ ଏକ କାଳ୍ପନିକ କାହାଣୀ ଉପରେ ଆଧାରିତ। ୧୯୨୦ ମସିହାରେ କ'ଣ ଘଟିଥିଲା ତାକୁ ନେଇ ଫିଲ୍ମରେ ଦର୍ଶାଯାଇଛି। ଫିଲ୍ମରେ ରାମଚରଣ ସ୍ୱାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତା ରାମରାଜୁ ଓ ଏନ୍‌ଟିଆର୍‌ କୋମାରାମ ଭୀମ ଭୂମିକାରେ ନଜର ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story