'ଆର୍‌ଆର୍‌ଆର୍‌'ରେ ଲାଗିଲା କରୋନା ଗ୍ରହଣ

ହାଇଦ୍ରାବାଦ: ପାଣି ଫାଟିଲା ବହୁ ଦିନର ଅପେକ୍ଷା। ବାଟ ଓଗାଳିଲା କରୋନା। ସିନେ ପ୍ରେମୀଙ୍କୁ ଦେଲା ଶକ୍ତ ଧକ୍କା। ବହୁପ୍ରତିକ୍ଷିତ ଫିଲ୍ମ ଆର୍‌ଆର୍‌ଆର୍‌ରେ ଲାଗିଲା କରୋନା ଗ୍ରହଣ। ଘୁଞ୍ଚିଲା ରିଲିଜ ଡେଟ୍‌। ଫିଲ୍ମ ଆର୍‌ଆର୍‌ଆର୍‌ ରିଲିଜ ଉପରେ ଏବେ ଅନିଶ୍ଚିତକାଳ ପାଇଁ ରୋକ ଲାଗଇ ଦିଆଯାଇଛି। ଏନେଇ ଆର୍‌ଆର୍‌ଆର୍‌ର ଅଫିସିଆଲ୍‌ ଆକାଉଣ୍ଟରେ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ଆସନ୍ତା ଜାନୁଆରୀ ୭ ତାରିଖରେ ପରଦାକୁ ଆସିଥାନ୍ତା ଫିଲ୍ମ ‘ଆର୍‌ଆର୍‌ଆର୍‌’। ଏଥିପାଇଁ ଫୁଲ୍‌ଦମ୍‌ରେ ଚାଲିଥିବା ପ୍ରମୋସନ୍‌। ସାଉଥସୁପରଷ୍ଟାର ରାମଚରଣ, […]

RRR

RRR

Madhupriya Mistry
  • Published: Sunday, 02 January 2022
  • Updated: 02 January 2022, 02:37 PM IST

Sports

Latest News

ହାଇଦ୍ରାବାଦ: ପାଣି ଫାଟିଲା ବହୁ ଦିନର ଅପେକ୍ଷା। ବାଟ ଓଗାଳିଲା କରୋନା। ସିନେ ପ୍ରେମୀଙ୍କୁ ଦେଲା ଶକ୍ତ ଧକ୍କା। ବହୁପ୍ରତିକ୍ଷିତ ଫିଲ୍ମ ଆର୍‌ଆର୍‌ଆର୍‌ରେ ଲାଗିଲା କରୋନା ଗ୍ରହଣ। ଘୁଞ୍ଚିଲା ରିଲିଜ ଡେଟ୍‌। ଫିଲ୍ମ ଆର୍‌ଆର୍‌ଆର୍‌ ରିଲିଜ ଉପରେ ଏବେ ଅନିଶ୍ଚିତକାଳ ପାଇଁ ରୋକ ଲାଗଇ ଦିଆଯାଇଛି। ଏନେଇ ଆର୍‌ଆର୍‌ଆର୍‌ର ଅଫିସିଆଲ୍‌ ଆକାଉଣ୍ଟରେ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ଆସନ୍ତା ଜାନୁଆରୀ ୭ ତାରିଖରେ ପରଦାକୁ ଆସିଥାନ୍ତା ଫିଲ୍ମ 'ଆର୍‌ଆର୍‌ଆର୍‌'। ଏଥିପାଇଁ ଫୁଲ୍‌ଦମ୍‌ରେ ଚାଲିଥିବା ପ୍ରମୋସନ୍‌। ସାଉଥସୁପରଷ୍ଟାର ରାମଚରଣ, ଜୁନିଅର ଏନ୍‌ଟିଆର୍‌ ଓ ନିର୍ଦ୍ଦେଶକ ରାଜାମୌଲୀ ମିଶି ଜୋରଦାର ପ୍ରମୋସନ କରୁଥିଲେ। ମୁମ୍ବାଇ ଠାରୁ ଆରମ୍ଭ କରି ଚେନ୍ନାଇ ସବୁଠି ଜୋରଦାର ପ୍ରମୋସନ କରିଥିଲେ। ଏହି ଫିଲ୍ମ ଓ ଷ୍ଟାରଙ୍କ ପ୍ରମୋସନ ଦର୍ଶକଙ୍କୁ ମଧ୍ୟ ବେଶ୍‌ ଆଟ୍ରାକ୍ଟ କରିଥିଲା। କିନ୍ତୁ ଏତେ ସବୁ ପରେ ଏବେ ଦର୍ଶକଙ୍କୁ ନିରାଶ ହେବାକୁ ପଡିଛି। ରାମଚରଣ ଓ ଜୁନିଆର୍‌ ଏନ୍‌ଟିଆର୍‌ଙ୍କ ପାଇଁ ବାଡ ସଜିଛି କରୋନା।

ଦେଶରେ ଦ୍ରୁତଗତିରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ଫିଲ୍ମ ହଲ୍‌, ଥିଏଟର ସବୁ ବନ୍ଦ ହୋଇଗଲାଣି। ସେହିପରି ଅନେକ ସ୍ଥାନରେ ୫୦ ପ୍ରତିଶତରେ ଫିଲ୍ମ ହଲ୍‌ଗୁଡିକ ଚାଲଛି। କରୋନାର ଏହି କଟକଣାକୁ ଦୃଷ୍ଟିରେ ରଖି ଏହି ଫିଲ୍ମର ରିଲିଜ ଡେଟ୍‌କୁ ମେକର୍ସମାନେ ଘୁଞ୍ଚାଇ ଦେଇଛନ୍ତି।

ସମସ୍ତଙ୍କ ହିତକୁ ଧ୍ୟାନରେ ରଖି ରିଲିଜ ତାରିଖ ଟାଳିବାକୁ ପଡିଥିବା ନେଇ ଆର୍‌ଆର୍‌ଆର୍‌ର ଅଫିସିଆଲ୍‌ ଆକାଉଣ୍ଟରେ ସୂଚନା ଦିଆଯାଇଛି। ଆମର ପ୍ରଶଂସକ ଓ ସମସ୍ତ ଦର୍ଶକଙ୍କୁ ସେମାନଙ୍କ ପ୍ରେମ ପାଇଁ ଧନ୍ୟବାଦ। ଆମର ସମସ୍ତ ପ୍ରୟାସ ସତ୍ତ୍ୱେ କିଛି ପରିସ୍ଥିତି ଆମ ନିୟନ୍ତ୍ରଣରେ ନାହିଁ। ଅନେକ ରାଜ୍ୟ ସେମାନଙ୍କର ସିନେମା ହଲ୍ ବନ୍ଦ କରୁଛନ୍ତି ତେଣୁ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ, କେବଳ କହିବାକୁ ଗଲେ ଆପଣ ଆପଣଙ୍କର ଏକ୍ସସାଇଟ୍‌ମେଣ୍ଟକୁ କିଛି ସମୟ ପାଇଁ ହୋଲ୍ଡ କରି ରଖନ୍ତୁ। ଆମେ ଠିକ୍ ସମୟରେ ଏହି ଫିଲ୍ମକୁ ପରଦାକୁ ଆଣିବାକୁ ପ୍ରତିଜ୍ଞା କରୁଛୁ। ଏହା ଉପରେ ଆମର ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ଅଛି ବୋଲି ଆର୍‌ଆର୍‌ଆର୍‌ ଅଫିସିଆଲ୍‌ ଆକାଉଣ୍ଟରେ ଟ୍ୱିଟ୍‌ କରାଯାଇଛି।

https://twitter.com/RRRMovie/status/1477240677767401474?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story