କ୍ରିକେଟର୍‌ ବାହୁବଳୀଙ୍କ ଫିଲ୍ମ ପାଇଁ ଦର୍ଶକ ଦିୱାନା: ପ୍ରଥମ ଦିନରୁ ହାଉସ୍‌ଫୁଲ୍‌

ମୁମ୍ବାଇ: ପ୍ରଥମ ଦିନରୁ ହିଁ ବହୁ ଚର୍ଚ୍ଚିତ ଫିଲ୍ମ ସଚିନ: ଏ ବିଲିୟନ ଡ୍ରିମ୍ସ ଫିଲ୍ମକୁ ମିଳିଛି ସଫଳତା। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମକୁ ଦେଖିବାକୁ ସିନେମା ହଲ ଆଗରେ ଲୋକେ ଲାଇନ୍‌ ଲଗାଉଛନ୍ତି ତ କେଉଁଠି ଟିକେଟ୍‌ କାଉଁଣ୍ଟର ଖୋଲିବା ପୂର୍ବରୁ ହାଉସଫୁଲ ଲେଖିଦିଆଯାଉଥିବା ଦେଖିବାକୁ ମିଳୁଛି। ବକ୍ସ ଅଫିସ୍‌ ରିପୋର୍ଟ ଅନୁସାରେ ଏହି ଫିଲ୍ମ ପ୍ରଥମ ଦିନରେ ୮.୪୦ କୋଟି ଟଙ୍କା ବ୍ୟବସାୟ କରିସାରିଛି। ଆଗାମୀ ରବିବାର […]

sachin-tendulkar-1492058707

sachin-tendulkar-1492058707

Rakesh Mallick
  • Published: Saturday, 27 May 2017
  • Updated: 30 May 2017, 11:11 PM IST

Sports

Latest News

ମୁମ୍ବାଇ: ପ୍ରଥମ ଦିନରୁ ହିଁ ବହୁ ଚର୍ଚ୍ଚିତ ଫିଲ୍ମ ସଚିନ: ଏ ବିଲିୟନ ଡ୍ରିମ୍ସ ଫିଲ୍ମକୁ ମିଳିଛି ସଫଳତା। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମକୁ ଦେଖିବାକୁ ସିନେମା ହଲ ଆଗରେ ଲୋକେ ଲାଇନ୍‌ ଲଗାଉଛନ୍ତି ତ କେଉଁଠି ଟିକେଟ୍‌ କାଉଁଣ୍ଟର ଖୋଲିବା ପୂର୍ବରୁ ହାଉସଫୁଲ ଲେଖିଦିଆଯାଉଥିବା ଦେଖିବାକୁ ମିଳୁଛି। ବକ୍ସ ଅଫିସ୍‌ ରିପୋର୍ଟ ଅନୁସାରେ ଏହି ଫିଲ୍ମ ପ୍ରଥମ ଦିନରେ ୮.୪୦ କୋଟି ଟଙ୍କା ବ୍ୟବସାୟ କରିସାରିଛି। ଆଗାମୀ ରବିବାର ପର୍ଯ୍ୟନ୍ତ ଅଧିକାଂଶ ସିନେମା ହଲରେ ଟିକେଟ୍‌ ବୁକିଂ ଶେଷହୋଇଥିବା ଜଣାପଡିଛି।

୩୦କୋଟି ଟଙ୍କାରେ ତିଆରି ହେଇଥିବା ଏହି ଫିଲ୍ମର ପ୍ରଥମ ଦିନର କାମାଇରୁ ସ୍ପଷ୍ଟ ହୋଇଛି ଯେ ଏହା ବକ୍ସ ଅଫିସରେ ଧୁମ୍‌ ମଚାଇବ। ସାରା ଦେଶରେ ମୋଟ୍‌ ୨୪୦୦ ଟି ହଲରେ ରିଲିଜ ହୋଇଥିବା ଏହି ଫିଲ୍ମ ପାଇଁ ଅଧିକାଂଶ ରାଜ୍ୟ ମନରଂଜନ କର ଛାଡ କରିଛନ୍ତି। ଫଳରେ ଏହି ଫିଲ୍ମରୁ ଆସୁଥିବା ଅର୍ଥ ସିଧାସଳକ ନିର୍ମାତାଙ୍କ ନିକଟକୁ ଯିବ।

ଶୁକ୍ରବାର ଏକ କାର୍ଯ୍ୟକାରୀ ଦିନ ହୋଇଥିଲେ ମଧ୍ୟ ଫିଲ୍ମ ଭଲ ବ୍ୟବସାୟ କରିଥିବା କୁହାଯାଉଛି। ଏହି ଫିଲ୍ମ ଭାରତରେ ହିନ୍ଦୀ, ମରାଠୀ,ତାମିଲ, ତେଲଗୁ ଓ ଇଂରାଜି ଭାଷାରେ ରିଲିଜ୍‌ ହୋଇଛି। ସଚିନ୍‌ ପ୍ରଥମ ଭାରତୀୟ ଭାବେ ତାଙ୍କ ନିଜ ଜୀବନୀକୁ ନେଇ ଏକ ବାୟୋପିକ୍‌ ଫିଲ୍ମ ମାଧ୍ୟମରେ ସାମ୍ନାକୁ ଆସିଛନ୍ତି। ବଲିଉଡ୍‌ର ଅନେକ ଟ୍ରେଡ୍‌ ଆନାଲିଷ୍ଟ ଏହି ଫିଲ୍ମର ସଫଳତାକୁ ନେଇ ବେଶ୍ ଆଶାବାଦୀ ଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story