ଶାହିଦ ଓ ଆଲିଆଙ୍କ ଅପକମିଂ ଫିଲ୍ମ ‘ଶାନଦାର’ର ଏକ ଡାନ୍ସ ନମ୍ୱର ରିଲିଜ୍

ମୁମ୍ୱାଇ: ଶାହିଦ କପୁର ଓ ଆଲିଆ ଭଟ୍ଟଙ୍କ ଅପକମିଂ ଫିଲ୍ମ ‘ଶାନଦାର’ର ଏକ ଡାନ୍ସ ନମ୍ୱର ରିଲିଜ୍ ହୋଇଛି। ଅମିତ୍ ତ୍ରିବେଦୀଙ୍କ ଏହି ରକିଂ ନମ୍ୱରରେ ଲିଡ୍ ପେୟାରଙ୍କ ଡାନ୍ସ ମୁଭସ୍ ଦେଖିବା ଭଳି ହୋଇଛି। ଗୀତର ପିକଚରାଇଜେସନ୍ ସାଙ୍ଗକୁ ସେଟ୍ ସବୁଥିରେ ରହିଛି ସାନ୍ଦାର୍ ଟଚ୍। ପ୍ରଥମ ଥର ପାଇଁ ଫିଲ୍ମ ଦ୍ୱାରା ସ୍କ୍ରିନ୍ ସେୟାର କରୁଛନ୍ତି ସାହିଦ କପୁର ଓ ଆଲିଆ ଭଟ୍ଟ। ତେବେ ଉଭୟଙ୍କ କେମେଷ୍ଟ୍ରୀ ଏହି ଡାନ୍ସ ନମ୍ୱରରେ ସ୍ପାଇସ୍ ଆଡ୍ […]

sahid

sahid

Rakesh Mallick
  • Published: Thursday, 17 September 2015
  • Updated: 17 September 2015, 07:05 AM IST

Sports

Latest News

ମୁମ୍ୱାଇ: ଶାହିଦ କପୁର ଓ ଆଲିଆ ଭଟ୍ଟଙ୍କ ଅପକମିଂ ଫିଲ୍ମ ‘ଶାନଦାର’ର ଏକ ଡାନ୍ସ ନମ୍ୱର ରିଲିଜ୍ ହୋଇଛି। ଅମିତ୍ ତ୍ରିବେଦୀଙ୍କ ଏହି ରକିଂ ନମ୍ୱରରେ ଲିଡ୍ ପେୟାରଙ୍କ ଡାନ୍ସ ମୁଭସ୍ ଦେଖିବା ଭଳି ହୋଇଛି। ଗୀତର ପିକଚରାଇଜେସନ୍ ସାଙ୍ଗକୁ ସେଟ୍ ସବୁଥିରେ ରହିଛି ସାନ୍ଦାର୍ ଟଚ୍। ପ୍ରଥମ ଥର ପାଇଁ ଫିଲ୍ମ ଦ୍ୱାରା ସ୍କ୍ରିନ୍ ସେୟାର କରୁଛନ୍ତି ସାହିଦ କପୁର ଓ ଆଲିଆ ଭଟ୍ଟ। ତେବେ ଉଭୟଙ୍କ କେମେଷ୍ଟ୍ରୀ ଏହି ଡାନ୍ସ ନମ୍ୱରରେ ସ୍ପାଇସ୍ ଆଡ୍ କରୁଛି। ଆଗରୁ ଫିଲ୍ମର ଗୁଲାବୋ ନମ୍ୱରକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story