ପତ୍ନୀଙ୍କ ସହ ରୋମାଣ୍ଟିକ ଡିନର ପରେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କଲେ ଶାହିଦ୍‌

ମୁମ୍ବାଇ: ନିକଟରେ ଶାହିଦ୍‌ ତାଙ୍କ ପତ୍ନୀଙ୍କ ସହ ଏକ ରୋମାଣ୍ଟିକ ଡିନରରେ ଯାଇ ନିଜର ଖୁସିର ମୁହୁର୍ତ୍ତକୁ କ୍ଲିକ୍‌ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫଟୋ ଦେଖି ଜଣାପଡ଼ୁଛି ଶାହିଦ ଯେ କେବଳ ମୀରାକୁ ଖାଲି ଭଲପାଆନ୍ତି ତାହା ନୁହେଁ, ସମୟେ ସମୟେ ସେ ଏହାକୁ ଯତେଇବାରେ ମଧ୍ୟ ପଛାନ୍ତି ନାହିଁ। ୨୦୧୫ ଜୁଲାଇରେ ଶାହିଦ୍‌ ଓ ମୀରା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଶାହୀଦ୍‌ଙ୍କୁ ଶେଷ ଥର ‘ଉଡ଼ତା ପଞ୍ଜାବ’ରେ ଦେଖିବାକୁ ମିଳିଥିଲା। ଏବେ […]

shahid-amira_

Rakesh Mallick
  • Published: Tuesday, 15 November 2016
  • , Updated: 15 November 2016, 04:14 PM IST

ମୁମ୍ବାଇ: ନିକଟରେ ଶାହିଦ୍‌ ତାଙ୍କ ପତ୍ନୀଙ୍କ ସହ ଏକ ରୋମାଣ୍ଟିକ ଡିନରରେ ଯାଇ ନିଜର ଖୁସିର ମୁହୁର୍ତ୍ତକୁ କ୍ଲିକ୍‌ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫଟୋ ଦେଖି ଜଣାପଡ଼ୁଛି ଶାହିଦ ଯେ କେବଳ ମୀରାକୁ ଖାଲି ଭଲପାଆନ୍ତି ତାହା ନୁହେଁ, ସମୟେ ସମୟେ ସେ ଏହାକୁ ଯତେଇବାରେ ମଧ୍ୟ ପଛାନ୍ତି ନାହିଁ।

୨୦୧୫ ଜୁଲାଇରେ ଶାହିଦ୍‌ ଓ ମୀରା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଶାହୀଦ୍‌ଙ୍କୁ ଶେଷ ଥର ‘ଉଡ଼ତା ପଞ୍ଜାବ’ରେ ଦେଖିବାକୁ ମିଳିଥିଲା। ଏବେ ସେ ସଂଜୟ ଲୀଲା ଭଂସାଲୀଙ୍କ ‘ପଦ୍ମାବତୀ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

Related story