ସଲମାନ୍ ଓ ତାଙ୍କ ପରିବାର ସହ ଲୁଲିଆ

ମୁମ୍ୱାଇ: ଦବଙ୍ଗ ଖାନ ତାଙ୍କ ଗାର୍ଲ ଫ୍ରେଣ୍ଡ୍ ଲୁଲିଆ ଭନ୍ତୁରଙ୍କ ସହ ସମ୍ପର୍କକୁ ନେଇ ଚୁପ୍ ରହିଥିବା ବେଳେ ସଲମାନଙ୍କ ପରିବାର ସହ ତାଙ୍କୁ ଦେଖିବାକୁ ମିଳିଛି। ପ୍ରକାଶ ପାଇଥିବା ଏହି ଫଟୋରୁ ଜଣାପଡୁଛି ସଲମାନ୍ ଖୁବଶୀଘ୍ର ଲୁଲିଆଙ୍କୁ ବିବାହ କରିବାକୁ ଯାଉଛନ୍ତି। ମୁମ୍ୱାଇ ବିମାନବନ୍ଦରରେ ଏହି ଫଟୋ ଉଠାଯାଇଛି। ଲୁଲିଆ ସଲମାନଙ୍କ ମା’ ଓ ଭଉଣୀଙ୍କ ସହ ଆସୁଥିବା ବେଳେ ସଲମାନ୍ ନିଜର ବଡିଗାର୍ଡଙ୍କ ସହ ଆସୁଥିବା ଦେଖିବାକୁ ମିଳିଛି। ସଲମାନ୍ ତାଙ୍କ ଆଗାମୀ ଫିଲ୍ମ […]

iulia-story

iulia-story

Rakesh Mallick
  • Published: Thursday, 12 May 2016
  • Updated: 12 May 2016, 11:19 AM IST

Sports

Latest News

ମୁମ୍ୱାଇ: ଦବଙ୍ଗ ଖାନ ତାଙ୍କ ଗାର୍ଲ ଫ୍ରେଣ୍ଡ୍ ଲୁଲିଆ ଭନ୍ତୁରଙ୍କ ସହ ସମ୍ପର୍କକୁ ନେଇ ଚୁପ୍ ରହିଥିବା ବେଳେ ସଲମାନଙ୍କ ପରିବାର ସହ ତାଙ୍କୁ ଦେଖିବାକୁ ମିଳିଛି। ପ୍ରକାଶ ପାଇଥିବା ଏହି ଫଟୋରୁ ଜଣାପଡୁଛି ସଲମାନ୍ ଖୁବଶୀଘ୍ର ଲୁଲିଆଙ୍କୁ ବିବାହ କରିବାକୁ ଯାଉଛନ୍ତି। ମୁମ୍ୱାଇ ବିମାନବନ୍ଦରରେ ଏହି ଫଟୋ ଉଠାଯାଇଛି। ଲୁଲିଆ ସଲମାନଙ୍କ ମା’ ଓ ଭଉଣୀଙ୍କ ସହ ଆସୁଥିବା ବେଳେ ସଲମାନ୍ ନିଜର ବଡିଗାର୍ଡଙ୍କ ସହ ଆସୁଥିବା ଦେଖିବାକୁ ମିଳିଛି।

ସଲମାନ୍ ତାଙ୍କ ଆଗାମୀ ଫିଲ୍ମ ‘ସୁଲତାନ୍’ର ଶୁଟିଂ ପାଇଁ ପଞ୍ଜାବରେ ଥିବା ସମୟରେ ତାଙ୍କ ପରିବାର ସହ ଲୁଲିଆ ଭେଟିବାକୁ ଯାଇଥିଲେ। ଗତକାଲି ସଲମାନ୍ ତାଙ୍କ ପରିବାର ସହ ଚଣ୍ଡିଗଡ଼ରୁ ମୁମ୍ୱାଇ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story