ପୁଣି ପରଦାରେ ଏକାଠି ଦେଖାଦେବେ ମୁନ୍ନି ଓ ଭାଇଜାନ୍

ମୁମ୍ବାଇ : ଭାଇଜାନଙ୍କ ଫ୍ୟାନଙ୍କ ପାଇଁ ଖୁସିର ଖବର। ବଜରଙ୍ଗୀ ଭାଇଜାନ୍ ଫିଲ୍ମର ସେହି କ୍ୟୁଟ୍ ଯୋଡି ମୁନ୍ନି (ହର୍ଷାଲି) ଏବଂ ସଲମାନ୍ ଖୁବ୍ ଶୀଘ୍ର ଆସିବେ ପରଦାରେ। ଏଥର କୌଣସି ଫିଲ୍ମରେ ନୁହେଁ ବରଂ ଉଭୟେ ଆସିବେ ଏକ ବିଜ୍ଞାପନରେ। ଏହି ବିଜ୍ଞାପନର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ମଧ୍ୟ ରହିଛି ବଜରଙ୍ଗୀ ଭାଇଜାନର ସୁପରହିଟ୍ ଗୀତ ‘ସେଲଫି ଲେ ଲେ’। ବଜରଙ୍ଗୀ ଭାଇଜାନ ରିଲିଜ ପରେ ସଲମାନଙ୍କ ସହ ହର୍ଷାଲିର ଫ୍ୟାନ୍ ମଧ୍ୟ ବହୁ ସଂଖ୍ୟାରେ ବଢ଼ିଛି। […]

salman

salman

Rakesh Mallick
  • Published: Saturday, 17 September 2016
  • Updated: 17 September 2016, 03:10 PM IST

Sports

Latest News

ମୁମ୍ବାଇ : ଭାଇଜାନଙ୍କ ଫ୍ୟାନଙ୍କ ପାଇଁ ଖୁସିର ଖବର। ବଜରଙ୍ଗୀ ଭାଇଜାନ୍ ଫିଲ୍ମର ସେହି କ୍ୟୁଟ୍ ଯୋଡି ମୁନ୍ନି (ହର୍ଷାଲି) ଏବଂ ସଲମାନ୍ ଖୁବ୍ ଶୀଘ୍ର ଆସିବେ ପରଦାରେ। ଏଥର କୌଣସି ଫିଲ୍ମରେ ନୁହେଁ ବରଂ ଉଭୟେ ଆସିବେ ଏକ ବିଜ୍ଞାପନରେ। ଏହି ବିଜ୍ଞାପନର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ମଧ୍ୟ ରହିଛି ବଜରଙ୍ଗୀ ଭାଇଜାନର ସୁପରହିଟ୍ ଗୀତ ‘ସେଲଫି ଲେ ଲେ’। ବଜରଙ୍ଗୀ ଭାଇଜାନ ରିଲିଜ ପରେ ସଲମାନଙ୍କ ସହ ହର୍ଷାଲିର ଫ୍ୟାନ୍ ମଧ୍ୟ ବହୁ ସଂଖ୍ୟାରେ ବଢ଼ିଛି। ଏମିତିକି ନିଜେ ସଲମାନ ମଧ୍ୟ ହର୍ଷାଲିଙ୍କ ଫ୍ୟାନ ହୋଇସାରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ସଲମାନ ହର୍ଷାଲିଙ୍କ ସହ ନେଇଥିବା ସେଲଫି ପୋଷ୍ଟ କରଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story