ଏମିତି ବି ଦିନ ଥିଲା; ସଲମାନଙ୍କୁ କ୍ଷୀର ବିକିବାକୁ ପଡୁଥିଲା?

ମୁମ୍ବାଇ: ସୁଲତାନ୍‌ ସଲମାନ୍‌ ଖାନ୍‌ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି। କେବେ ତାଙ୍କ ପର୍ସନାଲ ଲାଇଫ୍‌ ତ କେବେ ତାଙ୍କ ପ୍ରଫେସନାଲ ଲାଇଫ୍‌କୁ ନେଇ। ଆଜି ତାଙ୍କ ୫୨ତମ ଜନ୍ମ ଦିନରେ ଆମେ ତାଙ୍କ ଜୀବନର ଏକ ବଡ଼ ସିକ୍ରେଟ୍‌ ଖୋଲିବାକୁ ଯାଉଛୁ। ଚାଲନ୍ତୁ ଜାଣିବା କ’ଣ ସେହି ସିକ୍ରେଟ୍‌? ଏମିତିବି ସମୟ ଥିଲା ଯେତେବେଳେ ସଲମାନ୍‌  କ୍ଷୀର ବିକ୍ରି କରିବାକୁ ବି ପଛେଇ ନଥିଲେ। ଆଶ୍ଚର୍ଯ୍ୟ ଲାଗୁଛିନା ! କିନ୍ତୁ ଆଶ୍ଚର୍ଯ୍ୟ […]

sss

sss

Rakesh Mallick
  • Published: Wednesday, 27 December 2017
  • Updated: 27 December 2017, 01:13 PM IST

Sports

Latest News

ମୁମ୍ବାଇ: ସୁଲତାନ୍‌ ସଲମାନ୍‌ ଖାନ୍‌ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି। କେବେ ତାଙ୍କ ପର୍ସନାଲ ଲାଇଫ୍‌ ତ କେବେ ତାଙ୍କ ପ୍ରଫେସନାଲ ଲାଇଫ୍‌କୁ ନେଇ। ଆଜି ତାଙ୍କ ୫୨ତମ ଜନ୍ମ ଦିନରେ ଆମେ ତାଙ୍କ ଜୀବନର ଏକ ବଡ଼ ସିକ୍ରେଟ୍‌ ଖୋଲିବାକୁ ଯାଉଛୁ। ଚାଲନ୍ତୁ ଜାଣିବା କ’ଣ ସେହି ସିକ୍ରେଟ୍‌?

ଏମିତିବି ସମୟ ଥିଲା ଯେତେବେଳେ ସଲମାନ୍‌  କ୍ଷୀର ବିକ୍ରି କରିବାକୁ ବି ପଛେଇ ନଥିଲେ। ଆଶ୍ଚର୍ଯ୍ୟ ଲାଗୁଛିନା ! କିନ୍ତୁ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। ପ୍ରେମରେ ପଡ଼ିଲେ ଏମିତି ପାଗଳାମି ସମସ୍ତେ କରିଥାନ୍ତି ! ସଲମାନ୍‌ ସେଥିରୁ କେମିତି ବା ବାଦ୍‌ ପଡ଼ିବେ।

ସଲମାନ ନିଜ ଅଫେୟାରକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଇଣ୍ଡଷ୍ଟ୍ରିରେ ଅନେକ ହିରୋଇନ୍‌ଙ୍କ ସହ ତାଙ୍କର ଅଫେୟାର ଥିଲା। ସମସ୍ତେ ଭାବୁଥିବେ ତାଙ୍କର ପ୍ରଥମ ପ୍ରେମ ଥିଲେ ସଙ୍ଗୀତା ବିଜ୍‌ଲାନି, କିନ୍ତୁ ତାହା ସତ ନୁହେଁ। ସେ ସେଣ୍ଟ୍‌ ଜାଭିଅର କଲେଜର ପଢିବା ସମୟରେ ସାହିନ୍ ଜାଫରିଙ୍କୁ ପସନ୍ଦ କରୁଥିଲେ। ସଲମାନ୍‌ ଘଣ୍ଟା ଘଣ୍ଟ ଧରି ରେଡ୍‌ କଲର ସ୍ପୋର୍ଟ୍ସ କାର ଧରି ତାଙ୍କ ପାଇଁ କଲେଜ୍‌ ବାହାରେ ଅପେକ୍ଷା କରୁଥିଲେ। ତାଙ୍କୁ ଇମ୍ପ୍ରେସ୍‌ କରିବାକୁ ସଲମାନ ତାଙ୍କ ପାଇଁ କ୍ଷୀର ବାଲା ମଧ୍ୟ ହୋଇଯାଇଥିଲେ। ସେ ସାହିନଙ୍କ ଘରେ ପ୍ରତିଦିନ କ୍ଷୀର ଓ ବ୍ରେଡ୍‌ ନେଇ ଦେଉଥିଲେ। କିନ୍ତୁ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ସଂପର୍କ ବେଶୀଦିନ ତିଷ୍ଠି ନଥିଲା। ସାହିନ୍‌ଙ୍କ ପରେ ତାଙ୍କ ଜୀବନରେ ସଙ୍ଗୀତା ଆସିଥିଲେ। ସଙ୍ଗୀତାଙ୍କ ସହ ବିବାହ ଠିକ୍‌ ହୋଇ କାର୍ଡ ଛପା ମଧ୍ୟ ସରିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସଙ୍ଗୀତା ମନା କରିଦେଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story