ପିଞ୍ଜରାରୁ ବାହାରିଲେ ଟାଇଗର୍

ଯୋଧପୁର: ଜେଲ୍‌ରୁ ମୁକୁଳିଲେ ବଲିଉଡ୍ ଟାଇଗର୍ ସଲମାନ୍ ଖାନ। ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ହତ୍ୟା ମାମଲାରେ ଆଜି ଅପରାହ୍ନ ୩ଟା ବେଳେ ତାଙ୍କୁ ଜାମିନ ମିଳିଥିଲା। ଯୋଧପୁର ସେସନ୍ସ କୋର୍ଟରେ ଆଜି ଜାମିନ ଆବେଦନ ଶୁଣାଣି କରି ସନ୍ଧ୍ୟାରେ ସଲମାନ୍ ଜେଲ୍‌ରୁ ମୁକୁଳିବେ ବୋଲି କୋର୍ଟ କହିଥିଲେ। ତେବେ ସମସ୍ତ ପ୍ରକାର କାଗଜପତ୍ର କୋର୍ଟରେ ହାଜର କରାଯିବା ପରେ ସଲମାନ୍ ସନ୍ଧ୍ୟା ୫ଟା ୩୦ରେ ଯୋଧପୁର ସେଣ୍ଟ୍ରାଲ୍ ଜେଲ୍‌ରୁ ମୁକୁଳିଛନ୍ତି। ଏ ନେଇ ଏଏନ୍‌ଆଇ ପକ୍ଷରୁ […]

salman-khan-jodhpur-court-afp_650x400_41522987545

Rakesh Mallick
  • Published: Saturday, 07 April 2018
  • Updated: 07 April 2018, 05:56 PM IST

Sports

Latest News

ଯୋଧପୁର: ଜେଲ୍‌ରୁ ମୁକୁଳିଲେ ବଲିଉଡ୍ ଟାଇଗର୍ ସଲମାନ୍ ଖାନ। ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ହତ୍ୟା ମାମଲାରେ ଆଜି ଅପରାହ୍ନ ୩ଟା ବେଳେ ତାଙ୍କୁ ଜାମିନ ମିଳିଥିଲା। ଯୋଧପୁର ସେସନ୍ସ କୋର୍ଟରେ ଆଜି ଜାମିନ ଆବେଦନ ଶୁଣାଣି କରି ସନ୍ଧ୍ୟାରେ ସଲମାନ୍ ଜେଲ୍‌ରୁ ମୁକୁଳିବେ ବୋଲି କୋର୍ଟ କହିଥିଲେ। ତେବେ ସମସ୍ତ ପ୍ରକାର କାଗଜପତ୍ର କୋର୍ଟରେ ହାଜର କରାଯିବା ପରେ ସଲମାନ୍ ସନ୍ଧ୍ୟା ୫ଟା ୩୦ରେ ଯୋଧପୁର ସେଣ୍ଟ୍ରାଲ୍ ଜେଲ୍‌ରୁ ମୁକୁଳିଛନ୍ତି। ଏ ନେଇ ଏଏନ୍‌ଆଇ ପକ୍ଷରୁ ଟ୍ୱିଟ୍ କରି ସ୍ପଷ୍ଟ କରାଯାଇଛି। ସଲମାନ୍‌ ଜେଲରୁ ମୁକୁଳିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି।

https://twitter.com/ANI/status/982592340866097155

୨୫ ହଜାର ଲେଖାଏଁ ୨ଟି ବେଲ୍‌ବଣ୍ଡରେ ତାଙ୍କୁ ଆଜି ଜାମିନ ଦିଆଯାଇଥିଲା। ସେସନ୍ସ କୋର୍ଟ ର ବିଟାରପତି ରବିନ୍ଦ୍ର କୁମାର ଜୋଶୀ ଶନିବାର ଅପରାହ୍ନ ଠିକ୍ ୩ଟା ସମୟରେ ରାୟ ଶୁଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story