ସଲମାନଙ୍କ ସହ କଥା ହେବା ପୂର୍ବରୁ ୧୦ ଥର ଚିନ୍ତା କରିବାକୁ ପଡ଼େ: ଡେଜି ଶାହ

ମୁମ୍ୱାଇ: ସଲମାନ୍ ଖାଁଙ୍କ ସହ କଥା ହେବା ପୂର୍ବରୁ ୧୦ ଥର ଚିନ୍ତା କରିଥା’ନ୍ତି ଅଭିନେତ୍ରୀ ଡେଜି ଶାହ। ନିଜେ ଡେଜି ଏ କଥା କହିଛନ୍ତି। ଡିଜାଇନର୍ ଇଶା ଅମୀନଙ୍କ ସମର୍ କଲେକ୍‌ସନ୍ ଲଞ୍ଚ୍‌ କରିବା ଅବସରରେ ସେ ଏହା କହିଛନ୍ତି। ଡେଜି କହିଥିଲେ,“ସଲ୍ଲୁଙ୍କ ସମ୍ମୁଖରେ କିଛି କହିବାକୁ ହେଲେ ମୋତେ ୧୦ ଥର ଚିନ୍ତା କରିବାକୁ ପଡ଼ିଥାଏ। ସଲମାନଙ୍କ ସହ ମୋର ପ୍ରଥମ ସାକ୍ଷାତ ବହୁତ ଭଲ ଥିଲା। ମୁଁ ସଲମାନଙ୍କ ବଡ଼ ଫ୍ୟାନ୍।” ‘ଜୟ […]

deji

Rakesh Mallick
  • Published: Sunday, 06 March 2016
  • , Updated: 06 March 2016, 12:44 PM IST

ମୁମ୍ୱାଇ: ସଲମାନ୍ ଖାଁଙ୍କ ସହ କଥା ହେବା ପୂର୍ବରୁ ୧୦ ଥର ଚିନ୍ତା କରିଥା’ନ୍ତି ଅଭିନେତ୍ରୀ ଡେଜି ଶାହ। ନିଜେ ଡେଜି ଏ କଥା କହିଛନ୍ତି। ଡିଜାଇନର୍ ଇଶା ଅମୀନଙ୍କ ସମର୍ କଲେକ୍‌ସନ୍ ଲଞ୍ଚ୍‌ କରିବା ଅବସରରେ ସେ ଏହା କହିଛନ୍ତି।

ଡେଜି କହିଥିଲେ,“ସଲ୍ଲୁଙ୍କ ସମ୍ମୁଖରେ କିଛି କହିବାକୁ ହେଲେ ମୋତେ ୧୦ ଥର ଚିନ୍ତା କରିବାକୁ ପଡ଼ିଥାଏ। ସଲମାନଙ୍କ ସହ ମୋର ପ୍ରଥମ ସାକ୍ଷାତ ବହୁତ ଭଲ ଥିଲା। ମୁଁ ସଲମାନଙ୍କ ବଡ଼ ଫ୍ୟାନ୍।”

‘ଜୟ ହୋ’ ଫିଲ୍ମରେ ଡେଜି ସଲମାନଙ୍କ ସହ ମିଶି  କାମ କରିଛନ୍ତି।

Related story