ସୋସିଆଲ ମିଡିଆରେ ପୁଅ ଓ ଜାନ୍‌ଙ୍କ ଫଟୋ ସେୟାର କଲେ ସଲମାନ

ମୁମ୍ବାଇ: ସୋସିଆଲ ମିଡିଆରେ ସଲମାନ ତାଙ୍କ ପୁଅ ଓ ଜାନ୍‌ଙ୍କ ଫଟୋ ସେୟାର କରିଛନ୍ତି। ଏବେ ବି ବ୍ୟାଚ୍‌ଲର ଥିବା ସଲମାନଙ୍କ ଜାନନ ଓ ପୁଅ କିଏ ତାକୁ ନେଇ ଆପଣ ଦ୍ୱନ୍ଦ୍ୱରେ ଥିବେ। ଆଶ୍ଚର ହେବାର କିଛି ନାହିଁ। ସଲମାନଙ୍କ ପୁଅ ଓ ଜାନ ହେଉଛନ୍ତି ସେ ପାଳିଥିବା ନିଜର ଦୁଇ କୁକୁର। ଏମାନଙ୍କୁ ସଲମାନ ‘ମାଇଁ ସନ୍‌’ ଓ ‘ମାଇଁ ଜାନ୍‌’ ବୋଲି ଡାକୁଥିଲେ। ସଲମାନଙ୍କ ଏହି ଦୁଇ କୁକୁର ଏବେ ଆଉ ନାହାନ୍ତି। […]

salman

Rakesh Mallick
  • Published: Thursday, 03 November 2016
  • , Updated: 03 November 2016, 06:26 PM IST

ମୁମ୍ବାଇ: ସୋସିଆଲ ମିଡିଆରେ ସଲମାନ ତାଙ୍କ ପୁଅ ଓ ଜାନ୍‌ଙ୍କ ଫଟୋ ସେୟାର କରିଛନ୍ତି। ଏବେ ବି ବ୍ୟାଚ୍‌ଲର ଥିବା ସଲମାନଙ୍କ ଜାନନ ଓ ପୁଅ କିଏ ତାକୁ ନେଇ ଆପଣ ଦ୍ୱନ୍ଦ୍ୱରେ ଥିବେ। ଆଶ୍ଚର ହେବାର କିଛି ନାହିଁ। ସଲମାନଙ୍କ ପୁଅ ଓ ଜାନ ହେଉଛନ୍ତି ସେ ପାଳିଥିବା ନିଜର ଦୁଇ କୁକୁର। ଏମାନଙ୍କୁ ସଲମାନ ‘ମାଇଁ ସନ୍‌’ ଓ ‘ମାଇଁ ଜାନ୍‌’ ବୋଲି ଡାକୁଥିଲେ। ସଲମାନଙ୍କ ଏହି ଦୁଇ କୁକୁର ଏବେ ଆଉ ନାହାନ୍ତି।

ସଲମାନ ସେମାନଙ୍କୁ ମନେ ପକାଇ ଫେସବୁକ୍ ଓ ଇନଷ୍ଟାଗ୍ରାମରେ ସେମାନଙ୍କ ବହୁତ ଫଟୋ ସେୟାର କରିଛନ୍ତି।

Related story