ଅଫେୟାର୍‌ ଓ ଗର୍ଭପାତକୁ ନେଇ ମୁହଁ ଖୋଲିଲେ ସମନ୍ଥା

ହାଇଦ୍ରାବାଦ: ଦମଦାର ଅଭିନୟ ଜାଦୁ ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସାଉଥ ସୁନ୍ଦରୀ ସମନ୍ଥା। ଟଲିଉଡ ପରେ ସେ ବଲିଉଡରେ ମଧ୍ୟ କାମ କରିଛନ୍ତି। ହେଲେ ଏବେ ସମନ୍ଥା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସ୍ୱାମୀ ତାଥ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟଙ୍କ ଠାରୁ ସେ ଅଲଗା ହୋଇଛନ୍ତି। ତାଙ୍କ ବିବାହ ବିଚ୍ଛେଦ ହୋଇଥିବା ନେଇ ସେ ଘୋଷଣା କରିଥିଲେ। ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଝଟ୍‌କା […]

Samantha

Samantha

Madhupriya Mistry
  • Published: Saturday, 09 October 2021
  • Updated: 09 October 2021, 12:43 PM IST

Sports

Latest News

ହାଇଦ୍ରାବାଦ: ଦମଦାର ଅଭିନୟ ଜାଦୁ ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସାଉଥ ସୁନ୍ଦରୀ ସମନ୍ଥା। ଟଲିଉଡ ପରେ ସେ ବଲିଉଡରେ ମଧ୍ୟ କାମ କରିଛନ୍ତି। ହେଲେ ଏବେ ସମନ୍ଥା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି।

ନିକଟରେ ସ୍ୱାମୀ ତାଥ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟଙ୍କ ଠାରୁ ସେ ଅଲଗା ହୋଇଛନ୍ତି। ତାଙ୍କ ବିବାହ ବିଚ୍ଛେଦ ହୋଇଥିବା ନେଇ ସେ ଘୋଷଣା କରିଥିଲେ। ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଝଟ୍‌କା ଦେଇଥିଲା। ବିବାହ ବିଚ୍ଛେଦ ପରେ ସମନ୍ଥାଙ୍କ କୁଆଡେ ପରକୀୟ ପ୍ରିତି ସମ୍ପର୍କ ଥିବା ନେଇ କଥା ଉଠିଥିଲା। ଏପରିକି ସୋଶାଲ ମିଡିଆରେ ସମନ୍ଥା ପିଲାପିଲି ଚାହୁଁନଥିବା ଏବଂ ଗର୍ଭପାତ କରିଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା।

ଏବେ ସେହି ସମସ୍ତ ଗୁଜବ ବିଷୟରେ ସାମନ୍ଥା ତାଙ୍କ ପକ୍ଷ ରଖିଛନ୍ତି। ସାମନ୍ଥା ତାଙ୍କ 'ଅଫେୟାର' ବିଷୟରେ ଆସୁଥିବା ଖବର ବିଷୟରେ ସତ୍ୟ ପ୍ରକାଶ କରିଛନ୍ତି। ଏଥିସହ 'ଗର୍ଭପାତ' ଅଭିଯୋଗକୁ ସେ ଭିତ୍ତିହୀନ ବୋଲି କହିଛନ୍ତି। ଗୁଜବ ସମ୍ବନ୍ଧରେ ସମନ୍ଥା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ କଡା ଜବାବ ଦେଇଛନ୍ତି।

ସମନ୍ଥା ଲେଖିଛନ୍ତି, 'ବ୍ୟକ୍ତିଗତ ସଙ୍କଟରେ ଆପଣଙ୍କର ଭାବପ୍ରବଣ ନିବେଶ ମୋତେ ଆନନ୍ଦିତ କରିଛି। ଗଭୀର ସହାନୁଭୂତି, ଚିନ୍ତା ଏବଂ ମିଥ୍ୟା ଗୁଜବ ଏବଂ କାହାଣୀରୁ ମୋତେ ରକ୍ଷା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ।  ସେମାନେ କୁହନ୍ତି ମୋର ଅଫେୟାର ଥିଲା, ମୁଁ କେବେ ପିଲା ଚାହୁଁନଥିଲି, ମୁଁ ଜଣେ ସୁବିଧାବାଦୀ ଏବଂ ବର୍ତ୍ତମାନ ମୋର ଗର୍ଭପାତ ହୋଇସାରିଛି। ଛାଡପତ୍ର ନିଜ ଭିତରେ ହିଁ ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ପ୍ରକ୍ରିୟା। ଏଥିରୁ ବାହାରିବାକୁ ମୋତେ ସମୟ ଦିଅ। ଏହି ବ୍ୟକ୍ତିଗତ ପ୍ରସଙ୍ଗ ମୋ ଉପରେ ଜାରି ରହିଛି। କିନ୍ତୁ ମୁଁ ତୁମକୁ ପ୍ରତିଶ୍ରୁତି ଦେଉଛି ଯେ ମୁଁ ନିଜକୁ ଭାଙ୍ଗିବାକୁ ସୁଯୋଗ ଦେବି ନାହିଁ।'

ଏହାପୂର୍ବରୁ ସମନ୍ଥା ଡବଲ୍‌ ଷ୍ଟାଣ୍ଡାର୍ଡ ବ୍ୟକ୍ତିତ୍ୱକୁ ନେଇ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ଶେଆର କରିଥିଲେ। ସମନ୍ଥା ଲେଖିଥିଲେ, ‘ମହିଳାଙ୍କ ସହ ଜଡିତ କୌଣସି ବି ନୈତିକତା ଉପରେ ବାରମ୍ବାର ପ୍ରଶ୍ନ କରାଯାଏ। କିନ୍ତୁ ପୁରୁଷଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଉପରେ ନୈତିକ ରୂପେ କୌଣସି ପ୍ରଶ୍ନ କରାଯାଏ ନାହିଁ, ତାକୁ ଅଣଦେଖା କରାଯାଏ। ଆମେ ଏଭଳି ଏକ ସମାଜକୁ ପସନ୍ଦ କରୁ ଯେଉଁଥିରେ ମୌଳିକ ଭାବରେ କୌଣସି ନୈତିକତାରେ ସମାନତା ନାହିଁ।’

ଗତ କିଛି ଦିନ ତଳେ ସମନ୍ଥା ଏବଂ ସାଉଥ ଷ୍ଟାର ନାଗା ଚୈତନ୍ୟ ସୋଶାଲ ମିଡିଆରେ ପୋଷ୍ଟ ଶେଆର କରି ପରସ୍ପରଠାରୁ ଅଲଗା ହେବା ନେଇ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ। ସେ କହିଥିଲେ ଅନେକ ବିଚାର ବିମର୍ଶ ପରେ ଉଭୟ ଭିନ୍ନ ହେବା ପାଇଁ ନିଷ୍ପତ୍ତି ନେିଛନ୍ତି। ଏଥିସହ ଏଭଳି ଅସୁବିଧା ସମୟରେ ତାଙ୍କୁ ତାଙ୍କ ପ୍ରାଇଭେସି ଦେବା ସହ ଜୀବନରେ ଆଗକୁ ବଢ଼ିବାକୁ ଦେବା ପାଇଁ ସେ ତାଙ୍କ ପ୍ରଶଂସକଙ୍କୁ ଅନୁରୋଧ କରିଥିଲେ।

ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ ସାମନ୍ଥା ରୁଥ ପ୍ରଭୁ ୨୦୧୦ ମସିହାରୁ ପରସ୍ପରକୁ ଡେଟ୍‌ କରୁଥିଲେ। ପ୍ରାୟ ୭ ବର୍ଷ ପରେ ଉଭୟ ୨୦୧୭ ମସିହା ଅକ୍ଟୋବର ୯ରେ ବିବାହ କରିଥିଲେ।

6675stdo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story