ନାଗାଙ୍କୁ ଛାଡି ହଲିଉଡ ଚାଲିଲେ ସମନ୍ଥା

ହାଇଦ୍ରାବାଦ: ସାଉଥର ପ୍ରସିଦ୍ଧ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁ। ସେ ନିକଟରେ ଅଭିନେତା ତଥା ସ୍ୱାମୀ ନାଗା ଚୈନତ୍ୟଙ୍କ ଠାରୁ ଅଲଗା ହୋଇସାରିଛନ୍ତି। ଏବେ ଛାଡପତ୍ର ପରେ ସମନ୍ଥ ଟଲିଉଡ ଛାଡି ହଲିଉଡ ମୁହାଁ ହୋଇଛନ୍ତି। ଏଥିପାଇଁ ସେ ଆରମ୍ଭ କରିଦେଇଛନ୍ତି ଜୋରସୋରରେ ପ୍ରସ୍ତୁତି। ଖୁବଶୀଘ୍ର ସମନ୍ଥା କରିବାକୁ ଯାଉଛନ୍ତି ନିଜ ଇଣ୍ଟରନ୍ୟାସନାଲ ଡେବ୍ୟୁ। ସେ ହଲିଉଡର ନାମିଦାମୀ ନିର୍ଦ୍ଦେଶକ ଫିଲିପ୍‌ ଜନ୍‌ଙ୍କ ଫିଲ୍ମ ‘ଆରେଞ୍ଜମେଣ୍ଟ ଅଫ୍‌ ଲଭ’ରେ କାମ କରିବେ। ଏହି ଫିଲ୍ମରେ ସମନ୍ଥାକୁ ଜଣେ […]

Samantha

Samantha

Madhupriya Mistry
  • Published: Monday, 29 November 2021
  • Updated: 29 November 2021, 06:18 PM IST

ହାଇଦ୍ରାବାଦ: ସାଉଥର ପ୍ରସିଦ୍ଧ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁ। ସେ ନିକଟରେ ଅଭିନେତା ତଥା ସ୍ୱାମୀ ନାଗା ଚୈନତ୍ୟଙ୍କ ଠାରୁ ଅଲଗା ହୋଇସାରିଛନ୍ତି। ଏବେ ଛାଡପତ୍ର ପରେ ସମନ୍ଥ ଟଲିଉଡ ଛାଡି ହଲିଉଡ ମୁହାଁ ହୋଇଛନ୍ତି। ଏଥିପାଇଁ ସେ ଆରମ୍ଭ କରିଦେଇଛନ୍ତି ଜୋରସୋରରେ ପ୍ରସ୍ତୁତି।

ଖୁବଶୀଘ୍ର ସମନ୍ଥା କରିବାକୁ ଯାଉଛନ୍ତି ନିଜ ଇଣ୍ଟରନ୍ୟାସନାଲ ଡେବ୍ୟୁ। ସେ ହଲିଉଡର ନାମିଦାମୀ ନିର୍ଦ୍ଦେଶକ ଫିଲିପ୍‌ ଜନ୍‌ଙ୍କ ଫିଲ୍ମ 'ଆରେଞ୍ଜମେଣ୍ଟ ଅଫ୍‌ ଲଭ'ରେ କାମ କରିବେ। ଏହି ଫିଲ୍ମରେ ସମନ୍ଥାକୁ ଜଣେ ସମଲିଙ୍ଗୀ ଚରିତ୍ରରେ ଦେଖିବାକୁ ମିଳିବ, ଯାହାର ନିଜସ୍ୱ ଡିଟେକ୍ଟିଭ୍‌ ଏଜେନ୍ସି ଥିବ।

ଫିଲିପ ଜନ୍‌ଙ୍କ ସହ କାମ କରିବାକୁ ନେଇ ସାଉଥ ସୁନ୍ଦରୀ ସମନ୍ଥା ବେଶ୍‌ ଏକ୍ସସାଇଟେଡ୍‌ ଅଛନ୍ତି। ମୁଁ ଅନେକ ବର୍ଷ ଧରି ଫିଲିପ୍‌ଙ୍କ ପ୍ରୋଜେକ୍ଟଗୁଡ଼ିକୁ ଅତି ନିକଟରୁ ଅନୁସରଣ କରୁଛି। ମୁଁ ସୁନୀତା (ଚଳଚ୍ଚିତ୍ରର ନିର୍ମାତା) ସହିତ ପୁଣିଥରେ କାମ କରିବାକୁ ନେଇ ଉତ୍ସାହିତ ଅଛି ବୋଲି ଏକ ସାକ୍ଷାତକାରରେ ସମନ୍ଥା କହିଛନ୍ତି।

एक्ट्रेस सामंथा रुथ प्रभु जल्द ही अपना इंटरनेशनल डेब्यू करने वाली हैं. वह डायरेक्टर फिलिप जॉन की फिल्म अरेंजमेंट ऑफ लव में काम करने वाली हैं. रिपोर्ट्स के मुताबिक सामंथा फिल्म में बाइसेक्सुअल लड़की का किरदार निभा रही हैं जिसकी अपनी डिटेक्टिव एजेंसी है. ସେ ଆହୁରି କହିଛନ୍ତି, 'ଫିଲ୍ମରେ ମୋର ଚରିତ୍ର ଅତ୍ୟନ୍ତ ଚ୍ୟାଲେଞ୍ଜିଂ ରହିଛି। ଏଭଳି ଚରିତ୍ରରେ କାମ କରିବାକୁ ସୁଯୋଗ ପାଇଥିବାରୁ ମୁଁ ବେଶ୍‌ ଖୁସି ସେ କହିଛନ୍ତି।' ଏହି ଚଳଚ୍ଚିତ୍ରଟି ଆସନ୍ତା ବର୍ଷ ଅଗଷ୍ଟ ମାସରେ ମୁକ୍ତିଲାଭ କରିପାରେ।

ୱେବ୍‌ ସିରିଜ 'ଦ ଫ୍ୟାମିଲି ମ୍ୟାନ୍‌'ରେ ଶେଷଥର ପାଇଁ ନଜର ଆସିଥିଲେ ସମନ୍ଥା। ଏହା ତାଙ୍କର ପ୍ରଥମ ହିନ୍ଦୀ ପ୍ରୋଜେକ୍ଟ ଥିଲା। ଏଥିରେ ସମନ୍ଥଙ୍କ ଜବରଦସ୍ତ ଅଭିନୟ ସମସ୍ତଙ୍କୁ ଚକିତ କରିଥିଲା। ତାଙ୍କ ଅଭିନୟକୁ ଚାରିଆଡୁ ପ୍ରଶଂସା ମିଳିଥିଲା।

ନିକଟରେ ସମନ୍ଥା ନିଜ ସ୍ୱାମୀ ନାଗା ଚୈତନ୍ୟଙ୍କ ଠାରୁ ଭିନ୍ନ ଘୋଷଣା କରିଥିଲେ। ଏହି ଖବର ସମସ୍ତଙ୍କୁ ଚକିତ କରିଥିଲା। ଦୀର୍ଘ ଦିନର ସମ୍ପର୍କ ପରେ ନାଗା ଏବଂ ସମନ୍ଥା ବିବାହ କରିଥିଲେ। କିନ୍ତୁ ବିବାହର ଚାରି ବର୍ଷ ପରେ ଦୁହେଁ ଭିନ୍ନ ହୋଇଯାଇଥିଲେ। ଏହି ଖବର ଉୟଙ୍କ ଫ୍ୟାନ୍‌ଙ୍କୁ ଶକ୍ତ ଧକ୍କା ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story