ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ପୁଣି ଫେରିବି: ସୋନୁ ନିଗମ

ମୁମ୍ବାଇ: ଶୀଘ୍ର ସୁସ୍ଥ ହେବା ପାଇଁ କିଛି ଦିନର ବ୍ରେକ ନେଇଛି। ଜୁନ୍‌ରେ ପୁଣି ଏକ ସର୍ଜରୀ କରାଯିବ ବୋଲି ସିଙ୍ଗର ସୋନୁ ନିଗମ ଟ୍ୱିଟ୍ କରି କହିଛନ୍ତି। ସେ କହିଛନ୍ତି, “ମୁଁ ଘରେ ରହି ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଉଛି। ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଦେଢ଼ମାସ ପୂର୍ବରୁ ସର୍ଜରୀ କରିଥିଲି। ଏବେ ଧୀରେ ଧୀରେ ଚାଲିବା ଆରମ୍ଭ କରିଛି। ଶୀଘ୍ର ଆଉ ଏକ ସର୍ଜରୀ ହେବ।” ଏହି ସର୍ଜରୀ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବା […]

Sonu-Nigam

Rakesh Mallick
  • Published: Sunday, 29 May 2016
  • , Updated: 29 May 2016, 01:16 PM IST

ମୁମ୍ବାଇ: ଶୀଘ୍ର ସୁସ୍ଥ ହେବା ପାଇଁ କିଛି ଦିନର ବ୍ରେକ ନେଇଛି। ଜୁନ୍‌ରେ ପୁଣି ଏକ ସର୍ଜରୀ କରାଯିବ ବୋଲି ସିଙ୍ଗର ସୋନୁ ନିଗମ ଟ୍ୱିଟ୍ କରି କହିଛନ୍ତି।

ସେ କହିଛନ୍ତି, “ମୁଁ ଘରେ ରହି ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଉଛି। ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଦେଢ଼ମାସ ପୂର୍ବରୁ ସର୍ଜରୀ କରିଥିଲି। ଏବେ ଧୀରେ ଧୀରେ ଚାଲିବା ଆରମ୍ଭ କରିଛି। ଶୀଘ୍ର ଆଉ ଏକ ସର୍ଜରୀ ହେବ।”

ଏହି ସର୍ଜରୀ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସେ ତାଙ୍କର ସମସ୍ତ କାର୍ଯ୍ୟକମକୁ ବାତିଲ କରିଦେଇଛନ୍ତି।

ବିନା କୌଣସି ତାଲିମରେ ସ୍କ୍ୱେଶ ଖେଳିବା ଯୋଗୁଁ ସୋନୁଙ୍କୁ ଏହି ସର୍ଜରୀ କରିବାକୁ ପଡିଛି।

Related story