India’s Best Dancer 2ର ବିଜେତା ହେଲେ ସୌମ୍ୟା, ମିଳିଲା କାର୍‌ ଓ ୧୫ ଲକ୍ଷ

ମୁମ୍ବାଇ: ନିଜ ବେଲି ଡ୍ୟାନ୍ସର ଯାଦୁରେ ଜଜ୍‌ ତଥା ଦର୍ଶକଙ୍କୁ ମତୁଆଲା କରୁଥିବା ସୌମ୍ୟା କାମ୍ବଲେ ହୋଇଛନ୍ତି ବହୁ ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର-୨ର ବିଜେତା। ଗୌରବ ସରୱାନ, ଜାମରୁଦ୍ଧ, ରୋଜା ରଣା ଓ ରକ୍ତିମ ଠାଟୁରିଆଙ୍କ ପରି ଡ୍ୟାନ୍ସରଙ୍କ କଡ଼ା ମୁକାବିଲା ସତ୍ତ୍ୱେ ପୁଣେ ଝିଅ ସୌମ୍ୟା ହାତେଇଛନ୍ତି ଏହି ଟ୍ରଫି। ତା’ସହିତ ପୁରସ୍କାର ବାବଦକୁ ସୌମ୍ୟାଙ୍କୁ ମିଳିଛି ୧୫ ଲକ୍ଷ ଟଙ୍କା ଓ ଏକ କାର୍‌। ରନର-ଅପ୍ ଗୌରବ ସରୱନଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ […]

soumya-kamble

soumya-kamble

Niharika Rout
  • Published: Monday, 10 January 2022
  • Updated: 10 January 2022, 09:12 AM IST

Sports

Latest News

ମୁମ୍ବାଇ: ନିଜ ବେଲି ଡ୍ୟାନ୍ସର ଯାଦୁରେ ଜଜ୍‌ ତଥା ଦର୍ଶକଙ୍କୁ ମତୁଆଲା କରୁଥିବା ସୌମ୍ୟା କାମ୍ବଲେ ହୋଇଛନ୍ତି ବହୁ ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର-୨ର ବିଜେତା। ଗୌରବ ସରୱାନ, ଜାମରୁଦ୍ଧ, ରୋଜା ରଣା ଓ ରକ୍ତିମ ଠାଟୁରିଆଙ୍କ ପରି ଡ୍ୟାନ୍ସରଙ୍କ କଡ଼ା ମୁକାବିଲା ସତ୍ତ୍ୱେ ପୁଣେ ଝିଅ ସୌମ୍ୟା ହାତେଇଛନ୍ତି ଏହି ଟ୍ରଫି। ତା’ସହିତ ପୁରସ୍କାର ବାବଦକୁ ସୌମ୍ୟାଙ୍କୁ ମିଳିଛି ୧୫ ଲକ୍ଷ ଟଙ୍କା ଓ ଏକ କାର୍‌। ରନର-ଅପ୍ ଗୌରବ ସରୱନଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସୌମ୍ୟାଙ୍କ ଗୁରୁ ତଥା କୋରିଓଗ୍ରାଫର ବର୍ତ୍ତିକା ଝା’ଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ଟରେନ୍ସ ଲୁଇସ୍‌, ଗୀତା କପୁର ଓ ମଲାଇକା ଅରୋରା ଶୋ’ରେ ଜଜ୍‌ ଦାୟିତ୍ୱ ତୁଲାଇଥିଲେ। କିନ୍ତୁ ଗତକାଲି ଆୟୋଜିତ  ଗ୍ରାଣ୍ଡ ଫିନାଲେ ରାଉଣ୍ଡରେ ମଲାଇକା ଅନୁପସ୍ଥିତ ଥିଲେ। ଏମିତିକି ଅସୁସ୍ଥତା କାରଣରୁ ସୌମ୍ୟା ଓ ରନର-ଅପ୍ ଗୌରବ ମଧ୍ୟ ଗ୍ରାଣ୍ଡ ଫିନାଲେରେ ଉପସ୍ଥିତ ନଥିଲେ। ପୁରସ୍କାର ପ୍ରଦାନ ବେଳେ ସୌମ୍ୟା ଓ ଗୌରବ ଭିଡିଓ କଲ୍‌ ମାଧ୍ୟମରେ ଅନ୍ୟମାନଙ୍କ ସହିତ ଯୋଡ଼ି ହୋଇଥିଲେ। ସୌମ୍ୟାଙ୍କ ତରଫରୁ ତାଙ୍କ ବାପା ଓ ଗୁରୁ ବର୍ତ୍ତକା ଝା’ ନିଜ ବିଜୟୀ ଟ୍ରଫି ଗ୍ରହଣ କରିଥିଲେ।

[caption id="attachment_705362" align="aligncenter" width="650"]soumya-kamble ସୌମ୍ୟା କାମ୍ବଲେ।[/caption]

ସୌମ୍ୟା ଜଣେ ଡାକ୍ତର ହୁଅନ୍ତୁ ବୋଲି ତାଙ୍କ ବାପା ଚାହୁଁଥିଲେ। କିନ୍ତୁ ତାଙ୍କ ମା’ ଚାହୁଁଥିଲେ ସେ ଜଣେ ଡ୍ୟାନ୍ସର ହୁଅନ୍ତୁ। ଗତ ୫ ବର୍ଷ ହେଲା ସେ ଉଭୟ ବାପା ଓ ମା’ଙ୍କ ସ୍ୱପ୍ନ ଓ ଇଚ୍ଛାକୁ ପୂରଣ କରିବା ଦିଗରେ ଆଗେଇ ଚାଲିଛନ୍ତି। କିଛି ଦିନ ତଳେ ତାଙ୍କ ବାପା ଶୋ’ରେ ତାଙ୍କୁ ଦେଶର ବେଷ୍ଟ ଝିଅ ବୋଲି କହିଥିଲେ। କେବଳ ସେତିକି ନୁହେଁ, ନିଜ ବେଲି ଡ୍ୟାନ୍ସ ପାଇଁ ଗେଷ୍ଟଙ୍କ ପ୍ରଶଂସା ସାଉଣ୍ଟୁଥିବା ସୌମ୍ୟାଙ୍କୁ ଆଶା ଭୋସଲେ ‘ଛୋଟି ହେଲେନ’ ବୋଲି ମଧ୍ୟ କହିଥିଲେ। ଏହା ସହିତ ସେ ସୌମ୍ୟାଙ୍କୁ ଏକ ‘ନଟରାଜନ’ ଉପହାର କରିଥିଲେ।

ଶୋ’ ଜିତିବା ପରେ ଖୁବ୍‌ ଭାବବିହ୍ୱଳ ହୋଇଯାଇଥିଲେ ସୌମ୍ୟା। ଏହି ବିଜୟ ପାଇଁ ସେ ତାଙ୍କ ଗୁରୁ ତଥା କୋରିଓଗ୍ରାଫର ବର୍ତ୍ତିକାଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି। ଭବିଷ୍ୟତରେ ସେ ଯାହା ବି କଲେ ଡ୍ୟାନ୍ସ ତାଙ୍କ ଜୀବନର ଏକ ଅବିଚ୍ଛେଦ ଅଙ୍ଗ ହୋଇ ରହିବ ବୋଲି କହିଛନ୍ତି ସୌମ୍ୟା। ଏଥିସହ ଶୋ’ର ଜଜ୍‌ମାନଙ୍କ ଭଲ ପାଇବା ଓ ସପୋର୍ଟ ପାଇଁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସୌମ୍ୟା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story