ଘୁଞ୍ଚିଲା ‘ସରବନ୍‌’ର ରିଲିଜ ତାରିଖ

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଡକ୍ସନ୍‌ ହାଉସର ଫିଲ୍ମ ‘ସରବନ୍‌’ର ଘୁଞ୍ଚିଲା ରିଲିଜ ତାରିଖ। ଫିଲ୍ମ ରିଲିଜ ତାରିଖ ଘୁଞ୍ଚାଇବା ପଛର କାରଣ ହେଉଛି ଦେଶରେ ବିମୁଦ୍ରାକରଣର ସ୍ଥିତି। ୯ ଡିସେମ୍ବରରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ ୧୩ ଜାନୁଆରୀରେ ରିଲିଜ ହେବ। ଏହା ଏକ ପଞ୍ଜାବୀ ଫିଲ୍ମ। ଏହା ପୂର୍ବରୁ ପ୍ରିୟଙ୍କାଙ୍କ ପ୍ରଡକ୍ସନ ହାଉସ୍‌ରେ ମରାଠୀ ଫିଲ୍ମ ‘ଭେଣ୍ଟିଲେଟର’ର ନିର୍ମାଣ କରାଯାଇଥିଲା।

priyanka-chopra

Rakesh Mallick
  • Published: Wednesday, 30 November 2016
  • , Updated: 30 November 2016, 07:01 PM IST

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଡକ୍ସନ୍‌ ହାଉସର ଫିଲ୍ମ ‘ସରବନ୍‌’ର ଘୁଞ୍ଚିଲା ରିଲିଜ ତାରିଖ। ଫିଲ୍ମ ରିଲିଜ ତାରିଖ ଘୁଞ୍ଚାଇବା ପଛର କାରଣ ହେଉଛି ଦେଶରେ ବିମୁଦ୍ରାକରଣର ସ୍ଥିତି। ୯ ଡିସେମ୍ବରରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ ୧୩ ଜାନୁଆରୀରେ ରିଲିଜ ହେବ।

ଏହା ଏକ ପଞ୍ଜାବୀ ଫିଲ୍ମ। ଏହା ପୂର୍ବରୁ ପ୍ରିୟଙ୍କାଙ୍କ ପ୍ରଡକ୍ସନ ହାଉସ୍‌ରେ ମରାଠୀ ଫିଲ୍ମ ‘ଭେଣ୍ଟିଲେଟର’ର ନିର୍ମାଣ କରାଯାଇଥିଲା।

Related story