ସେପ୍ଟେମ୍ବର ୨୩ରେ ରିଲିଜ୍ ହେବ ସୋନାକ୍ଷୀଙ୍କ ଅପକମିଂ ଫିଲ୍ମ ‘ଅକିରା’

ମୁମ୍ବାଇ: ବଲିଉଡର ଚୁଲବୁଲି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କୁ ତାଙ୍କର ଅପ୍‌କମିଂ  ଥ୍ରୀଲର  ଫିଲ୍ମ “ଅକିରା’ରେ ଦେଖିବାକୁ ମିଳିବ।  ସେପ୍ଟେମ୍ବର ୨୩ରେ ଏହି  ଫିଲ୍ମ ରିଲିଜ୍  ହେବ।  ଚୁଲବୁଲି ଅଭିନେତ୍ରୀ ସୋନାକ୍ଷୀ  ଟ୍ୱିଟ୍ କରି ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି,‘ଗଜନୀ’ ଓ ‘ହୋଲି ଡେ’ ପରେ ଥ୍ରୀଲର ଫିଲ୍ମ ‘ଅକିରା’ ରିଲିଜ୍ ହେବାକୁ ଯାଉଛି। ସେଥିପାଇଁ ମୁଁ  ବହୁତ ଉତ୍ସାହିତ ଅଛି।” ଫିଲ୍ମ ‘ଅକିରା’ରେ ସୋନାକ୍ଷୀଙ୍କୁ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ […]

sonakshi-

Rakesh Mallick
  • Published: Wednesday, 27 April 2016
  • , Updated: 27 April 2016, 10:24 AM IST

ମୁମ୍ବାଇ: ବଲିଉଡର ଚୁଲବୁଲି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କୁ ତାଙ୍କର ଅପ୍‌କମିଂ  ଥ୍ରୀଲର  ଫିଲ୍ମ “ଅକିରା’ରେ ଦେଖିବାକୁ ମିଳିବ।  ସେପ୍ଟେମ୍ବର ୨୩ରେ ଏହି  ଫିଲ୍ମ ରିଲିଜ୍  ହେବ।  ଚୁଲବୁଲି ଅଭିନେତ୍ରୀ ସୋନାକ୍ଷୀ  ଟ୍ୱିଟ୍ କରି ଏହା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି,‘ଗଜନୀ’ ଓ ‘ହୋଲି ଡେ’ ପରେ ଥ୍ରୀଲର ଫିଲ୍ମ ‘ଅକିରା’ ରିଲିଜ୍ ହେବାକୁ ଯାଉଛି। ସେଥିପାଇଁ ମୁଁ  ବହୁତ ଉତ୍ସାହିତ ଅଛି।”

ଫିଲ୍ମ ‘ଅକିରା’ରେ ସୋନାକ୍ଷୀଙ୍କୁ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସୋନାକ୍ଷୀଙ୍କୁ ଏକାଧିକ ଫାଇଟିଙ୍ଗ୍  କରୁଥିବା ଦେଖିବାକୁ ମିଳିବ। ସୋନାକ୍ଷୀଙ୍କ ପିତା ଶତ୍ରୁଘ୍ନ  ସିହ୍ନା ମଧ୍ୟ ଏହି ଫିଲ୍ମରେ  ଅଭିନୟ କରୁଛନ୍ତି।

Related story