ପୁଅ ଅବରାମ ସହ ଇଡେନ୍‌ ଗାର୍ଡେନ୍‌ରେ ଦୌଡ଼ିଲେ ଶାହାରୁଖ

କୋଲକାତା: ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ ପରେ ଗତ ଶନିବାର କୋଲକାତାର ଇଡେନ୍‌ ଗାର୍ଡେନରେ ଦର୍ଶକମାନେ ଏକ ରୋଚକ ଦୃଶ୍ୟ ଦେଖିବାକୁ ପାଇଥିଲେ। ମ୍ୟାଚ୍‌ ଦେଖିବାକୁ ଆସିଥିବା ବଲିଉଡ୍ ଅଭିନେତା ତଥା କୋଲକାତା ନାଇଟ୍ ରାଇଡର୍ସର ମାଲିକ ଶାହାରୁଖ  ଖାନ୍‌ ଓ ତାଙ୍କ ସାନପୁଅ ଅବରାମ ହଠାତ୍ ଦୌଡ଼ିବାକୁ ଲାଗିଥିଲେ। ଦୌଡ଼ିବା ପାଇଁ ଶାହାରୁଖ ଅବରାମଙ୍କୁ କହିଥିଲେ। ଅବରାମଙ୍କ ଦୌଡ଼ ଦର୍ଶକଙ୍କୁ ବେଶ ମଜା ଲାଗିଥିଲା। ବାପପୁଅଙ୍କ ଦୌଡ଼ର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ସୌଜନ୍ୟ-ଆଜତକ୍‌ […]

msid-5

Rakesh Mallick
  • Published: Monday, 15 May 2017
  • , Updated: 15 May 2017, 11:41 AM IST

କୋଲକାତା: ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ ପରେ ଗତ ଶନିବାର କୋଲକାତାର ଇଡେନ୍‌ ଗାର୍ଡେନରେ ଦର୍ଶକମାନେ ଏକ ରୋଚକ ଦୃଶ୍ୟ ଦେଖିବାକୁ ପାଇଥିଲେ। ମ୍ୟାଚ୍‌ ଦେଖିବାକୁ ଆସିଥିବା ବଲିଉଡ୍ ଅଭିନେତା ତଥା କୋଲକାତା ନାଇଟ୍ ରାଇଡର୍ସର ମାଲିକ ଶାହାରୁଖ  ଖାନ୍‌ ଓ ତାଙ୍କ ସାନପୁଅ ଅବରାମ ହଠାତ୍ ଦୌଡ଼ିବାକୁ ଲାଗିଥିଲେ। ଦୌଡ଼ିବା ପାଇଁ ଶାହାରୁଖ ଅବରାମଙ୍କୁ କହିଥିଲେ। ଅବରାମଙ୍କ ଦୌଡ଼ ଦର୍ଶକଙ୍କୁ ବେଶ ମଜା ଲାଗିଥିଲା। ବାପପୁଅଙ୍କ ଦୌଡ଼ର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଇଥିଲା।

ସୌଜନ୍ୟ-ଆଜତକ୍‌

 

 

 

 

 

Related story