ସୋଶାଲ ମିଡିଆରୁ ସନ୍ୟାସ ନେଲେ ରାଜ କୁନ୍ଦ୍ରା

ମୁମ୍ବାଇ: ସୋଶାଲ ମିଡିଆରୁ ଦୂରେଇ ଯାଇଛନ୍ତି ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ଏପରିକି ସବୁବେଳେ ସୋଶାଲ ମିଡିଆରେ ଆକ୍ଟିଭ ରହୁଥିବା ରାଜ କୁନ୍ଦ୍ରା ଟ୍ୱିଟର ଓ ଇନଷ୍ଟାଗ୍ରାମ୍‌ରୁ ନିଜ ଆକାଉଣ୍ଟ ଡିଲିଟ୍‌ କରି ଦେଇଛନ୍ତି। ପନୋଗ୍ରାଫିକ ମାମଲାରେ ଜେଲ୍‌ରୁ ବାହାରକୁ ଆସିବା ପରଠୁ  ଲାଇମଲାଇଟ୍‌ଠୁ ବେଶ୍‌ ଦୂରତା ରକ୍ଷା କରୁଛନ୍ତି ରାଜ୍‌। ଏପରିକି ଶିଳ୍ପାଙ୍କ ସହ ବି ତାଙ୍କୁ ଆଉ ଦେଖିବାକୁ ମିଳୁନି। ସ୍ୱାମୀ ରାଜଙ୍କ ଗିରଫଦାରୀ ପରେ କିଛି ଦିନ ପାଇଁ ସୋଶାଲ […]

shilpa-&-raj

shilpa-&-raj

Niharika Rout
  • Published: Tuesday, 02 November 2021
  • Updated: 02 November 2021, 12:33 PM IST

Sports

Latest News

ମୁମ୍ବାଇ: ସୋଶାଲ ମିଡିଆରୁ ଦୂରେଇ ଯାଇଛନ୍ତି ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ଏପରିକି ସବୁବେଳେ ସୋଶାଲ ମିଡିଆରେ ଆକ୍ଟିଭ ରହୁଥିବା ରାଜ କୁନ୍ଦ୍ରା ଟ୍ୱିଟର ଓ ଇନଷ୍ଟାଗ୍ରାମ୍‌ରୁ ନିଜ ଆକାଉଣ୍ଟ ଡିଲିଟ୍‌ କରି ଦେଇଛନ୍ତି। ପନୋଗ୍ରାଫିକ ମାମଲାରେ ଜେଲ୍‌ରୁ ବାହାରକୁ ଆସିବା ପରଠୁ  ଲାଇମଲାଇଟ୍‌ଠୁ ବେଶ୍‌ ଦୂରତା ରକ୍ଷା କରୁଛନ୍ତି ରାଜ୍‌। ଏପରିକି ଶିଳ୍ପାଙ୍କ ସହ ବି ତାଙ୍କୁ ଆଉ ଦେଖିବାକୁ ମିଳୁନି।

ସ୍ୱାମୀ ରାଜଙ୍କ ଗିରଫଦାରୀ ପରେ କିଛି ଦିନ ପାଇଁ ସୋଶାଲ ମିଡିଆରୁ ଦୂରେଇ ଯାଇଥିବା ଶିଳ୍ପା କିନ୍ତୁ ଖୁବ୍‌ ଶୀଘ୍ର ଟ୍ରାକ୍‌କୁ ଫେରି ଆସିଥିଲେ। ଏପରିକି ସୋଶାଲ ମିଡିଆରେ ସେ ନିଜ ଯୋଗର ଭିଡିଓ ପୋଷ୍ଟ କରୁଥିବା ବେଳେ ସୁଟିଂ ସେଟ୍‌ର ଭିଡିଓ ବି ଛାଡ଼ୁଛନ୍ତି। ଏପରିକି ଫ୍ୟାନ୍ସଙ୍କୁ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ବି ଅପଡେଟ୍‌ କରୁଛନ୍ତି ଶିଳ୍ପା ।

ହେଲେ ଏହା ମଧ୍ୟରେ ରାଜ ନିଜ ଟ୍ୱିଟର ଓ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ ଡିଲିଟ କରି ଦେଇଥିବା ଜଣାଯାଇଛି। ଟ୍ୱିଟର ଓ ଇନଷ୍ଟାଗ୍ରାମ୍‌ରେ ତାଙ୍କ ଆକାଉଣ୍ଟ ସର୍ଚ୍ଚ କରିବାରୁ ତାହା ଆଉ ଦେଖିବାକୁ ମିଳୁନି। ଏପରିକି କିଛି ଦିନ ପୂର୍ବେ କରବାଚୌଥରେ ଶିଳ୍ପା ଏକ ଫଟୋ ପୋଷ୍ଟ କରିଥିବା ବେଳେ ସେଥିରେ ବି ରାଜଙ୍କୁ ଦେଖିବାକୁ ମିଳି ନ ଥିଲା। ପ୍ରତି ବର୍ଷ କରବାଚୌଥରେ ଶିଳ୍ପା ସ୍ୱାମୀଙ୍କ ସହ ଭିଡିଓ ପୋଷ୍ଟ କରୁଥିବା ବେଳେ ଚଳିତ ବର୍ଷ ରାଜଙ୍କ ବିନା କରବା ଚୌଥର ଫଟୋକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ସସ୍‌ପେନ୍ସ ଦେଖାଦେଇଛି।

ସୂଚନାଯୋଗ୍ୟ, ଅଶ୍ଳୀଳ ଭିଡିଓ ମାମଲାରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଜେଲ୍‌ରେ ଥିବା ବେଳେ  ସୋଶାଲ ମିଡିଆରେ ଶିଳ୍ପାଙ୍କୁ ଖୁବ୍‌ ଜୋରରେ ଟ୍ରୋଲ୍‌ କରାଯାଉଥିଲା। ଏଥିଯୋଗୁ ପ୍ରାୟ ମାସେ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଲାଇମ୍‌ଲାଇଟ୍‌ରୁ ଦୂରେଇ ରହିବା ପରେ  ଟ୍ରାକ୍‌କୁ ଫେରିଲେ ଶିଳ୍ପା । ଶିଳ୍ପା ଏବେ ନିଜ ପ୍ରୋଜେକ୍ଟସ୍‌କୁ ନେଇ ଖୁବ୍‌ ବିଜି ଅଛନ୍ତି।  ସେ ଅପଲୋଡ କରୁଥିବା ଭିଡିଓ  ଖୁବ୍‌ ଶୀଘ୍ର ଭାଇରାଲ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story