ରିଲିଜ୍ ହେଲା ‘ଶିବା ନଟ୍ଆଉଟ୍’ର ଅଡିଓ

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଦଶହରାରେ ରିଲିଜ୍ ହେବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ 'ଶିବା ନଟ୍ଆଉଟ୍'। ଏହା ପୂର୍ବରୁ ରିଲିଜ୍ ହୋଇଛି ଏହାର ଅଡିଓ। ଫିଲ୍ମର ନିଦ୍ଦେର୍ଶନା ଭାର ସମ୍ଭାଳିଛନ୍ତି ସୁଧାଂଶୁ ସାହୁ। ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ଆକ୍ଟର ଅରିନ୍ଦମ୍ ଏବଂ ଅଭିନେତ୍ରୀ ଅର୍ଚ୍ଚିତା।

ଭିନ୍ନଭିନ୍ନ ସ୍ୱାଦର ୫ଟି ଗୀତ ରହିଛି ଏହି ଫିଲ୍ମରେ। ପ୍ରତ୍ୟେକଟି ଗୀତକୁ ଖୁବ୍ ଧ୍ୟାନର ସହ ପ୍ରସ୍ତୁତ କରାଯାଇଛି। ପ୍ରେମାନନ୍ଦ ସଙ୍ଗୀତ ନିଦ୍ଦେର୍ଶନା ଦେଇଥିବା ବେଳେ ଏହାର ଲିରିକ୍ସ ଲେଖିଛନ୍ତି 'ଚାଲ୍ କରିବା ଠିଆପାଲା ଫେମ୍ ସୁବ୍ରତ ସ୍ୱାଇଁ ଏବଂ ବସନ୍ତରାଜ ସାମଲ। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଆଶୁତୋଷ, ଦୀପ୍ତିରେଖା, ସବିଶେଷ ଓ ଲୋପାମୁଦ୍ରା।

Ordigital Desk
• Published: Saturday, 23 September 2017
• Updated: 23 September 2017, 03:03 PM IST

Sports

Latest News

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଦଶହରାରେ ରିଲିଜ୍ ହେବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ 'ଶିବା ନଟ୍ଆଉଟ୍'। ଏହା ପୂର୍ବରୁ ରିଲିଜ୍ ହୋଇଛି ଏହାର ଅଡିଓ। ଫିଲ୍ମର ନିଦ୍ଦେର୍ଶନା ଭାର ସମ୍ଭାଳିଛନ୍ତି ସୁଧାଂଶୁ ସାହୁ। ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ଆକ୍ଟର ଅରିନ୍ଦମ୍ ଏବଂ ଅଭିନେତ୍ରୀ ଅର୍ଚ୍ଚିତା।

ଭିନ୍ନଭିନ୍ନ ସ୍ୱାଦର ୫ଟି ଗୀତ ରହିଛି ଏହି ଫିଲ୍ମରେ। ପ୍ରତ୍ୟେକଟି ଗୀତକୁ ଖୁବ୍ ଧ୍ୟାନର ସହ ପ୍ରସ୍ତୁତ କରାଯାଇଛି। ପ୍ରେମାନନ୍ଦ ସଙ୍ଗୀତ ନିଦ୍ଦେର୍ଶନା ଦେଇଥିବା ବେଳେ ଏହାର ଲିରିକ୍ସ ଲେଖିଛନ୍ତି 'ଚାଲ୍ କରିବା ଠିଆପାଲା ଫେମ୍ ସୁବ୍ରତ ସ୍ୱାଇଁ ଏବଂ ବସନ୍ତରାଜ ସାମଲ। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଆଶୁତୋଷ, ଦୀପ୍ତିରେଖା, ସବିଶେଷ ଓ ଲୋପାମୁଦ୍ରା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos