ବାପାଙ୍କ କବଳରୁ ମୁକୁଳିଲେ ବ୍ରିଟନୀ

ୱାଶିଂଟନ: ଫ୍ରି ହେଲେ ହଲିଉଡ଼ର ଖ୍ୟାତାନାମା ତଥା ପପୁଲାର ସିଙ୍ଗର ବ୍ରିଟନୀ ସ୍ପିଅର୍ସ। ନିଜ ବାପାଙ୍କ କବଳରୁ ମୁକ୍ତ ହେବା ପାଇଁ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିବା ବ୍ରିଟନୀଙ୍କୁ ମିଳିଛି ଆଶ୍ୱସ୍ତି। ଦୀର୍ଘ ଦିନର ଲଢ଼େଇ ପରେ ନିଜ କବଳରୁ ତତ୍‌କ୍ଷଣାତ ବ୍ରିଟନୀଙ୍କୁ ମୁକ୍ତ କରିବା ପାଇଁ କୋର୍ଟ ତାଙ୍କ ପିତା ଜେମି ସ୍ପିଅର୍ସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି ବ୍ରିଟନୀଙ୍କ ଫ୍ୟାନ୍ସ ତଥା ବଲିଉଡର ବହୁ ସେଲିବ୍ରେଟି। ଜେମିଙ୍କ ନିକଟରେ […]

briteny-sprears

briteny-sprears

Niharika Rout
  • Published: Thursday, 30 September 2021
  • Updated: 30 September 2021, 02:39 PM IST

Sports

Latest News

ୱାଶିଂଟନ: ଫ୍ରି ହେଲେ ହଲିଉଡ଼ର ଖ୍ୟାତାନାମା ତଥା ପପୁଲାର ସିଙ୍ଗର ବ୍ରିଟନୀ ସ୍ପିଅର୍ସ। ନିଜ ବାପାଙ୍କ କବଳରୁ ମୁକ୍ତ ହେବା ପାଇଁ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିବା ବ୍ରିଟନୀଙ୍କୁ ମିଳିଛି ଆଶ୍ୱସ୍ତି। ଦୀର୍ଘ ଦିନର ଲଢ଼େଇ ପରେ ନିଜ କବଳରୁ ତତ୍‌କ୍ଷଣାତ ବ୍ରିଟନୀଙ୍କୁ ମୁକ୍ତ କରିବା ପାଇଁ କୋର୍ଟ ତାଙ୍କ ପିତା ଜେମି ସ୍ପିଅର୍ସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି ବ୍ରିଟନୀଙ୍କ ଫ୍ୟାନ୍ସ ତଥା ବଲିଉଡର ବହୁ ସେଲିବ୍ରେଟି।

ଜେମିଙ୍କ ନିକଟରେ ୨୦୧୩ ମସିହାରୁ ଝିଅର ତତ୍ତ୍ୱାବଧାରକ ଦାୟିତ୍ୱ ଥିଲା। ହେଲେ ସେ ଏହାର ଦୁରୋପଯୋଗ କରୁଥିବା ଅଭିଯୋଗ ଆଣୁଥିଲେ ବ୍ରିଟନୀ । ଏପରିକି ତାଙ୍କ ଜୀବନକୁ ପିତା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରୁଥିବା ବେଳେ ତାଙ୍କ ଦ୍ୱାରା ଅର୍ଜିତ ଅର୍ଥକୁ ନିଜ କଷ୍ଟଡିରେ ରଖୁଥିଲେ। ଏପରିକି ବିନା ସୂଚନାରେ ତାଙ୍କୁ ବିଭିନ୍ନ ମେଡିସିନ ଦେଉଥିବା ବେଳେ ବିଭିନ୍ନ ସମୟରେ ରିହାସ ସେଣ୍ଟରକୁ ବି ପଠାଇ ଦେଉଥିଲେ। ଏପରିକି ନିଜ ଦୀର୍ଘ ଦିନର ବୟଫ୍ରେଣ୍ଡଙ୍କୁ ସେମ ଅସଗରୀଙ୍କୁ ବିବାହ କରି ନିଜ ସଂସାର ଗଢ଼ିବାକୁ ଚାହୁଁଥିଲେ ବି ତାଙ୍କ ବାପା ଏଥିରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ଆଣିଥିଲେ ଏହି ହଲିଉଡ ଗାୟିକା।  ନିଜ ପିତାଙ୍କ ମାତ୍ରାଧିକ ଦଖଲ ଅନ୍ଦାଜୀ ଯୋଗୁ ଅଣନିଶ୍ୱାସୀ ହୋଇ ପଡ଼ିଥିବା ବ୍ରିଟନୀ ଶେଷରେ ନିଜ ସ୍ୱାଧୀନତା ପାଇଁ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।

[caption id="attachment_680296" align="aligncenter" width="650"]britini-&-her-father ବ୍ରିଟନୀ ଓ ତାଙ୍କ ପିତା।[/caption]

ବ୍ରିଟନୀଙ୍କ ଓକିଲ ତାଙ୍କ ପିତା ଜେମିଙ୍କ ଉପରକୁ ଆଙ୍ଗୁଳି ଉଠାଇ ଖୁବ୍‌ ଶୀଘ୍ର ତାଙ୍କ ମହକିଲଙ୍କୁ ମୁକ୍ତ କରିବାକୁ ଦାବି ଉଠାଇଥିଲେ। ଏହା ତାଙ୍କ ମହକିଲଙ୍କ ଆବଶ୍ୟକତା ତଥା ଅଧିକାର । ବ୍ରିଟନୀଙ୍କ ସପକ୍ଷରେ ଫ୍ୟାନ୍ସମାନେ କୋର୍ଟ ବାହାରେ ରୁଣ୍ଡ ହୋଇଥିବା ବେଳେ ତାଙ୍କ ପିତାଙ୍କୁ ଜେଲ୍‌ ଭିତରକୁ ଠେଲିବାକୁ  ବି ଦାବି ଜଣାଇଥିଲେ।

କୋର୍ଟ ବ୍ରିଟନୀଙ୍କୁ ତାଙ୍କ ପିତାଙ୍କ କବଳରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ତାଙ୍କ ଦ୍ୱାରା ଅର୍ଜିତ ସମସ୍ତ ଅର୍ଥ ମଧ୍ୟ ଫେରାଇବାକୁ ସ୍ପଷ୍ଟ ଭାବେ ଜଣାଇଛନ୍ତି।  ବ୍ରିଟନୀଙ୍କୁ ମିଳିଥିବା ସ୍ୱାଧୀନତାରେ ତାଙ୍କ ପୁରୁଷ ବନ୍ଧୁ ଖୁବ୍‌ ଖୁସି ଜାହିର କରିଛନ୍ତି। ଏପରିକି ସୋଶାଲ ମିଡିଆରେ ପୋଷ୍ଟ କରି ‘ଫ୍ରି ବ୍ରିଟନୀ, ଶୁଭେଚ୍ଛା’ ବୋଲି ପୋଷ୍ଟ କରିଛନ୍ତି।

ବ୍ରିଟନୀଙ୍କ ଅସମୟରେ ବହୁ ବଲିଉଡ ସେଲିବ୍ରେଟି ବି ତାଙ୍କୁ ମାନସିକ ସ୍ତରରେ ସପୋର୍ଟ ଜଣାଇଥିଲେ। ମଲାଇକା ଅରୋରା, କରିନା କପୁର, ରିଆ ଚକ୍ରବର୍ତ୍ତୀଙ୍କ ପରି ଷ୍ଟାର ବ୍ରିଟନୀଙ୍କୁ ସ୍ୱାଧୀନତା ମିଳୁ ବୋଲି ସୋଶାଲ ମିଡିଆରେ ପୋଷ୍ଟ କରି ତାଙ୍କୁ ସପୋର୍ଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story