ୟୁଏଇ : ଯୌନ ନିର୍ଯାତନା ଅଭିଯୋଗରେ ମିକା ଗିରଫ

ଆବୁଧାବି: ବଲିଉଡ୍‌ର ଲୋକପ୍ରିୟ ଗାୟକ ମିକା ସିଂହଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆସିବା କାରଣରୁ ତାଙ୍କୁ ଦୁବାଇ ପୁଲିସ୍ ଗିରଫ କରିଥିବା ଜଣାଯାଇଛି। ରିପବ୍ଲିକ୍ ଟିଭି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଜଣେ ୧୭ ବର୍ଷୀୟ ବ୍ରାଜିଲୀୟ ନାବାଳିକାଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇ ଆବୁଧାବି ଜେଲ୍‌ରେ ରଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ତାଙ୍କୁ ଭୋର ୩ଟା ସମୟରେ ଗିରଫ କରାଯାଇଛି। ଦୁବାଇ ପୁଲିସ୍ ହେପାଜତରେ ସେ ଥିବା ଜଣାଯାଇଛି। ବ୍ରାଜିଲୀୟ ନାବାଳିକା କରିଥିବା […]

mika

mika

Subrat Kumar Nayak
  • Published: Friday, 07 December 2018
  • Updated: 08 December 2018, 10:49 AM IST

ଆବୁଧାବି: ବଲିଉଡ୍‌ର ଲୋକପ୍ରିୟ ଗାୟକ ମିକା ସିଂହଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆସିବା କାରଣରୁ ତାଙ୍କୁ ଦୁବାଇ ପୁଲିସ୍ ଗିରଫ କରିଥିବା ଜଣାଯାଇଛି। ରିପବ୍ଲିକ୍ ଟିଭି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଜଣେ ୧୭ ବର୍ଷୀୟ ବ୍ରାଜିଲୀୟ ନାବାଳିକାଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇ ଆବୁଧାବି ଜେଲ୍‌ରେ ରଖାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ତାଙ୍କୁ ଭୋର ୩ଟା ସମୟରେ ଗିରଫ କରାଯାଇଛି। ଦୁବାଇ ପୁଲିସ୍ ହେପାଜତରେ ସେ ଥିବା ଜଣାଯାଇଛି। ବ୍ରାଜିଲୀୟ ନାବାଳିକା କରିଥିବା ଅଭିଯୋଗ ଅନୁଯାୟୀ ମିକା ତାଙ୍କୁ ଆପତ୍ତିଜନକ ଫଟୋ ପଠାଉଥିଲେ।

ମିକା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଦୁବାଇ ଯାଇଥିଲେ ବୋଲି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ସେ ପୂର୍ବରୁ ସୂଚନା ଦେଇଥିଲେ । ପୁଲିସ୍ କହିଛି, ମିକାଙ୍କର କିଛି ବନ୍ଧୁ ତାଙ୍କ ମୁକ୍ତି ପାଇଁ ପ୍ରୟାସ କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶିମ୍ବା’ରେ ସେ ଗାଇଥିବା ‘ଆଙ୍ଖ ମାରେ’ ଗୀତଟି ଏହି ଦିନ ହିଁ ରିଲିଜ୍‌ ହୋଇଥିଲା।

ପୂର୍ବରୁ ସେ ରାକ୍ଷୀ ସାୱନ୍ତଙ୍କୁ ଲିପ୍‌କିସ୍‌ କରିବାର ପ୍ରୟାସ କରି ହଟହଟା ହୋଇଥିଲେ ଏବଂ ରାକ୍ଷୀ ତାଙ୍କ ନାମରେ ଅଭିଯୋଗ ଆଣିଥିଲେ। ଏହା ପରେ ସମାଧାନ ହୋଇସାରିଛି ଏବଂ ଉଭୟଙ୍କ ମଧ୍ୟରେ ବର୍ତ୍ତମାନ ସୁସମ୍ପର୍କ ରହିଛି।
https://www.instagram.com/p/Bq9ym1HAdY1/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story