ଡିପ୍ରେସନ୍‌ରେ ଅଛନ୍ତି ନେହା କକ୍କର

ମୁମ୍ବାଇ: ‘ଇଣ୍ଡିଆନ୍‌ ଆଇଡଲ୍‌ ୧୦’ର ପ୍ରତିଯୋଗୀ ବିଭୋର ପରାଶରଙ୍କ ସହିତ ବଲିଉଡ୍ ଗାୟିକା ନେହା କକ୍କରଙ୍କ ଆଫେୟାର ଚାଲିଛି ବୋଲି ଜୋରସୋର ଆଲୋଚନା ଚାଲିଥିବା ବେଳେ ଆଉ ଏକ ଖବର ଆସି ପହଞ୍ଚିଛି। ନେହା ଏବେ ଡିପ୍ରେସନ୍‌ରେ ଥିବା ଜଣାପଡ଼ିଛି। ସୋଶାଲ୍ ମିଡିଆରେ ସେ ନିଜେ କରିଥିବା ଏକ ପୋଷ୍ଟରୁ ହିଁ ଏହା ଜଣାପଡ଼ିଛି। ନେହା ସୋଶାଲ୍ ମିଡିଆରେ ଭାରି ଆକ୍ଟିଭ୍ ରହନ୍ତି ଓ ଫ୍ୟାନ୍‌ମାନଙ୍କୁ ସବୁ ଅପ୍‌ଡେଟ୍ ଦିଅନ୍ତି। ନିକଟରେ ସେ ଏକ ପୋଷ୍ଟ୍ କରି […]

kakkar1

kakkar1

Jitendra Garnayak
  • Published: Saturday, 10 August 2019
  • Updated: 07 October 2019, 11:27 AM IST

Sports

Latest News

ମୁମ୍ବାଇ: ‘ଇଣ୍ଡିଆନ୍‌ ଆଇଡଲ୍‌ ୧୦’ର ପ୍ରତିଯୋଗୀ ବିଭୋର ପରାଶରଙ୍କ ସହିତ ବଲିଉଡ୍ ଗାୟିକା ନେହା କକ୍କରଙ୍କ ଆଫେୟାର ଚାଲିଛି ବୋଲି ଜୋରସୋର ଆଲୋଚନା ଚାଲିଥିବା ବେଳେ ଆଉ ଏକ ଖବର ଆସି ପହଞ୍ଚିଛି। ନେହା ଏବେ ଡିପ୍ରେସନ୍‌ରେ ଥିବା ଜଣାପଡ଼ିଛି। ସୋଶାଲ୍ ମିଡିଆରେ ସେ ନିଜେ କରିଥିବା ଏକ ପୋଷ୍ଟରୁ ହିଁ ଏହା ଜଣାପଡ଼ିଛି।

ନେହା ସୋଶାଲ୍ ମିଡିଆରେ ଭାରି ଆକ୍ଟିଭ୍ ରହନ୍ତି ଓ ଫ୍ୟାନ୍‌ମାନଙ୍କୁ ସବୁ ଅପ୍‌ଡେଟ୍ ଦିଅନ୍ତି। ନିକଟରେ ସେ ଏକ ପୋଷ୍ଟ୍ କରି ଲେଖିଥିଲେ, “ଯେଉଁ ସମୟରେ ମୁଁ ଏହି ପୋଷ୍ଟ୍ ଲେଖୁଛି ସେତେବେଳେ ମୋ ସ୍ଥିତି ଠିକ୍ ନାହିଁ। ମୁଁ ଉଭୟ ମାନସିକ ଓ ଶାରରୀକ ଭାବେ ଅସୁସ୍ଥ ଅନୁଭବ କରୁଛି। ତଥାପି ମୋତେ କହିବାକୁ ପଡୁଛି। କ’ଣ ଆପଣମାନେ ଜାଣିଛନ୍ତି, ସେମାନେ ଟିକେ ବି ଭାବୁ ନାହାନ୍ତି ଯେ, ମୁଁ କାହାର ଝିଅ ଓ କାହାର ଭଉଣୀ ବୋଲି। ମୁଁ ଜୀବନରେ ବହୁତ ପରିଶ୍ରମ କରିଛି, ଯେପରି ମୋ ପରିବାର ଓ ଅନ୍ୟ ସମସ୍ତଙ୍କୁ, ଯେଉଁମାନେ କି ମୋ ପରିବାରର ସଦସ୍ୟ ନୁହନ୍ତି କିମ୍ବା ମୋ ବନ୍ଧୁ ନୁହନ୍ତି, ଗର୍ବ ଅନୁଭବ କରାଇ ପାରିବି।

vibbahକାହିଁକି ଲୋକମାନେ ମିଛ କଥା ପ୍ରଚାର କରୁଛନ୍ତି। ସେମାନେ କାହିଁକି ଭାବୁ ନାହାନ୍ତି ଯେ, ଏହା କାହାରି ଜୀବନ ଉପରେ ବି ପ୍ରଭାବ ପକାଇଥାଏ। ଜଣେ ସେଲେବ୍ରିଟି ବି ମଣିଷ। ଏତେ ନିର୍ଦ୍ଦୟ ହୁଅନ୍ତୁ ନାହିଁ। କାହାର ବ୍ୟକ୍ତିଗତ ଜୀବନ ଓ ଚରିତ୍ରକୁ ନେଇ କିଛି କୁହନ୍ତୁ ନାହିଁ। କାହାକୁ ବିଚାର କରନ୍ତୁ ନାହିଁ କି ସେମାନଙ୍କୁ ଲଜ୍ଜାଜନକ ସ୍ଥିତିରେ ପକାନ୍ତୁ ନାହିଁ।”

neha1ସେ ଆହୁରି ଲେଖିଥିଲେ, “କାହାକୁ ଏତେ ହଇରାଣ କରନ୍ତୁନି ଯେ ସେ ଡିପ୍ରେସନ୍‌କୁ ଚାଲିଯିବ। ଆପଣ ବି କାହାର ବାପା ବା ଭାଇ ହୋଇଥିଲେ। କେହି ଯଦି ଆପଣଙ୍କ ଝିଅ ଅବା ଭଉଣୀ ସହିତ ଏମିତି କରିବ? କାହାକୁ ଏତେ ଖରାପ ଅନୁଭବ କରିବାକୁ ଦିଅନ୍ତୁ ଯେ, ସେ ନିଜ ଜୀବନ ନେଇଯିବାକୁ ଚିନ୍ତା କରିବ। ଦୟାକରି ବନ୍ଦ କରନ୍ତୁ।”

ଏହି ପୋଷ୍ଟ୍ ପରେ ସେ ଆଉ ଦୁଇଟି ଲେଖା ପୋଷ୍ଟ୍ କରିଥିଲେ। ସେଥିରେ ସେ ଖୁବ୍‌ଶୀଘ୍ର ଠିକ୍ ହୋଇଯିବେ ବୋଲି ଲେଖିଥିଲେ। ସେ ଏହା ତାଙ୍କ ଶୁଭେଚ୍ଛୁଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ।
ବିଭୋରଙ୍କ ସହିତ ତାଙ୍କ ନାଁ ଯୋଡ଼ା ଯିବାକୁ ନେଇ ନେହା ଚିନ୍ତିତ ଅଛନ୍ତି ବୋଲି କୁହାଯାଉଛି। ଏହା ପୂର୍ବରୁ ବୟଫ୍ରେଣ୍ଡ୍ ହିମାଂଶ କୋହଲିଙ୍କ ସହିତ ତାଙ୍କର ବ୍ରେକ୍‌ଅପ୍‌ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story