ସୋସିଆଲ ମିଡିଆରେ ଅମିତାଭଙ୍କ ନାତୁଣୀ ନାଭ୍ୟାଙ୍କ ଭିଡିଓକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବିଗ ବିଙ୍କ ନାତୁଣୀ  ନାଭ୍ୟା ନଭେଲି ନନ୍ଦା ସ୍ନାତକ ଶେଷ କରିବା ପରେ ଏକ ପାର୍ଟି ଏନ୍‌ଜୟ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଆସିଛି। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ନାଭ୍ୟାଙ୍କ ହୋମ ପେଜରେ ପୋଷ୍ଟ କରାଯାଇଛି। ନାଭ୍ୟାଙ୍କର ଏହି ଭିଡିଓକୁ ନେଇ ଶୀଘ୍ର ତାଙ୍କର ବଲିଉଡ ଏଣ୍ଟ୍ରି ହେବା ନେଇ ଚର୍ଚ୍ଚା ଜୋର ଧରିଛି। ନାଭ୍ୟା ଏହି ଭିଡିଓରେ ଏକ ସର୍କିଟ ଡେଷ୍ଟିନେସନକୁ ହେଲିକପ୍ଟରରେ ଯାଉଥିବା ଦେଖିବାକୁ ମିଳିଛି। ସେ ଏହାକୁ ବହୁତ ଏନ୍‌ଜୟ କରୁଥିବା ଭିଡିଓରୁ […]

navya_

Rakesh Mallick
  • Published: Tuesday, 31 May 2016
  • , Updated: 31 May 2016, 12:05 PM IST

ମୁମ୍ବାଇ: ବିଗ ବିଙ୍କ ନାତୁଣୀ  ନାଭ୍ୟା ନଭେଲି ନନ୍ଦା ସ୍ନାତକ ଶେଷ କରିବା ପରେ ଏକ ପାର୍ଟି ଏନ୍‌ଜୟ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଆସିଛି। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ନାଭ୍ୟାଙ୍କ ହୋମ ପେଜରେ ପୋଷ୍ଟ କରାଯାଇଛି। ନାଭ୍ୟାଙ୍କର ଏହି ଭିଡିଓକୁ ନେଇ ଶୀଘ୍ର ତାଙ୍କର ବଲିଉଡ ଏଣ୍ଟ୍ରି ହେବା ନେଇ ଚର୍ଚ୍ଚା ଜୋର ଧରିଛି।

ନାଭ୍ୟା ଏହି ଭିଡିଓରେ ଏକ ସର୍କିଟ ଡେଷ୍ଟିନେସନକୁ ହେଲିକପ୍ଟରରେ ଯାଉଥିବା ଦେଖିବାକୁ ମିଳିଛି। ସେ ଏହାକୁ ବହୁତ ଏନ୍‌ଜୟ କରୁଥିବା ଭିଡିଓରୁ ଜଣାପଡିଛି।

ସ୍ନାତକ ସରିବା ପରେ ନାଭ୍ୟା ଏବେ ତାଙ୍କ ଫୁରସତ ସମୟର ଆନନ୍ଦ ଉଠାଉଛନ୍ତି।

ଅମିତାଭ ବଚ୍ଚନଙ୍କ ବଡ଼ ଝିଅ ସ୍ୱେତା ନନ୍ଦାଙ୍କ ଝିଅ ହେଉଛନ୍ତି ନାଭ୍ୟା।

Related story