ସୋନାଲିଙ୍କୁ କ୍ୟାନ୍‌ସର୍‌ ହେବାପରେ ହ୍ୱାଟ୍ସଆପ୍‌ରେ ବୁଲୁଛି ଏମିତି ଖବର: ଗରମ ଦିନରେ ପିନ୍ଧନ୍ତୁ ନାହିଁ ଏହି ରଙ୍ଗର ଅନ୍ତର୍ବସ୍ତ୍ର !

ମୁମ୍ବାଇ: ପୁଣି ସୋଶାଲ ମିଡିଆରେ ଘୂରି ବୁଲିଲା ମିଛ ଖବର। ପିଲାଚୋରି ଗୁଜବ ପରେ ଏବେ ଆଉଏକ ବିଭ୍ରାନ୍ତିକର ଖବର ହ୍ୱାଟସ୍‌ଆପ୍‌ରେ ଭାଇରାଲ୍‌ ହେଉଛି। ଯାହାକୁ ନେଇ ଲୋକେ ଭୟଭୀତ ହୋଇଥିବା ବେଳେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବଲିଉଡ୍‌ର ଚାର୍ମିଂ ଗାର୍ଲ ସୋନାଲି ବେନ୍ଦ୍ରେ ପ୍ରାଣଘାତୀ ‘ଗର୍ଭାଶୟ କ୍ୟାନ୍‌ସର’ ରୋଗରେ ପୀଡ଼ିତ ହୋଇ ଜୀବନମରଣ ସହ ସଂଘର୍ଷ କରୁଥିବା ବେଳେ, ଏବେ ତାଙ୍କରି ନାମକୁ ଯୋଡ଼ି ଏକ ବିଭ୍ରାନ୍ତିକର ମେସେଜ୍‌ ହ୍ୱାଟସ୍‌ଅପ୍‌ରେ ବୁଲୁଛି। […]

pdmn-1

pdmn-1

Rakesh Mallick
  • Published: Wednesday, 18 July 2018
  • Updated: 18 July 2018, 10:53 PM IST

Sports

Latest News

ମୁମ୍ବାଇ: ପୁଣି ସୋଶାଲ ମିଡିଆରେ ଘୂରି ବୁଲିଲା ମିଛ ଖବର। ପିଲାଚୋରି ଗୁଜବ ପରେ ଏବେ ଆଉଏକ ବିଭ୍ରାନ୍ତିକର ଖବର ହ୍ୱାଟସ୍‌ଆପ୍‌ରେ ଭାଇରାଲ୍‌ ହେଉଛି। ଯାହାକୁ ନେଇ ଲୋକେ ଭୟଭୀତ ହୋଇଥିବା ବେଳେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବଲିଉଡ୍‌ର ଚାର୍ମିଂ ଗାର୍ଲ ସୋନାଲି ବେନ୍ଦ୍ରେ ପ୍ରାଣଘାତୀ ‘ଗର୍ଭାଶୟ କ୍ୟାନ୍‌ସର’ ରୋଗରେ ପୀଡ଼ିତ ହୋଇ ଜୀବନମରଣ ସହ ସଂଘର୍ଷ କରୁଥିବା ବେଳେ, ଏବେ ତାଙ୍କରି ନାମକୁ ଯୋଡ଼ି ଏକ ବିଭ୍ରାନ୍ତିକର ମେସେଜ୍‌ ହ୍ୱାଟସ୍‌ଅପ୍‌ରେ ବୁଲୁଛି। ମେସେଜ୍‌ଟି ହେଉଛି- ଗରମ ଦିନରେ କଳା ରଙ୍ଗର ବ୍ରା (ବ୍ଲାକ ବ୍ରା) ପିନ୍ଧିଲେ ଗର୍ଭାଶୟ କ୍ୟାନ୍‌ସର ହେବାର ଆଶଙ୍କା ରହିଛି।

ତେବେ ମେସେଜ୍‌ଟିର ସତ୍ୟାସତ୍ୟ ନ ଜାଣି ଲୋକେ ଏହାକୁ ଭାଇରାଲ କରିବାରେ ଲାଗିଛନ୍ତି। ଟାଟା କ୍ୟାନସ୍‌ର ହସପିଟାଲ ନାମରେ ଏହି ମେସେଜ୍‌ଟି ଭାଇରାଲ ହେଉଛି। ଟାଟା କ୍ୟାନସ୍‌ର ହସପିଟାଲ ପକ୍ଷରୁ ଏହି ବାର୍ତ୍ତାଟି ଜାରି କରାଯାଇଥିବା ଉକ୍ତ ମେସେଜ୍‌ରେ ଉଲ୍ଲେଖ ରହିଛି। ବ୍ଲାକ୍ ବ୍ରା ପିନ୍ଧୁଥିବା ଅନେକ ମହିଳାଙ୍କର ଏହି କାରଣରୁ ମୃତ୍ୟୁ ଘଟୁଥିବା ଉକ୍ତ ମେସେଜ୍‌ରେ ସତର୍କ କରାଯାଇଛି। ସେହିପରି ମହିଳାମାନଙ୍କ ଉଦ୍ଦେଶ୍ୟରେ ଏହାର ପ୍ରତିକାର ବ୍ୟବସ୍ଥା ନେଇ ଆଉକିଛି ବାର୍ତ୍ତା ମଧ୍ୟ ରହିଛି।

ଯେମିତିକି, ପ୍ରତ୍ୟେକ ଦିନ ବ୍ରା ଧୋଇବା ଜରୁରୀ, ଗରମ ଦିନେ ବ୍ଲାକ୍ ବ୍ରା ପିନ୍ଧନ୍ତୁ ନାହିଁ, ଶୋଇବା ବେଳେ ବ୍ରା ପିନ୍ଧିବା ଅନୁଚିତ୍‌ ଇତ୍ୟାଦି। ଏମିତି ଅନେକ କଥା ଉଲ୍ଲେଖ ଥାଇ ମେସେଜ୍‌ଟିକୁ ଅନ୍ୟମାନଙ୍କୁ ପଠେଇବା ପାଇଁ ଅନୁରୋଧ ରହିଛି। ଏହି ବାର୍ତ୍ତା ଟାଟା କ୍ୟାନ୍‌ସର ହସପିଟାଲ ପକ୍ଷରୁ ଜାରି ହୋଇଥିବା ଉଲ୍ଲେଖ ରହିଛି। ତେବେ ଖବରଟି ସଂପର୍କରେ ଟାଟା କ୍ୟାନ୍‌ସର ହସପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ମଧ୍ୟ ରଖିଛନ୍ତି। କହିଛନ୍ତି- ସେମିତି କୌଣସି ମେସେଜ୍‌ ଆମ ହସପିଟାଲ ପକ୍ଷରୁ ଜାରି କରାଯାଇ ନାହିଁ। ଏହା ଏକ ଗୁଜବ। ଏଥିରେ ବିଶ୍ୱାସ ନକରିବା ପାଇଁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story