କପୁର୍‌ ଖାନ୍‌ଦାନ୍‌ରେ ବାଜିଲା ସାହାନାଇ, ଏମିତି ଦିଶିଲା ମାହୋଲ

ମୁମ୍ବାଇ: ବଲିଉଡ୍‌ ଡିଭା ତଥା ଫ୍ୟାସନ୍‌ ଆଇକନ୍‌ ସୋନମ୍‌ କପୁରଙ୍କର ଆଜି ବାହାଘର। ତାଙ୍କ ବାହାଘରକୁ ଦୀର୍ଘଦିନ ହେବ ତାଙ୍କ ଫ୍ୟାନ୍‌ମାନେ ଅପେକ୍ଷା କରି ବସିଥିଲେ। କିନ୍ତୁ ଜାଣିଛନ୍ତି ଦର୍ଶକେ ତାଙ୍କ ବାହାଘରକୁ ନେଇ ଯେତିକି ଉତ୍ସାହିତ ନ ଥିଲେ ତାଠାରୁ ଅଧିକ ତାଙ୍କ ଲୁକ୍‌ ଓ କଷ୍ଟ୍ୟୁମ୍‌କୁ ନେଇ ଉତ୍ସାହିତ ଥିଲେ। କାହିଁକି ନା ସୋନମ୍‌ ସବୁ ସମୟରେ ଭିନ୍ନ ଲୁକ୍‌ରେ ଓ ଷ୍ଟାଇଲିସ୍‌  ଡିଜାଇନର ଡ୍ରେସ୍‌ରେ ନଜର ଆସନ୍ତି। ସେଥିପାଇଁ ସମସ୍ତଙ୍କ ମନରେ ପ୍ରାୟ […]

sona 12

Rakesh Mallick
  • Published: Tuesday, 08 May 2018
  • , Updated: 08 May 2018, 05:20 PM IST

ମୁମ୍ବାଇ: ବଲିଉଡ୍‌ ଡିଭା ତଥା ଫ୍ୟାସନ୍‌ ଆଇକନ୍‌ ସୋନମ୍‌ କପୁରଙ୍କର ଆଜି ବାହାଘର। ତାଙ୍କ ବାହାଘରକୁ ଦୀର୍ଘଦିନ ହେବ ତାଙ୍କ ଫ୍ୟାନ୍‌ମାନେ ଅପେକ୍ଷା କରି ବସିଥିଲେ। କିନ୍ତୁ ଜାଣିଛନ୍ତି ଦର୍ଶକେ ତାଙ୍କ ବାହାଘରକୁ ନେଇ ଯେତିକି ଉତ୍ସାହିତ ନ ଥିଲେ ତାଠାରୁ ଅଧିକ ତାଙ୍କ ଲୁକ୍‌ ଓ କଷ୍ଟ୍ୟୁମ୍‌କୁ ନେଇ ଉତ୍ସାହିତ ଥିଲେ। କାହିଁକି ନା ସୋନମ୍‌ ସବୁ ସମୟରେ ଭିନ୍ନ ଲୁକ୍‌ରେ ଓ ଷ୍ଟାଇଲିସ୍‌  ଡିଜାଇନର ଡ୍ରେସ୍‌ରେ ନଜର ଆସନ୍ତି। ସେଥିପାଇଁ ସମସ୍ତଙ୍କ ମନରେ ପ୍ରାୟ ଏହି ଗୋଟିଏ ପ୍ରଶ୍ନ ଆସୁଥିଲା ସୋନମ୍‌ ନିଜ ବାହାଘରର ଓ ବାହାଘର ଅନ୍ୟ ଫଙ୍କସନ୍‌ରେ କେଉଁ ଡ୍ରେସ୍‌ ପିନ୍ଧିବେ? କେମିତି ଦିଶିବେ? ଶେଷରେ ସୋନମ୍‌ଙ୍କ ଫ୍ୟାନ୍‌ମାନଙ୍କର ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବୋହୂ ବେଶରେ ସଜେଇ ହୋଇଛନ୍ତି ସୋନମ୍‌। ତା’ହେଲେ ଚାଲନ୍ତୁ ଦେଖିବା ସୋନମ୍‌ଙ୍କ ବାହାଘରର କିଛି ଫଟୋ।

 

Related story