ଇନ୍‌ଷ୍ଟାଗ୍ରାମ୍‌ରୁ ସ୍ୱାମୀଙ୍କ ନାମ ହଟାଇଦେଲେ ସୋନମ୍‌ କପୁର୍ !

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ୍‌ କପୁର୍‌ ମେ ୨୦୧୮ରେ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ। ବିବାହ ପରେ ସୋନମ୍‌ ସୋଶାଲ ମିଡିଆରେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ନିଜ ନାମ ସହିତ ସ୍ୱାମୀଙ୍କର ନାମକୁ ଯୋଡ଼ିଥିଲେ। ଭାରତୀୟ ସଂସ୍କୃତି ଅନୁସାରେ ବିବାହ ପରେ ସ୍ୱାମୀଙ୍କ ସର୍‌ନେମ୍‌କୁ ନିଜ ନାମ ସହିତ ଯୋଡ଼ିବାର ପ୍ରଥା ରହିଛି। ତେଣୁ ସୋନମ୍‌ ତାଙ୍କ ନାମ ଇନଷ୍ଟାଗ୍ରାମରେ ସୋନମ୍‌ କପୁର୍‌ ଆହୁଜା ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୋନମ୍‌ ଇନ୍‌ଷ୍ଟାଗ୍ରାମରେ ନା କେବଳ ଟାଇଟେଲ୍‌କୁ ବଦଳାଇଛନ୍ତି […]

sonam

sonam

Puspanjali Panda
  • Published: Saturday, 16 February 2019
  • Updated: 16 February 2019, 04:57 PM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ୍‌ କପୁର୍‌ ମେ ୨୦୧୮ରେ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ। ବିବାହ ପରେ ସୋନମ୍‌ ସୋଶାଲ ମିଡିଆରେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ନିଜ ନାମ ସହିତ ସ୍ୱାମୀଙ୍କର ନାମକୁ ଯୋଡ଼ିଥିଲେ।

ଭାରତୀୟ ସଂସ୍କୃତି ଅନୁସାରେ ବିବାହ ପରେ ସ୍ୱାମୀଙ୍କ ସର୍‌ନେମ୍‌କୁ ନିଜ ନାମ ସହିତ ଯୋଡ଼ିବାର ପ୍ରଥା ରହିଛି। ତେଣୁ ସୋନମ୍‌ ତାଙ୍କ ନାମ ଇନଷ୍ଟାଗ୍ରାମରେ ସୋନମ୍‌ କପୁର୍‌ ଆହୁଜା ଦେଇଥିଲେ।

କିନ୍ତୁ ବର୍ତ୍ତମାନ ସୋନମ୍‌ ଇନ୍‌ଷ୍ଟାଗ୍ରାମରେ ନା କେବଳ ଟାଇଟେଲ୍‌କୁ ବଦଳାଇଛନ୍ତି ତାହା ନୁହେଁ, ସେ ତାଙ୍କ ନାମକୁ ମଧ୍ୟ ବଦଳାଇ ଦେଇଛନ୍ତି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ଏହାର କାରଣ ମଧ୍ୟ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ସୋନମ୍‌ ତାଙ୍କର ନାମ ସୋନମ୍‌ କପୁର୍‌ ଆହୁଜାକୁ ପରିବର୍ତ୍ତନ କରି ‘ଜୋୟା ସିଂହ ସୋଲଙ୍କି’ ରଖିଛନ୍ତି।

ଆପଣ ଭାବୁଥିବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବୋଧହୁଏ ଫାଟ ସୃଷ୍ଟି ହୋଇଛି। ସେଇଥିପାଇଁ ତାଙ୍କ ନାଁକୁ ସେ ବଦଳାଇ ଦେଇଛନ୍ତି। କିନ୍ତୁ ଜାଣିଛନ୍ତି, ସେମିତି କିଛି ବି ହୋଇନି।

ସୋନମ୍‌ ବର୍ତ୍ତମାନ ତାଙ୍କର ନୂଆ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ ପାଇଁ ହିଁ ସୋନମ୍ ତାଙ୍କ ନାମକୁ ବଦଳାଇ ଦେଇଛନ୍ତି।  କାରଣ ଫିଲ୍ମରେ ତାଙ୍କର ନାମ ‘ଜୋୟା ସିଂହ ସୋଲଙ୍କି’ ରହିଛି।

ଏହି ଫିଲ୍ମରେ ରହିଛନ୍ତି, ଦଲବୀର୍‌ ସଲମାନ୍‌ ଏବଂ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି, ଅଭିଷେକ ଶର୍ମା।

ଦ’ ଜୋୟା ଫ୍ୟାକ୍ଟରର କାହାଣୀ ଅନୁଜା ଚୌହାନଙ୍କ ବହିକୁ ନେଇ ଆଧାରିତ ହୋଇଛି। ଫିଲ୍ମର କାହାଣୀ ଜଣେ ରାଜପୁତ ଝିଅକୁ ନେଇ ଲେଖା ଯାଇଛି, ଯାହାଙ୍କ ନାମ ଜୋୟା। ଯିଏ ଏକ ବିଜ୍ଞାପନ ଏଜେନ୍ସିରେ କାମ କରନ୍ତି।

ନିକଟରେ ସୋନମ୍‌ଙ୍କର ଫିଲ୍ମ ‘ଏକ ଲଡ୍‌କି କୋ ଦେଖା ତୋ ଐଶା ଲଗା’ ରିଲିଜ୍‌ ହୋଇଥିଲେ। ଯେଉଁଥିରେ ସେ ବାପା ଅନିଲ୍‌ କପୁର୍‌ଙ୍କ ସହିତ ଅଭିନୟ କରିଥିଲେ। କିନ୍ତୁ ବାପା-ଝିଅଙ୍କର ଯୋଡ଼ି ବକ୍ସ ଅଫିସରେ ଏତେଟା ସଫଳତା ଆଣି ପାରି ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story