ବାପାଙ୍କ ଫିଲ୍ମ ଦେଖି ଡରି ଯାଉଥିଲେ ସୋନମ୍

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନମ୍ କପୁର ଏବେ ତାଙ୍କ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର୍’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ଆଉ ଚାରି ଦିନ ପରେ ଅର୍ଥାତ୍ ୨୦ ତାରିଖରେ ରିଲିଜ୍ ହେବ। ଜୋୟା ସୋଲାଙ୍କିଙ୍କ ଲିଖିତ ଉପନ୍ୟାସ ‘ଦ ଜୋୟା ଫ୍ୟାକ୍ଟର୍’ ଉପରେ ଫିଲ୍ମଟି ଆଧାରିତ ହୋଇଛି। ଏହି ଫିଲ୍ମରେ ସୋନମ୍‌ଙ୍କ ସହିତ ସାଉଥ୍‌ ସୁପର୍‌ଷ୍ଟାର୍ ଦୁଲ୍‌କର୍‌ ସଲ୍‌ମାନ୍‌ ଅଭିନୟ କରିଛନ୍ତି। ଏବେ ଏ ଦୁହେଁ ଫିଲ୍ମଟିର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ସେଥିପାଇଁ ଉଭୟେ ବିଭିନ୍ନ […]

sonam

sonam

Jitendra Garnayak
  • Published: Monday, 16 September 2019
  • Updated: 16 September 2019, 09:19 AM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନମ୍ କପୁର ଏବେ ତାଙ୍କ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର୍’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ଆଉ ଚାରି ଦିନ ପରେ ଅର୍ଥାତ୍ ୨୦ ତାରିଖରେ ରିଲିଜ୍ ହେବ। ଜୋୟା ସୋଲାଙ୍କିଙ୍କ ଲିଖିତ ଉପନ୍ୟାସ ‘ଦ ଜୋୟା ଫ୍ୟାକ୍ଟର୍’ ଉପରେ ଫିଲ୍ମଟି ଆଧାରିତ ହୋଇଛି।

ଏହି ଫିଲ୍ମରେ ସୋନମ୍‌ଙ୍କ ସହିତ ସାଉଥ୍‌ ସୁପର୍‌ଷ୍ଟାର୍ ଦୁଲ୍‌କର୍‌ ସଲ୍‌ମାନ୍‌ ଅଭିନୟ କରିଛନ୍ତି। ଏବେ ଏ ଦୁହେଁ ଫିଲ୍ମଟିର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ସେଥିପାଇଁ ଉଭୟେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଆଉ ଏହି କ୍ରମରେ ସେମାନେ କପିଲ୍ ଶର୍ମାଙ୍କ ଶୋ’କୁ ବି ଆସିଥିଲେ। ଏହି ଶୋ’ରେ ହିଁ ସୋନମ୍ କହିଥିଲେ ଯେ ସେ ଛୋଟ ବେଳେ ତାଙ୍କ ବାପା ଅନୀଲ କପୁରଙ୍କ ଫିଲ୍ମ ଦେଖି ଡରି ଯାଉଥିଲେ ଓ ବହୁତ କାନ୍ଦୁଥିଲେ।

ସୋନମ୍‌ କହିଥିଲେ ଯେ ସେ ଯେତେବେଳେ ଛୋଟ ଥିଲେ ତାଙ୍କ ବାପା ତାଙ୍କୁ ଶୁଟିଂ ସେଟ୍‌କୁ ନେଉ ନଥିଲେ। ତେଣୁ ଫିଲ୍ମ କେମିତି ଶୁଟିଂ ହୁଏ, ସେ ନେଇ ତାଙ୍କର କୌଣସି ଧାରଣା ନଥିଲା। ତେଣୁ ଯେତେବେଳେ ଫିଲ୍ମରେ ତାଙ୍କ ବାପା ମାଡ଼ ଖାଉଥିଲେ, ସେ ଡରି ଯାଉଥିଲେ ଓ କାନ୍ଦୁଥିଲେ। କାନ୍ଦି କାନ୍ଦି ତାଙ୍କ ବାପାଙ୍କୁ କାହିଁକି ପିଟୁଛନ୍ତି ବୋଲି କହୁଥିଲେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରୀ ମାସରେ ସୋନମ୍‌ଙ୍କ ଫିଲ୍ମ ‘ଏକ୍ ଲଡ୍‌କୀ କୋ ଦେଖା ତୋ ଐସା ଲଗା’ ରିଲିଜ୍ ହୋଇଥିଲା। ଏଥିରେ ଅନୀଲ କପୁର ତାଙ୍କ ବାପାଙ୍କ ଭୂମିକାରେ ଅଭିନୟ କରିଥିଲେ। ଅନୀଲ ଓ ସୋନମ୍‌ଙ୍କ ସହିତ ଏ ଫିଲ୍ମରେ ରାଜକୁମାର ରାଓ ମଧ୍ୟ ଥିଲେ। ତେବେ ଫିଲ୍ମଟି ସେମିତି କିଛି ଖାସ୍ କରିପାରିଲାନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story