୧୩ ବର୍ଷରେ ମାଆ ହୋଇଥିଲେ ଶ୍ରୀଦେବୀ

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ଶ୍ରୀଦେବୀ। ମାତ୍ର ୧୩ ବର୍ଷ ବୟସରେ ମାଆ ହୋଇଥିଲେ। ଆଶ୍ଚିର୍ଯ୍ୟ ଲାଗୁଥିବ ଏହା ଶୁଣି। ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ରିୟଲ ଲାଇଫ ନୁହେଁ ରିଲ୍‌ ଲାଇଫ୍‌ରେ ଶ୍ରୀଦେବୀ ଏତେ କମ ବୟସରେ ମାଆ ହେବାର ସୁଯୋଗ ପାଇଥିଲେ। ତାମିଲ ଫିଲ୍ମ ‘ମନ୍ଦୁର ମୁଦିଚୁ’ରେ ଶ୍ରୀଦେବୀ ମାଆ ଭୁମିକାରେ ନଜରକୁ ଆସିଥିଲେ। ସବୁଠାରୁ ବଡ଼ କଥା ହେଲା ସେ ସମୟର ସୁପରଷ୍ଟାର ରଜନୀକାନ୍ତ ତାଙ୍କ ପୁଅ ହୋଇଥିଲେ। ଫିଲ୍ମଟି ଯେତେବେଳେ ରିଲିଜ […]

sridevi

sridevi

Rakesh Mallick
  • Published: Tuesday, 28 March 2017
  • Updated: 28 March 2017, 11:46 AM IST

Sports

Latest News

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ଶ୍ରୀଦେବୀ। ମାତ୍ର ୧୩ ବର୍ଷ ବୟସରେ ମାଆ ହୋଇଥିଲେ। ଆଶ୍ଚିର୍ଯ୍ୟ ଲାଗୁଥିବ ଏହା ଶୁଣି। ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ରିୟଲ ଲାଇଫ ନୁହେଁ ରିଲ୍‌ ଲାଇଫ୍‌ରେ ଶ୍ରୀଦେବୀ ଏତେ କମ ବୟସରେ ମାଆ ହେବାର ସୁଯୋଗ ପାଇଥିଲେ।

ତାମିଲ ଫିଲ୍ମ ‘ମନ୍ଦୁର ମୁଦିଚୁ’ରେ ଶ୍ରୀଦେବୀ ମାଆ ଭୁମିକାରେ ନଜରକୁ ଆସିଥିଲେ। ସବୁଠାରୁ ବଡ଼ କଥା ହେଲା ସେ ସମୟର ସୁପରଷ୍ଟାର ରଜନୀକାନ୍ତ ତାଙ୍କ ପୁଅ ହୋଇଥିଲେ। ଫିଲ୍ମଟି ଯେତେବେଳେ ରିଲିଜ ହୋଇଥିଲା। ଲୋକେ ରଜନୀକାନ୍ତଙ୍କ ବଦଳରେ ଶ୍ରୀଦେବୀଙ୍କ କାମକୁ ତାରିଫ କରିବା ଆରମ୍ଭ କରିଦେଇଥିଲେ।

ମାତ୍ର ୪ ବର୍ଷ ବୟସରୁ ସିନେମା ଜଗତରେ ପାଦ ଥାପିଥିବା ଶ୍ରୀଦେବୀ ଦର୍ଶକଙ୍କୁ ବହୁ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ଏପରିକି ଏକଦା ତାଙ୍କୁ ଲେଡି ଅମିତାଭ ବଚ୍ଚନ ବୋଲି ମଧ୍ୟ କୁହାଯାଉଥିଲା।

୧୯୭୬ରୁ ୧୯୮୨ ମଧ୍ୟରେ ଶ୍ରୀଦେବୀଙ୍କ ଅଧିକାଂଶ ତାମିଲ ଓ ତେଲଗୁ ଫିଲ୍ମର ହିରୋ ରଜନୀକାନ୍ତ ଓ କମଲ ହାସନ ଥିଲେ। ବଲିଉଡର ସେ ଏକମାତ୍ର ଅଭିନେତ୍ରୀ ଥିଲେ ଯେ ଚ୍ୟାଲେଞ୍ଜ ଭରା ରୋଲ୍‌ କରିବାକୁ ଭଲ ପାଉଥିଲେ।

ବିବାହର ୧୫ ବର୍ଷ ପରେ ଶ୍ରୀଦେବୀ ଗୌରୀ ସିନ୍ଦେଙ୍କ ଫିଲ୍ମ ‘ଇଂଲିଶ ବିଂଲିଶ’ ଜରିଆରେ ବଡ଼ ପରଦାକୁ ଧମାକାଦାର କମ୍‌ବ୍ୟାକ୍‌ କରିଥିଲେ। ଏଥିରେ ସେ ଜଣେ ପତ୍ନୀ ଓ ମାଆ ଭୁମିକାରେ ନଜରକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story