ଏମିତି ରେକର୍ଡିଂ ହୋଇଥିଲା ‘ଶିବା ନଟ୍ ଆଉଟ୍’ର ‘ସୁକ୍ରିୟା ସୁକ୍ରିୟା’ ଗୀତ

ଭୁବନେଶ୍ୱର (ଓଡିଶା ରିପୋର୍ଟର): ପୂଜା ବଜାରକୁ ଆସିବାକୁ ଯାଉଛି ରତ୍ନା ଫିଲ୍ମସ୍ ର 'ଶିବା ନଟ୍ ଆଉଟ୍'।  ଏହି ଚଳଚ୍ଚିତ୍ରର ନିଦ୍ଦେର୍ଶନା ଭାର ସମ୍ଭାଳିଛନ୍ତି ସୁଧାଂଶୁ ସାହୁ। ଏଥିରେ ପ୍ରଥମଥର ପାଇଁ ପ୍ରଯୋଜନା କରିବାକୁ ଯାଉଛନ୍ତି ଅରିନ୍ଦମ। ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ଅରିନ୍ଦମ ଓ ଅର୍ଚ୍ଚିତା। ପିଲ୍ମଟି ଦଶହରାରେ ରିଲିଜ ହେବାକୁ ଯାଉଛି। ଏବେ ଏହି ଫିଲ୍ମର ଚାଲିଛି ଅଡିଓ ମେକିଂ।

ନିକଟରେ ଫିଲ୍ମଟିର ଏକ ଗୀତ 'ସୁକ୍ରିୟା...'ର ମେକିଂ ହୋଇଛି। ଏହି ଗୀତର ମ୍ୟୁଜିକ ତିଆରି କରିଛନ୍ତି ପ୍ରେମ ଆନନ୍ଦ। ଗୀତଟିକୁ ଗାଇଛନ୍ତି ସବିଶେଷ ଓ ଦୀପ୍ତିରେଖା। ଗୀତଟିକୁ ଲେଖିଛନ୍ତି ସୁବ୍ରତ ସ୍ୱାଇଁ। ଏହାର ମେକିଂ ଭିଡିଓରେ ପ୍ରଥମେ ଗାୟିକା ଦୀପ୍ତିରେଖା ଏହି ଗୀତ ଗାଇବାରୁ ଅନୁଭୂତି ସଂପର୍କରେ ସଂକ୍ଷେପରେ କହିଛନ୍ତି। ତା ପରେ ମ୍ୟୁଜିକ୍ ଡିରେକ୍ଟର ପ୍ରେମାନନ୍ଦ ମଧ୍ୟ ଗୀତ ସଂପର୍କରେ ଅଳ୍ପ କହିଛନ୍ତି।

Ordigital Desk
• Published: Tuesday, 19 September 2017
• Updated: 19 September 2017, 03:40 PM IST

Sports

Latest News

ଭୁବନେଶ୍ୱର (ଓଡିଶା ରିପୋର୍ଟର): ପୂଜା ବଜାରକୁ ଆସିବାକୁ ଯାଉଛି ରତ୍ନା ଫିଲ୍ମସ୍ ର 'ଶିବା ନଟ୍ ଆଉଟ୍'।  ଏହି ଚଳଚ୍ଚିତ୍ରର ନିଦ୍ଦେର୍ଶନା ଭାର ସମ୍ଭାଳିଛନ୍ତି ସୁଧାଂଶୁ ସାହୁ। ଏଥିରେ ପ୍ରଥମଥର ପାଇଁ ପ୍ରଯୋଜନା କରିବାକୁ ଯାଉଛନ୍ତି ଅରିନ୍ଦମ। ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ଅରିନ୍ଦମ ଓ ଅର୍ଚ୍ଚିତା। ପିଲ୍ମଟି ଦଶହରାରେ ରିଲିଜ ହେବାକୁ ଯାଉଛି। ଏବେ ଏହି ଫିଲ୍ମର ଚାଲିଛି ଅଡିଓ ମେକିଂ।

ନିକଟରେ ଫିଲ୍ମଟିର ଏକ ଗୀତ 'ସୁକ୍ରିୟା...'ର ମେକିଂ ହୋଇଛି। ଏହି ଗୀତର ମ୍ୟୁଜିକ ତିଆରି କରିଛନ୍ତି ପ୍ରେମ ଆନନ୍ଦ। ଗୀତଟିକୁ ଗାଇଛନ୍ତି ସବିଶେଷ ଓ ଦୀପ୍ତିରେଖା। ଗୀତଟିକୁ ଲେଖିଛନ୍ତି ସୁବ୍ରତ ସ୍ୱାଇଁ। ଏହାର ମେକିଂ ଭିଡିଓରେ ପ୍ରଥମେ ଗାୟିକା ଦୀପ୍ତିରେଖା ଏହି ଗୀତ ଗାଇବାରୁ ଅନୁଭୂତି ସଂପର୍କରେ ସଂକ୍ଷେପରେ କହିଛନ୍ତି। ତା ପରେ ମ୍ୟୁଜିକ୍ ଡିରେକ୍ଟର ପ୍ରେମାନନ୍ଦ ମଧ୍ୟ ଗୀତ ସଂପର୍କରେ ଅଳ୍ପ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos