ରିଲିଜ୍ ହେଲା ‘ସୁଲତାନ’ର ଟିଜର୍

ମୁମ୍ୱାଇ: ରିଲିଜ୍‌ ହୋଇଛି ସଲମାନ୍‌ ଖାଁ ଷ୍ଟାରର୍‌ ବହୁ ପ୍ରତୀକ୍ଷିତ ଫିଲ୍ମ‘ସୁଲତାନ’ର ଟିଜର୍ । ଏହି ଫିଲ୍ମର  ଟିଜର୍‌କୁ ସ୍ପେଶାଲ୍  ଲୁକ୍‌ ଓ ମ୍ୟୁଜିକ୍‌ରେ ସଜା ଯାଇଛି। ସଲୁ ମିଆଁଙ୍କ ୱେଲ୍ ଟୋନ୍‌ଡ୍‌ ବଡ଼ି ଓ ରେସ୍‌ଲିଂ ଟେକନିକ୍‌ର ଝଲକ୍ ଏଥିରେ ଦେଖିବାକୁ ମିଳୁଛି । ଏହି ଫିଲ୍ମ ପାଇଁ ସଲମାନ୍ ଖୁବ୍‌ କସରତ ଓ କୁସ୍ତି ଅଭ୍ୟାସ କରିଥିବା ଶୁଣିବାକୁ ମିଳୁଥିଲା। ତେବେ ଏହି ଫିଲ୍ମରେ  ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଅଲି ଆବାସ୍‌ […]

sultan-teaser

Rakesh Mallick
  • Published: Tuesday, 12 April 2016
  • , Updated: 12 April 2016, 10:12 AM IST

[embed]https://www.youtube.com/watch?v=vU6A1jpe5k8[/embed]

ମୁମ୍ୱାଇ: ରିଲିଜ୍‌ ହୋଇଛି ସଲମାନ୍‌ ଖାଁ ଷ୍ଟାରର୍‌ ବହୁ ପ୍ରତୀକ୍ଷିତ ଫିଲ୍ମ‘ସୁଲତାନ’ର ଟିଜର୍ । ଏହି ଫିଲ୍ମର  ଟିଜର୍‌କୁ ସ୍ପେଶାଲ୍  ଲୁକ୍‌ ଓ ମ୍ୟୁଜିକ୍‌ରେ ସଜା ଯାଇଛି। ସଲୁ ମିଆଁଙ୍କ ୱେଲ୍ ଟୋନ୍‌ଡ୍‌ ବଡ଼ି ଓ ରେସ୍‌ଲିଂ ଟେକନିକ୍‌ର ଝଲକ୍ ଏଥିରେ ଦେଖିବାକୁ ମିଳୁଛି । ଏହି ଫିଲ୍ମ ପାଇଁ ସଲମାନ୍ ଖୁବ୍‌ କସରତ ଓ କୁସ୍ତି ଅଭ୍ୟାସ କରିଥିବା ଶୁଣିବାକୁ ମିଳୁଥିଲା। ତେବେ ଏହି ଫିଲ୍ମରେ  ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଅଲି ଆବାସ୍‌ ଜାଫର୍‌ଙ୍କ ନିର୍ଦ୍ଦେଶିତ ‘ସୁଲତାନ୍’ ଇଦ୍‌ ଉପଲକ୍ଷେ  ଜୁଲାଇ ୬ରେ ରିଲିଜ୍‌ ହେଉଛି।

Related story