ନଗ୍ନ ନାୟିକାଙ୍କ X ଭିଡିଓର ଦାମ ଶୁଣିଲେ ଚମକି ପଡ଼ିବେ

ନୂଆଦିଲ୍ଲୀ: ରାତାରାତି କୋଟିପତି ହେବାର ନିଶା ତାଙ୍କୁ ନେଇ ଯାଇଥିଲା ନଗ୍ନ ଦୁନିଆକୁ। ପାଦ ଖସିଯାଇଥିଲା ଅଚିହ୍ନା ରାସ୍ତାରେ। ଏକ ଅଜଣା ରାଇଜରେ ସେ ଦିନ କାଟୁଥିଲେ। ଯେଉଁଠି ଦେହକୁ ନେଇ ବ୍ୟବସାୟ ହୁଏ। ଉଲ୍ଲଗ୍ନ ଶରୀରରେ ବିଛଣା ଉପରେ ଶଯ୍ୟାସଙ୍ଗୀନି ହେବାକୁ ପଡ଼େ। ସୁଟିଂ ହୁଏ। ଆଉ ଏହି  ନିଷିଦ୍ଧ ଭିଡିଓ ବଜାରରେ ବିକ୍ରି ହୁଏ। ଏମିତି ଥିଲା ସନ୍ନି ଲିଓନିଙ୍କ ଜୀବନ। ପର୍ଣ୍ଣ ଷ୍ଟାର ଭାବେ ଖୁବ୍ ଜଣାଶୁଣା ହେଉଛନ୍ତି ସନ୍ନି ଲିଓନି। ଗୁଗୁଲରେ […]

111996

Rakesh Mallick
  • Published: Sunday, 24 June 2018
  • , Updated: 24 June 2018, 03:05 AM IST

ନୂଆଦିଲ୍ଲୀ: ରାତାରାତି କୋଟିପତି ହେବାର ନିଶା ତାଙ୍କୁ ନେଇ ଯାଇଥିଲା ନଗ୍ନ ଦୁନିଆକୁ। ପାଦ ଖସିଯାଇଥିଲା ଅଚିହ୍ନା ରାସ୍ତାରେ। ଏକ ଅଜଣା ରାଇଜରେ ସେ ଦିନ କାଟୁଥିଲେ। ଯେଉଁଠି ଦେହକୁ ନେଇ ବ୍ୟବସାୟ ହୁଏ। ଉଲ୍ଲଗ୍ନ ଶରୀରରେ ବିଛଣା ଉପରେ ଶଯ୍ୟାସଙ୍ଗୀନି ହେବାକୁ ପଡ଼େ। ସୁଟିଂ ହୁଏ। ଆଉ ଏହି  ନିଷିଦ୍ଧ ଭିଡିଓ ବଜାରରେ ବିକ୍ରି ହୁଏ। ଏମିତି ଥିଲା ସନ୍ନି ଲିଓନିଙ୍କ ଜୀବନ। ପର୍ଣ୍ଣ ଷ୍ଟାର ଭାବେ ଖୁବ୍ ଜଣାଶୁଣା ହେଉଛନ୍ତି ସନ୍ନି ଲିଓନି। ଗୁଗୁଲରେ ସର୍ବାଧିକ ଖୋଜା ଯାଉଥିବା ପର୍ଣ୍ଣ ଷ୍ଟାର ହେଉଛନ୍ତି ଏହି ସନ୍ନି ଲିଓନି। ତାଙ୍କର x ଭିଡ଼ିଓ ଦାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସନ୍ନି ଲିଓନି ହେଉଛନ୍ତି ଜଣେ ସୁନ୍ଦରୀ ଅଭିନେତ୍ରୀ। ପର୍ଣ୍ଣ ଷ୍ଟାର ଭାବେ ପରିଚିତ ଥିଲେ ମଧ୍ୟ ମୟାନଗରୀ ତାଙ୍କର ଦାମ ଢ଼େର। ବହୁ ବଲିଉଡ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କ ଅଭିନିତ ଫିଲ୍ମ ହିଟ୍‌ ମଧ୍ୟ ହୋଇଛି। ସେହିପରି ସାଉଥରେ ତାଙ୍କ ଚମକ ଦେଖିବାକୁ ମିଳିଛି। ବହୁ ଆଇଟମ୍‌ ଗୀତରେ ଠୁମ୍‌କା ଲଗାଇ ଦର୍ଶକଙ୍କ ମନ କିଣିଛନ୍ତି। କିନ୍ତୁ ପର୍ଣ୍ଣ ଷ୍ଟାର ଭାବେ ସନ୍ନିଙ୍କ x ଭିଡ଼ିଓର ଦାବ ୬୦ରୁ ୭୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଏଥିରୁ ଜଣାପଡ଼ୁଛି ବଲିଉଡ୍‌ ପରି ଅନ୍ଧାରୀ ନଗରିରେ ତାଙ୍କ ଦାମ ବହୁ ଅଧିକ।

Related story