ବ୍ରେକଅପ୍‌ ପରେ ସୁସ୍ମିତା ପୋଷ୍ଟ କଲେ ପ୍ରଥମ ଫଟୋ, ଲେଖିଲେ ଏପରି...

ମୁମ୍ବାଇ: ହୃଦୟ ଭାଙ୍ଗି ଯାଇଥିଲେ ବି ନିଜକୁ ଭାଙ୍ଗିବାକୁ ଦେଇ ନାହାନ୍ତି ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍‌ । ଏବେବି ସେ ଫୁଲ ପରି କୋମଳ ଓ ଚଟାଣ ପରି ଶକ୍ତ ।  ଦୀର୍ଘ ଦିନର ବୟଫ୍ରେଣ୍ଡ ରେହମନ ଶଲଙ୍କ ହାତ ଛାଡ଼ି ଚାଲି ଯାଇଥିଲେ ବି ନିଜକୁ ସମ୍ଭାଳି ନେଇଛନ୍ତି ସୁସ୍ମିତା  । ଏପରି ସମୟରେ ନିଜକୁ ସମ୍ଭାଳିବାକୁ ଫ୍ୟାନ୍ସ ତାଙ୍କୁ ଉପଦେଶ ଦେଉଥିବା ବେଳେ ସୁସ୍ମିତା ପୋଷ୍ଟ କରିଛନ୍ତି […]

susmita-sen

susmita-sen

Niharika Rout
  • Published: Friday, 24 December 2021
  • Updated: 24 December 2021, 01:59 PM IST

Sports

Latest News

ମୁମ୍ବାଇ: ହୃଦୟ ଭାଙ୍ଗି ଯାଇଥିଲେ ବି ନିଜକୁ ଭାଙ୍ଗିବାକୁ ଦେଇ ନାହାନ୍ତି ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍‌ । ଏବେବି ସେ ଫୁଲ ପରି କୋମଳ ଓ ଚଟାଣ ପରି ଶକ୍ତ ।  ଦୀର୍ଘ ଦିନର ବୟଫ୍ରେଣ୍ଡ ରେହମନ ଶଲଙ୍କ ହାତ ଛାଡ଼ି ଚାଲି ଯାଇଥିଲେ ବି ନିଜକୁ ସମ୍ଭାଳି ନେଇଛନ୍ତି ସୁସ୍ମିତା  ।

ଏପରି ସମୟରେ ନିଜକୁ ସମ୍ଭାଳିବାକୁ ଫ୍ୟାନ୍ସ ତାଙ୍କୁ ଉପଦେଶ ଦେଉଥିବା ବେଳେ ସୁସ୍ମିତା ପୋଷ୍ଟ କରିଛନ୍ତି ବ୍ରେକଅପ୍‌ ପରର ପ୍ରଥମ ଫଟୋ । ସବୁବେଳେ ରେହମନଙ୍କ ସହ କ୍ୟୁଟ୍‌ ଓ ରୋମାଣ୍ଟିକ ଅନ୍ଦାଜରେ ନଜର ଆସୁଥିବା ସୁସ୍ମିତା ଏଥର ନିଜର ଏକ ସିଙ୍ଗଲ ଫଟୋ ପୋଷ୍ଟ କରିଛନ୍ତି। ହସ ହସ ମୁହଁରେ ପୋଷ୍ଟ କରିଥିବା ଏହି ଫଟୋର କ୍ୟାପସନରେ ‘ଶାନ୍ତି ସବୁଠୁ ସୁନ୍ଦର’ ବୋଲି କ୍ୟାପସନ ଦେଇଛନ୍ତି ସୁସ୍ମିତା । ଏଥିସହ ମୁଁ ଆପଣ ସମସ୍ତଙ୍କୁ ବହୁତ ଭଲ ପାଏ ବୋଲି ବି ଲେଖିଛନ୍ତି। ଏଥିସହ ଏକ ହାର୍ଟ ଇମୋଜି ଦେଇଛନ୍ତି।  ସୁସ୍ମିତାଙ୍କ ଏପରି ଅନ୍ଦାଜଙ୍କୁ ଫ୍ୟାନ୍ଦ ଖୁବ୍‌ ପସନ୍ଦ କରିଥିବା ବେଳେ ଖୁବ୍‌ ଭଲ ପାଇବା ବି ଦେଇଛନ୍ତି।

ନିଜ ବ୍ରେକଅପ୍‌କୁ କନଫର୍ମ କରି ସୁସ୍ମିତା ଇନଷ୍ଟାଗ୍ରାମରେ ନିଜର ଓ ରେହମନଙ୍କ ଏକ କ୍ୟୁଟ୍‌ ପୋଷ୍ଟ କରିଥିଲେ । ଏହାର କ୍ୟାପସରେ ଦୋସ୍ତିରୁ ଆମ ସମ୍ପର୍କ ଆରମ୍ଭ ହେଲା। ସବୁଦିନ ଆମେ ସାଙ୍ଗ ହୋଇ ରହିବୁ। ରିଲେସନସିପ ବହୁତ ପୂର୍ବରୁ ଶେଷ ହୋଇଯାଇଛି, କେବଳ ଭଲ ପାଇବା ବାକି ଅଛି ବୋଲି ଲେଖିଥିଲେ। ଏପରି ସମୟରେ ନିଜକୁ ସମ୍ଭାଳିବାକୁ ଫ୍ୟାନ୍ସ ସୁସ୍ମିତାଙ୍କୁ ଉପଦେଶ ଦେଇଥିବା ବେଳେ ସୁସ୍ମିତା ବି ଏଥିରୁ ନିଜକୁ ବାହାର କରି ଦେଇଛନ୍ତି।

[caption id="attachment_701357" align="aligncenter" width="650"]susmita sen ରେହମନଙ୍କ ସହ ରୋମାଣ୍ଟିକ ଅନ୍ଦାଜରେ ସୁସ୍ମିତା ।[/caption]

ସୁସ୍ମିତା ଓ ରେହମନଙ୍କୁ ବଲିଉଡର ମୋଷ୍ଟ ଆଡୋରେବଲ କପଳ ଭାବେ ଗଣା ଯାଉଥିଲା। ଦୁହିଁଙ୍କ ଯୋଡି ଏବଂ  କେମେଷ୍ଟ୍ରିକୁ ଲୋକେ ଖୁବ୍‌ ପସନ୍ଦ କରୁଥିଲେ। ପ୍ରାୟତଃ ସୁସ୍ମିତା ଏବଂ ରେହମନ ସୋସିଆଲ ମିଡିଆରେ ନିଜର ପ୍ରେମ ବ୍ୟକ୍ତ କରନ୍ତି। ରୋମାଣ୍ଟିକ୍ ଫଟୋ ଶେଆର କରନ୍ତୁ। ପବ୍ଲିକ ପ୍ଲେସ ହେଉ ଅବା କୌଣସି ପାର୍ଟି, ସବୁଠି ଦୁହେଁ ଏକାଠି ନଜର ଆସନ୍ତି। ଫ୍ୟାନ୍‌ମାନେ ମଧ୍ୟ ଦୁହିଁଙ୍କୁ ଏକାଠି ଦେଖି କେବେ ବିବାହ କରିବେ ସେ ନେଇ ପ୍ରଶ୍ନ କରୁଥିଲେ। ହେଲେ ତା’ ପୂର୍ବରୁ ଭାଙ୍ଗିଗଲା ଯୋଡ଼ି।

ଚଳିତ ବର୍ଷ ଆରମ୍ଭରେ ସୁସ୍ମିତା ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରିଥିଲେ। ଯେଉଁଥିରେ ଏକ ବ୍ୟର୍ଥ ସମ୍ପର୍କରୁ ବାହାରକୁ ବାହାରିବା ପାଇଁ ଚେଷ୍ଟା କରୁଥିବା କହିଥିଲେ। ଏହି ପୋଷ୍ଟକୁ ଦେଖି ସୁସ୍ମିତାଙ୍କ ବ୍ରେକ୍‌ ଅପ୍‌ ହୋଇଯାଇଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲେ। କିନ୍ତୁ କିଛି ସମୟ ପରେ ସୁସ୍ମିତା ଓ ରେହମନଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ହେଲେ ଏଥର ନିଜେ ସୁସ୍ମିତା ବ୍ରେକଅପ୍‌ ଖବର ଉପରେ ମୋହର ମାରିଛନ୍ତି।

View this post on Instagram

A post shared by Sushmita Sen (@sushmitasen47)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story