‘ତମାସା’ର ଟ୍ରେଲର ରିଲିଜ୍

ମୁମ୍ବାଇ: ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ତମାସା’ର ଟ୍ରେଲର। ଏହି ଫିଲ୍ମରେ ଦେଖିବାକୁ ମିଳିବ ବଲିଉଡର ସୁପରହିଟ୍ ଯୋଡ଼ି ରଣବୀର କପୁର ଓ ଦୀପିକା ପାଦୁକୋନଙ୍କ ଜବରଦସ୍ତ କେମେଷ୍ଟ୍ରୀ। କ୍ୟାମେରାରେ ସମ୍ପର୍କର ରଙ୍ଗକୁ ବେଶ୍ ସୁନ୍ଦର ଭାବେ କ୍ୟାପଚର କରିଛନ୍ତି ନିର୍ଦ୍ଦେଶକ ଇମିତିଆଜ୍ ଅଲ୍ଲୀ। ତମାସାରେ ଏକଦମ୍ ହଟ କେ ଅନ୍ଦାଜରେ ନଜର ଆସୁଛନ୍ତି ରଣବୀର ଓ ଦୀପିକା। ସେମାନଙ୍କ ଭଲ ପାଇବାକୁ ଆହୁରି ଗାଢ଼ କରିଛି ଏଆର୍ ରେହମାନଙ୍କ ମ୍ୟୁଜିକ୍। ଏଥିରେ ଲଭ୍ ଷ୍ଟୋରିକୁ ଭିନ୍ନ ଶୈଳୀରେ […]

tamasha

Rakesh Mallick
  • Published: Wednesday, 23 September 2015
  • , Updated: 23 September 2015, 06:25 AM IST

ମୁମ୍ବାଇ: ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ତମାସା’ର ଟ୍ରେଲର। ଏହି ଫିଲ୍ମରେ ଦେଖିବାକୁ ମିଳିବ ବଲିଉଡର ସୁପରହିଟ୍ ଯୋଡ଼ି ରଣବୀର କପୁର ଓ ଦୀପିକା ପାଦୁକୋନଙ୍କ ଜବରଦସ୍ତ କେମେଷ୍ଟ୍ରୀ। କ୍ୟାମେରାରେ ସମ୍ପର୍କର ରଙ୍ଗକୁ ବେଶ୍ ସୁନ୍ଦର ଭାବେ କ୍ୟାପଚର କରିଛନ୍ତି ନିର୍ଦ୍ଦେଶକ ଇମିତିଆଜ୍ ଅଲ୍ଲୀ। ତମାସାରେ ଏକଦମ୍ ହଟ କେ ଅନ୍ଦାଜରେ ନଜର ଆସୁଛନ୍ତି ରଣବୀର ଓ ଦୀପିକା। ସେମାନଙ୍କ ଭଲ ପାଇବାକୁ ଆହୁରି ଗାଢ଼ କରିଛି ଏଆର୍ ରେହମାନଙ୍କ ମ୍ୟୁଜିକ୍। ଏଥିରେ ଲଭ୍ ଷ୍ଟୋରିକୁ ଭିନ୍ନ ଶୈଳୀରେ ଉପସ୍ଥାପନ କରାଯାଇଛି। ନଭେମ୍ୱର ୨୭ରେ ପରଦାକୁ ଆସିବ ‘ତମାସା’।

Related story