ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନୋରଞ୍ଜନ ଦୁନିଆରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା ଟିଭି ଚ୍ୟାନେଲ ତରଙ୍ଗ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତରଙ୍ଗ ପରିବାର ଆୱାର୍ଡର ଆୟୋଜନ କରିବାକୁ ଯାଉଛି। ଶ୍ରେଷ୍ଠ ଧାରାବାହିକ, ଶ୍ରେଷ୍ଠ ନାୟକ, ଶ୍ରେଷ୍ଠ ନାୟିକା, ଶ୍ରେଷ୍ଠ ଯୋଡିଙ୍କ ସମେତ ମୋଟ ୨୩ଟି କ୍ୟାଟେଗୋରୀକୁ ନେଇ ଆୱାର୍ଡ ସମାରୋହ ଆୟୋଜିତ ହେବ।
ଆସନ୍ତା ଜାନୁଆରୀ ୩୧ରେ ତରଙ୍ଗ ଚ୍ୟାନେଲରେ ସନ୍ଧ୍ୟା ୬ଟା ବେଳେ ଏହି ଆୱାର୍ଡ ପ୍ରୋଗ୍ରାମ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏଥିସହ ତରଙ୍ଗ ପ୍ଲସ ଆପରେ ମଧ୍ୟ ଏହାର ଲାଇଭ ଷ୍ଟ୍ରିମିଂ କରାଯିବ। ଫେବ୍ରୁଆରୀ ୭ ତାରଖ ସନ୍ଧ୍ୟା ୬ଟାରେ ପୁଣିଥରେ ଏହାର ରିପିଟ୍ ଟେଲିକାଷ୍ଟ ହେବ।
ଓଲିଡଉ ଅଭିନେତା ଦେବାଶିଷ ପାତ୍ର ଏବଂ ଅଭିନେତ୍ରୀ ଅନୁ ଚୌଧୁରୀ ଏହି ଆୱାର୍ଡ ଶୋ’ର ହୋଷ୍ଟ କରିବେ। ଅନ୍ୟ ପ୍ରମୁଖ ଗେଷ୍ଟ ଲିଷ୍ଟ ମଧ୍ୟରେ ଶୀତଲ ପାତ୍ର, ସୂର୍ଯ୍ୟମୟୀ ଏବଂ ଶାଶ୍ୱତ ଯୋଶି ଏଥିରେ ଅଂଶ ଗ୍ରହଣ କରିବେ। ଦୀର୍ଘ ୧୧ ବର୍ଷ ଧରି ତରଙ୍ଗ ପରିବାର ଆୱାର୍ଡ ଆୟୋଜିତ ହୋଇ ଆସୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।
Entertainment
'ବନବାସ୍' ରିଲିଜ ପୂର୍ବରୁ ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା
ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସଫଳତା କାମନା କଲେ।
Entertainment
ଅଭିନେତା ସିଦ୍ଦିକିଙ୍କୁ 'ସୁପ୍ରିମ୍' ଆଶ୍ୱସ୍ତି, ଦୁଷ୍କର୍ମ ମାମଲାରେ ମିଳିଲା ଆଗୁଆ ଜାମିନ
ହେମା କମିଟି ରିପୋର୍ଟ ଆସିବା ପରେ ମାଲୟାଲମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।