ଚମକେଇଲା ରଜନୀକାନ୍ତଙ୍କ ନୂଆ ଫିଲ୍ମ 2.0ର ଟିଜର, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ରଜନୀକାନ୍ତଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ୨.୦ର ଟିଜର ରିଲିଜ୍ ହୋଇଛି। ଗଣେଶ ଚତୁର୍ଥୀ ଅବସରରେ ରଜନୀକାନ୍ତ ତାଙ୍କ ଫ୍ୟାନ୍‌ମାନଙ୍କୁ ଏହା ଉପହାର ଭାବେ ଦେଇଛନ୍ତି ବୋଲି କୁହାଯାଉଛି। ଟିଜର୍‌ଟି ବହୁତ ଭଲ ହୋଇଛି। ୟୁଟ୍ୟୁବ୍‌ରେ ଏହାକୁ ୪ ଲକ୍ଷ ୮୫ ହଜାରୁ ଅଧିକ ଥର ଲୋକେ ଦେଖି ସାରିଲେଣି। ଟିଜର ପ୍ରାରମ୍ଭରେ ଏକ ସହର ଉପରେ କାଉ ଉଡ଼ିବା ଦୃଶ୍ୟ ଆସୁଛି। ସହରଟି ଚେନ୍ନାଇ ଭଳି ଲାଗୁଛି। ତା’ପରେ ଯାହା ଘଟୁଛି ତାହା ସମସ୍ତଙ୍କୁ ଚକିତ […]

2.0film

2.0film

Jitendra Garnayak
  • Published: Thursday, 13 September 2018
  • Updated: 13 September 2018, 07:08 AM IST

Sports

Latest News

ଭୁବନେଶ୍ୱର: ରଜନୀକାନ୍ତଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ୨.୦ର ଟିଜର ରିଲିଜ୍ ହୋଇଛି। ଗଣେଶ ଚତୁର୍ଥୀ ଅବସରରେ ରଜନୀକାନ୍ତ ତାଙ୍କ ଫ୍ୟାନ୍‌ମାନଙ୍କୁ ଏହା ଉପହାର ଭାବେ ଦେଇଛନ୍ତି ବୋଲି କୁହାଯାଉଛି।

ଟିଜର୍‌ଟି ବହୁତ ଭଲ ହୋଇଛି। ୟୁଟ୍ୟୁବ୍‌ରେ ଏହାକୁ ୪ ଲକ୍ଷ ୮୫ ହଜାରୁ ଅଧିକ ଥର ଲୋକେ ଦେଖି ସାରିଲେଣି।

ଟିଜର ପ୍ରାରମ୍ଭରେ ଏକ ସହର ଉପରେ କାଉ ଉଡ଼ିବା ଦୃଶ୍ୟ ଆସୁଛି। ସହରଟି ଚେନ୍ନାଇ ଭଳି ଲାଗୁଛି। ତା’ପରେ ଯାହା ଘଟୁଛି ତାହା ସମସ୍ତଙ୍କୁ ଚକିତ କରି ଦେଉଛି। ହଠାତ୍ ଆଶ୍ଚର୍ଯ୍ୟଜନକ ଭାବେ ଲୋକଙ୍କ ହାତରୁ ମୋବାଇଲ୍‌ ଫୋନ୍‌ଗୁଡ଼ିକ ଉଡ଼ି ଯାଉଛି।

ସହରର ପ୍ରଶାସନ ଏ ନେଇ ଏକ ବୈଠକ ଡାକିଛନ୍ତି। ଏଥିରେ ଅଦିଲ ହୁସେନ୍ ଅଧ୍ୟକ୍ଷତା କରୁଛନ୍ତି। ସମାଧାନର ବାଟ ଖୋଜିବାକୁ ଏହି ବୈଠକ ଡକାଯାଇଛି।

ଫିଲ୍ମରେ ବୈଜ୍ଞାନିକ ଡ.ଭାସୀଗରନ୍ ଭୂମିକାରେ ଅଭିନୟ କରୁଥିବା ରଜନୀକାନ୍ତ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ସେ କହୁଛନ୍ତି,“ଏହା ବିଜ୍ଞାନ ବାହାରେ (This is beyond science)। ସେ ଚିଟ୍ଟି- ଦ ରୋବୋଟ୍‌କୁ ଡାକିବାକୁ ପରାମର୍ଶ ଦେଉଛନ୍ତି।

ତା’ପରେ ପରଦାକୁ ଆସୁଛି ଚିଟ୍ଟି। ପରେ ପରେ ଅକ୍ଷୟ କୁମାର ନଜର ଆସୁଛନ୍ତି। ସେ ବୈଜ୍ଞାନିକ ଡ. ରିଚାର୍ଡ ଭୂମିକାରେ ଅଭିନୟ କରୁଛନ୍ତି। ସେ ଫିଲ୍ମରେ ଖଳନାୟକ ସାଜିଛନ୍ତି।

ଟିଜରରେ ଆମି ଜ୍ୟାକ୍‌ସନ୍‌ଙ୍କୁ ବି ଦେଖିବାକୁ ମିଳୁଛି।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏସ୍‌ ଶଙ୍କର। ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏ.ଆର୍ ରହମାନ୍।

୫୫୦ କୋଟି ଟଙ୍କାରେ ନିର୍ମିତ ହୋଇଥିବା ଏହି ଫିଲ୍ମଟି ଆସନ୍ତା ନଭେମ୍ବର ୨୯ ତାରିଖରେ ରିଲିଜ୍ ହେବ।

https://www.youtube.com/watch?v=owPuQjInzO8&feature=youtu.be

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story