ମୁଁ ଏକା ରହୁଛି....

ମୁମ୍ବାଇ: ମୁଁ ଏକା ରହୁଛି। ମୋ ବାପାଙ୍କୁ ମୁଁ ଭାରି ମିସ୍‌ କରୁଛି। ବାପାଙ୍କ ବିନା ଦିନ ଗୁଡ଼ି ଖୁବ୍‌ କଷ୍ଟରେ ବିତୁଛି। ଟେଲିଭିଜନ ଜଗତ ତଥା ଲୋକପ୍ରିୟ ଧାରାବାହିକ ‘ବାଲିକା ବଧୂ’ର  ଚର୍ଚ୍ଚିତ ଅଭିନେତ୍ରୀ ରୁପ୍‌ ଦୁର୍ଗାପାଲ ଏକଥା କହିଛନ୍ତି। ଲକ୍‌ଡାଉନ୍‌ରେ ଯିଏ ଯେଉଁଠି ଅଛି ଫସିଯାଇଥିବା ବେଳେ ଏଥିରୁ ବାଦ ପଡ଼ି ନାହାନ୍ତି ଟେଲିଭିଜନ ଅଭିନେତ୍ରୀ ରୁପ୍‌ ଦୁର୍ଗାପାଲ॥ ଅଭିନେତ୍ରୀ ଦୁର୍ଗାପାଲଙ୍କ ବାପା ନିଜ ପ୍ରକୃତ ଘର ଉତ୍ତରାଖଣ୍ଡରେ ରହୁଛନ୍ତି। ଦୁର୍ଗାପାଲ କହିଛନ୍ତି ଯେ, […]

iop

iop

Tapas Behera
  • Published: Saturday, 23 May 2020
  • Updated: 24 May 2020, 07:07 AM IST

ମୁମ୍ବାଇ: ମୁଁ ଏକା ରହୁଛି। ମୋ ବାପାଙ୍କୁ ମୁଁ ଭାରି ମିସ୍‌ କରୁଛି। ବାପାଙ୍କ ବିନା ଦିନ ଗୁଡ଼ି ଖୁବ୍‌ କଷ୍ଟରେ ବିତୁଛି। ଟେଲିଭିଜନ ଜଗତ ତଥା ଲୋକପ୍ରିୟ ଧାରାବାହିକ ‘ବାଲିକା ବଧୂ’ର  ଚର୍ଚ୍ଚିତ ଅଭିନେତ୍ରୀ ରୁପ୍‌ ଦୁର୍ଗାପାଲ ଏକଥା କହିଛନ୍ତି। ଲକ୍‌ଡାଉନ୍‌ରେ ଯିଏ ଯେଉଁଠି ଅଛି ଫସିଯାଇଥିବା ବେଳେ ଏଥିରୁ ବାଦ ପଡ଼ି ନାହାନ୍ତି ଟେଲିଭିଜନ ଅଭିନେତ୍ରୀ ରୁପ୍‌ ଦୁର୍ଗାପାଲ॥ ଅଭିନେତ୍ରୀ ଦୁର୍ଗାପାଲଙ୍କ ବାପା ନିଜ ପ୍ରକୃତ ଘର ଉତ୍ତରାଖଣ୍ଡରେ ରହୁଛନ୍ତି। ଦୁର୍ଗାପାଲ କହିଛନ୍ତି ଯେ, ଉତ୍ତରାଖଣ୍ଡରେ ମୋ ବାପା ଘରେ ଏକା ଅଛନ୍ତି।

ଲକ୍‌ଡାଉନ୍‌ ଚାଲୁଥିବାରୁ ମୋ ପାଖକୁ ଆସିପାରୁ ନାହାନ୍ତି। ତଥାପି ତାରି ଭିତରେ ମଝିରେ ମଝିରେ ବାପାଙ୍କ ସଙ୍ଗେ ଭିଡିଓ କଲ୍‌ରେ କଥା ହେଉଛି। ବାପାଙ୍କ ସହ ବାର୍ତ୍ତାଳପରେ ମୁଁ ତାଙ୍କୁ ମୋରାଲ ସପୋର୍ଟ  ଦେଉଛି। ତେବେ ଲକ୍‌ଡାଉନ୍‌ ଖୋଲିଲେ ବାପା ତାଙ୍କ ପାଖକୁ ଫେରିବେ ବୋଲି ସେ କହିଛନ୍ତି। ରୁପ୍‌ ଦୁର୍ଗାପାଲ ହେଉଛି ଟେଲି ଜଗତର ଜଣେ ଚର୍ଚ୍ଚିତ ଅଭିନେତ୍ରୀ। ତାଙ୍କ ଅଭିନୀତ ସିରିଏଲ ମଧ୍ୟରେ ‘ବଲ ଭୀର’, ଆକବର ବୀରବବଲ, କୁଛ୍‌ ରଙ୍ଗ୍‌ ପ୍ୟାରକେ ଐସେ ଭି, ପ୍ୟାର ତୁନେ କ୍ୟା କ୍ୟା, ଲାଲ୍‌ ଇସ୍କ ଆଦି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story