୨୩ ବର୍ଷ ତଳର ଗୀତରେ ନାଚି ୧୧ ଲକ୍ଷଙ୍କ ମନ ମୋହିଲେଣି ଏ ଯୁବତୀ; ଭିଡିଓ ଦେଖିବାକୁ କ୍ଲିକ୍ କରନ୍ତୁ

୧୯୯୪ ମସିହାରେ ରିଲିଜ୍‌ ହୋଇଥିଲା ବଲିଉଡ୍‌ ଫିଲ୍ମ ‘ମୋହରା’। ଆପଣମାନେ ମନେ ରଖିଥିବେ ନିଶ୍ଚୟ। ଏଥିରେ ଗୋଟିଏ ଗୀତ ଥିଲା-‘ତୁ ଚୀଜ୍‌ ପଡ଼ି ହୈ ମସ୍ତ ମସ୍ତ…’। ଜବରଦସ୍ତ ହିଟ୍‌ ହୋଇଥିଲା ଏହି ଗୀତଟି। ଏହି ଗୀତରେ ନାଚିଥିଲେ ଅକ୍ଷୟ କୁମାର ଓ ରବୀନା ଟଣ୍ଡନ।

ଏବେ ୨୩ ବର୍ଷ ପରେ ଏହି ଗୀତରେ ନାଚ କରି ଜଣେ  ଯୁବତୀ ଢେର ପ୍ରଶଂସା ଗୋଟାଇଛନ୍ତି। ତାଙ୍କର ନାଚ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଯାଇଛି। ଗତ ଏପ୍ରିଲ୍‌ ୩ ତାରିଖରେ ଅପ୍‌ଲୋଡ୍‌ ହୋଇଥିବା ତାଙ୍କର ଏହି ନାଚକୁ ୧୧, ୧୮୯, ୦୧୨ ଜଣ ଦେଖି ସାରିଲେଣି। ଘର ଛାତ ଉପରେ ସେ ଏହି ଡ୍ୟାନ୍ସ କରୁଛନ୍ତି। ଆପଣ ବି ଦେଖି ନିଅନ୍ତୁ।