୨୩ ବର୍ଷ ତଳର ଗୀତରେ ନାଚି ୧୧ ଲକ୍ଷଙ୍କ ମନ ମୋହିଲେଣି ଏ ଯୁବତୀ; ଭିଡିଓ ଦେଖିବାକୁ କ୍ଲିକ୍ କରନ୍ତୁ

<p>୧୯୯୪ ମସିହାରେ ରିଲିଜ୍&zwnj; ହୋଇଥିଲା ବଲିଉଡ୍&zwnj; ଫିଲ୍ମ &lsquo;ମୋହରା&rsquo;। ଆପଣମାନେ ମନେ ରଖିଥିବେ ନିଶ୍ଚୟ। ଏଥିରେ ଗୋଟିଏ ଗୀତ ଥିଲା-&lsquo;ତୁ ଚୀଜ୍&zwnj; ପଡ଼ି ହୈ ମସ୍ତ ମସ୍ତ...&rsquo;। ଜବରଦସ୍ତ ହିଟ୍&zwnj; ହୋଇଥିଲା ଏହି ଗୀତଟି। ଏହି ଗୀତରେ ନାଚିଥିଲେ ଅକ୍ଷୟ କୁମାର ଓ ରବୀନା ଟଣ୍ଡନ।</p> <p>ଏବେ ୨୩ ବର୍ଷ ପରେ ଏହି ଗୀତରେ ନାଚ କରି ଜଣେ&nbsp; ଯୁବତୀ ଢେର ପ୍ରଶଂସା ଗୋଟାଇଛନ୍ତି। ତାଙ୍କର ନାଚ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଯାଇଛି। ଗତ ଏପ୍ରିଲ୍&zwnj; ୩ ତାରିଖରେ ଅପ୍&zwnj;ଲୋଡ୍&zwnj; ହୋଇଥିବା ତାଙ୍କର ଏହି ନାଚକୁ ୧୧, ୧୮୯, ୦୧୨ ଜଣ ଦେଖି ସାରିଲେଣି। ଘର ଛାତ ଉପରେ ସେ ଏହି ଡ୍ୟାନ୍ସ କରୁଛନ୍ତି। ଆପଣ ବି ଦେଖି ନିଅନ୍ତୁ।</p>

Ordigital Desk
  • Published: Sunday, 11 June 2017
  • Updated: 11 June 2017, 02:30 PM IST

Sports

Latest News

<p>୧୯୯୪ ମସିହାରେ ରିଲିଜ୍&zwnj; ହୋଇଥିଲା ବଲିଉଡ୍&zwnj; ଫିଲ୍ମ &lsquo;ମୋହରା&rsquo;। ଆପଣମାନେ ମନେ ରଖିଥିବେ ନିଶ୍ଚୟ। ଏଥିରେ ଗୋଟିଏ ଗୀତ ଥିଲା-&lsquo;ତୁ ଚୀଜ୍&zwnj; ପଡ଼ି ହୈ ମସ୍ତ ମସ୍ତ...&rsquo;। ଜବରଦସ୍ତ ହିଟ୍&zwnj; ହୋଇଥିଲା ଏହି ଗୀତଟି। ଏହି ଗୀତରେ ନାଚିଥିଲେ ଅକ୍ଷୟ କୁମାର ଓ ରବୀନା ଟଣ୍ଡନ।</p><p>ଏବେ ୨୩ ବର୍ଷ ପରେ ଏହି ଗୀତରେ ନାଚ କରି ଜଣେ&nbsp; ଯୁବତୀ ଢେର ପ୍ରଶଂସା ଗୋଟାଇଛନ୍ତି। ତାଙ୍କର ନାଚ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଯାଇଛି। ଗତ ଏପ୍ରିଲ୍&zwnj; ୩ ତାରିଖରେ ଅପ୍&zwnj;ଲୋଡ୍&zwnj; ହୋଇଥିବା ତାଙ୍କର ଏହି ନାଚକୁ ୧୧, ୧୮୯, ୦୧୨ ଜଣ ଦେଖି ସାରିଲେଣି। ଘର ଛାତ ଉପରେ ସେ ଏହି ଡ୍ୟାନ୍ସ କରୁଛନ୍ତି। ଆପଣ ବି ଦେଖି ନିଅନ୍ତୁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos