୧୦୦କୋଟି କ୍ଲବ୍‌ରେ ଏହି ଷ୍ଟାରଙ୍କର ସର୍ବାଧିକ ଫିଲ୍ମ

ମୁମ୍ବାଇ: ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି ସଲମାନ୍ ଖାନଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହେ’। ରିଲିଜର ପ୍ରଥମ ସପ୍ତାହରେ ଫିଲ୍ମଟି ୧୦୦ କୋଟି କ୍ଲବରେ ସାମିଲ୍ ହୋଇଛି । ମାତ୍ର ୩ ଦିନରେ ୧୧୪.୯୩ କୋଟି ଟଙ୍କା ଆୟ କରିଛି ଏହି ଫିଲ୍ମ। ଏହାକୁ ମିଶାଇ ସଲମାନ ଖାନଙ୍କର ଲଗାତର ୧୨ଟି ଫିଲ୍ମ ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇଛି। ଏହି ସଫଳତା ସହିତ ସଲମାନ୍‌ଙ୍କ ନାଁରେ ଏକ ରେକର୍ଡ ସୃଷ୍ଟି ହୋଇଛି। ୧୦୦ କୋଟି […]

SalmanKhan

SalmanKhan

Rakesh Mallick
  • Published: Wednesday, 27 December 2017
  • Updated: 27 December 2017, 10:43 AM IST

Sports

Latest News

ମୁମ୍ବାଇ: ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି ସଲମାନ୍ ଖାନଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହେ’। ରିଲିଜର ପ୍ରଥମ ସପ୍ତାହରେ ଫିଲ୍ମଟି ୧୦୦ କୋଟି କ୍ଲବରେ ସାମିଲ୍ ହୋଇଛି । ମାତ୍ର ୩ ଦିନରେ ୧୧୪.୯୩ କୋଟି ଟଙ୍କା ଆୟ କରିଛି ଏହି ଫିଲ୍ମ। ଏହାକୁ ମିଶାଇ ସଲମାନ ଖାନଙ୍କର ଲଗାତର ୧୨ଟି ଫିଲ୍ମ ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇଛି। ଏହି ସଫଳତା ସହିତ ସଲମାନ୍‌ଙ୍କ ନାଁରେ ଏକ ରେକର୍ଡ ସୃଷ୍ଟି ହୋଇଛି। ୧୦୦ କୋଟି କ୍ଲବରେ ତାଙ୍କର ସର୍ବାଧିକ ଫିଲ୍ମ ସାମିଲ ହୋଇଛି।

ଆଜି ହେଉଛି ବଲିଉଡର ରିୟଲ ଟାଇଗର ସଲମାନ୍ ଖାନ୍‌ଙ୍କ ଜନ୍ମଦିନ। ସେ ୧୯୬୫ ମସିହା ଡିସେମ୍ୱର ୨୭ ତାରିଖିରେ ଇନ୍ଦୋରରେ ଜନ୍ମ ଗ୍ରହଣ କରିଥିଲେ । ସଲମାନ୍‌ଙ୍କ ପୂରା ନାଁ ହେଉଛି ‘ଅବଦୁଲ୍ ରସିଦ୍ ସଲିମ୍ ସଲମାନ୍ ଖାନ୍’। ୧୯୮୮ ମସିହାରେ ‘ବିବି ହୋ ତୋ ଏସି’ ସିନେମା ମାଧ୍ୟମରେ ବଲିଉଡକୁ ଏଣ୍ଟ୍ରି କରିଥିଲେ ଏହି ନାୟକ । ଏହି ଫିଲ୍ମରେ ସେ ସପୋର୍ଟିଂ ରୋଲରେ ନଜର ଆସିଥିଲେ।

ଫିଲ୍ମଟି ରିଲିଜ ହେବା ପୂର୍ବରୁ ସଲମାନଙ୍କୁ ମିଳିଥିଲା ବିଗ ବ୍ରେକ୍। ସୁରଜ ବଡ଼ଜାତ୍ୟାଙ୍କ ଫିଲ୍ମ ‘ମୈନେ ପ୍ୟାର୍ କିୟା’ରେ ପ୍ରେମ କ୍ୟାରେଟରରେ ନଜର ଆସିଲେ। ଏହି ସିନେମା ସୁପର୍ ଡୁପର ହିଟ୍ ହେଲା। ରାତାରାତି ସଲମାନ୍ ଖାନ୍ ସୁପର ଷ୍ଟାର ବନିଗଲେ । ଏହାପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।

salmankareenaଯୁବପିଢ଼ି ତାଙ୍କୁ ଷ୍ଟାଇଲ ଆଇକନ୍ ବନାଇଦେଲେ। ‘ହମ ସାଥ୍ ସାଥ୍ ହେ’ , ‘ହମ୍ ଆପକେ ହେ କୋନ୍’ , ‘କରନ୍ ଅଜୁର୍ନ’ ଏବଂ ‘ବିବି ନମ୍ୱର ୱାନ୍’ ସିନେମା ମାଧ୍ୟମରେ ପୂରା ରାଜ୍ କଲେ ଇଣ୍ଡଷ୍ଟ୍ରିରେ ଏହି ଲଭର ବୟ ।

salmanjaqଲଭର ବୟ ଇମେଜ ପରେ ସିନେପ୍ରେମୀ ସଲମାନଙ୍କ କମେଡ଼ି ଅନ୍ଦାଜ ବି ଦେଖିଲେ । ଏହାପରେ ସଲମାନ୍‌ଙ୍କ ଦବଙ୍ଗଗିରି ଚାଲିଲା।

salmansonakhi ‘ଦବଙ୍ଗ’, ‘ବଡିଗାର୍ଡ’, ‘ଏକ ଥା ଟାଇଗର୍’, ‘କିକ୍’, ‘ପ୍ରେମ ରତନ୍ ଧନ ପାୟୋ’, ‘ବଜରଙ୍ଗୀ ଭାଇଜାନ୍’ ଏବଂ ‘ସୁଲତାନ୍’ ସିନେମା ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରଦେଲା। ଏହି ଫିଲ୍ମଗୁଡ଼ିକ ରିଲିଜ ହେବା ପରେ ଦର୍ଶକଙ୍କ ମଧ୍ୟରେ ସଲମାନଙ୍କ କ୍ରେଜ୍ ଆହୁରି ବଢ଼ିବାକୁ ଲାଗିଲା। ଧୀରେ ଧୀରେ ସଲମାନଙ୍କୁ କୁହାଗଲା ବ୍ଲକବଷ୍ଟର ହିରୋ।

କେବଳ ଯେ ବଡ଼ ପରଦାରେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ଦିୱାନା କରିଛନ୍ତି ତାହା ନୁହେଁ ଛୋଟ ପରଦାରେ ବି ରାଜ କରନ୍ତି ଏହି ମଲଟିଟାଲେଣ୍ଟେଡ୍ ଆକ୍ଟର ଜଣଙ୍କ। ‘ଦଶ୍ କା ଦମ୍’ ସୋରେ ନିଜ ଫନି ଅନ୍ଦାଜ ମାଧ୍ୟମରେ ଜିଣିଲେ ଦର୍ଶକଙ୍କ ଦୃହୟ।

ଏହାପରେ ନଜର ଆସିଲେ କଣ୍ଟ୍ରୋଭର୍ସି ସୋ ‘ବିଗବସ୍’ର ହୋଷ୍ଟ ଭାବେ ‘ବିଗବସ୍’ ସିଜିନ୍ ୪ରୁ ସିଜିନ ୧୧ ର ହୋଷ୍ଟ ହେଉଛନ୍ତି ଭାଇଜାନ୍ ସଲମାନ୍ ଖାନ୍ । ଏକାଧାରରେ ସଲମାନ୍ ଅଭିନେତା ,ସିଙ୍ଗର ଏବଂ ପ୍ରଯୋଜକ ମଧ୍ୟ। ଅନେକ ଷ୍ଟାରଙ୍କୁ ସେ ବଲିଉଡରେ ଏଣ୍ଟ୍ରି କରାଇଛନ୍ତି ।

salmananushkaଫିଲ୍ମ ପାଇଁ ଯେତିକି ଚର୍ଚ୍ଚିତ ନିଜ ଆଫେୟାର ଏବଂ କଣ୍ଟ୍ରୋଭସି କଥା ପାଇଁ ମଧ୍ୟ ସେତିକ ଚର୍ଚ୍ଚିତ। ବଲିଉଡର ଟାଇଗର ବା ଦବଙ୍ଗ ଷ୍ଟାର ସଲମାନ୍‌ଙ୍କୁ “ଓଡ଼ିଶା ରିପୋର୍ଟର” ତରଫରୁ ଜନ୍ମଦିନର ଅନେକ ଶୁଭେଚ୍ଛା ଓ ଶୁଭକାମନା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story