ତିନି ଦିନରେ ପାକିସ୍ତାନ ବକ୍ସ ଅଫିସରେ ୫ କୋଟି ଆୟ କଲା ‘ଫ୍ୟାନ୍’

ମୁମ୍ବାଇ: ଗତ ଶୁକ୍ରବାର ରିଲିଜ୍ ହୋଇଥିବା ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଫ୍ୟାନ୍’ ତିନି ଦିନରେ ୫କୋଟି ଟଙ୍କା ଆୟ କରି ପାକିସ୍ତାନ ବକ୍ସ ଅଫିସରେ ନୂଆ ରେକର୍ଡ କରିଛି। ଫିଲ୍ମଟି କରାଚି ଓ ଲାହୋରରେ ଅଧିକ ଆୟ କରିଛି। ଫିଲ୍ମଟି ଦର୍ଶକଙ୍କର ବେଶ୍ ପସନ୍ଦ ହୋଇଛି ବୋଲି  ପାକିସ୍ତାନର ଜଣେ ଫିଲ୍ମ ସମୀକ୍ଷକ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଫିଲ୍ମ ‘ଫ୍ୟାନ’ରେ କିଙ୍ଗ୍ ଖାନଙ୍କ ଭୂମିକାକୁ  ଭାରତ ଓ ପାକିସ୍ତାନରେ  ଦର୍ଶକମାନେ ଅଧିକ ପସନ୍ଦ କରିଛନ୍ତି।” […]

shahrukh-fan

Rakesh Mallick
  • Published: Monday, 18 April 2016
  • , Updated: 18 April 2016, 09:14 AM IST

ମୁମ୍ବାଇ: ଗତ ଶୁକ୍ରବାର ରିଲିଜ୍ ହୋଇଥିବା ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଫ୍ୟାନ୍’ ତିନି ଦିନରେ ୫କୋଟି ଟଙ୍କା ଆୟ କରି ପାକିସ୍ତାନ ବକ୍ସ ଅଫିସରେ ନୂଆ ରେକର୍ଡ କରିଛି। ଫିଲ୍ମଟି କରାଚି ଓ ଲାହୋରରେ ଅଧିକ ଆୟ କରିଛି। ଫିଲ୍ମଟି ଦର୍ଶକଙ୍କର ବେଶ୍ ପସନ୍ଦ ହୋଇଛି ବୋଲି  ପାକିସ୍ତାନର ଜଣେ ଫିଲ୍ମ ସମୀକ୍ଷକ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଫିଲ୍ମ ‘ଫ୍ୟାନ’ରେ କିଙ୍ଗ୍ ଖାନଙ୍କ ଭୂମିକାକୁ  ଭାରତ ଓ ପାକିସ୍ତାନରେ  ଦର୍ଶକମାନେ ଅଧିକ ପସନ୍ଦ କରିଛନ୍ତି।”

ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଫ୍ୟାନ’ରେ ଏସ୍‌ଆର୍‌କେଙ୍କୁ ଡବଲ୍‌ ରୋଲ୍‌ରେ  ଦେଖିବାକୁ ମିଳିଛି।  ଫିଲ୍ମର କାହାଣୀ ଜବରଦସ୍ତ ହୋଇଛି।

ଫିଲ୍ମର ଗୀତ ଗୁଡ଼ିକ ମଧ୍ୟରୁ ‘ହାଏରେ ଜବ୍‌ରା’ ସୁପରହିଟ୍‌ ହୋଇସାରିଛି। ଓଡ଼ିଆ ସମେତ ୧୧ଟି ଭାଷାରେ ଏହି ଗୀତ ବଜାରକୁ ଆସିଛି। ଗୀତଗୁଡ଼ିକୁ ନକାଶ୍ ଅଜିଜ୍ ଗାଇଛନ୍ତି। ୟଶରାଜ୍‌ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ଆଦିତ୍ୟ ଚୋପ୍ରା।

Related story