ବିବାହ ପରେ ଅନୁଷ୍କାଙ୍କ ପ୍ରଥମ ଜନ୍ମଦିନ, ଏମିତି ସେଲିବ୍ରେସନ କଲେ ବିରାଟ

ମୁମ୍ୱାଇ: ଆଜି ଅନୁଷ୍କା ଶର୍ମାଙ୍କ ଜନ୍ମଦିନ। ତାଙ୍କୁ ୩୦ ବର୍ଷ ପୂରିଛି। ଅନୁଷ୍କାଙ୍କ ଜନ୍ମଦିନର ଶୁଭେଚ୍ଛା ଦେବା ପାଇଁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସୁଅ ଛୁଟିଛି। ଏହି ବିଶେଷ ଦିନରେ ବିରାଟ ବା କିପରି ପଛରେ ରହିବେ। ମଙ୍ଗଳବାର ସକାଳେ ବିରାଟ ସୋସିଆଲ ମିଡିଆରେ ଏକ ସେଲ୍ଫି ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ବିରାଟ ଅନୁଷ୍କାଙ୍କୁ କେକ୍‌ ଖୁଆଇବାର ନଜର ଆସୁଛନ୍ତି।  ଏବେ ଏହି ପୋଷ୍ଟଟି ଭାଇରାଲ ହେବାକୁ ଲାଗିଛି। ବିବାହ ପରେ ଅନୁଷ୍କାଙ୍କ ଏହା ପ୍ରଥମ […]

anushka_sharma

Rakesh Mallick
  • Published: Tuesday, 01 May 2018
  • , Updated: 01 May 2018, 01:36 PM IST

ମୁମ୍ୱାଇ: ଆଜି ଅନୁଷ୍କା ଶର୍ମାଙ୍କ ଜନ୍ମଦିନ। ତାଙ୍କୁ ୩୦ ବର୍ଷ ପୂରିଛି। ଅନୁଷ୍କାଙ୍କ ଜନ୍ମଦିନର ଶୁଭେଚ୍ଛା ଦେବା ପାଇଁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସୁଅ ଛୁଟିଛି।

ଏହି ବିଶେଷ ଦିନରେ ବିରାଟ ବା କିପରି ପଛରେ ରହିବେ। ମଙ୍ଗଳବାର ସକାଳେ ବିରାଟ ସୋସିଆଲ ମିଡିଆରେ ଏକ ସେଲ୍ଫି ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ବିରାଟ ଅନୁଷ୍କାଙ୍କୁ କେକ୍‌ ଖୁଆଇବାର ନଜର ଆସୁଛନ୍ତି।  ଏବେ ଏହି ପୋଷ୍ଟଟି ଭାଇରାଲ ହେବାକୁ ଲାଗିଛି।

ବିବାହ ପରେ ଅନୁଷ୍କାଙ୍କ ଏହା ପ୍ରଥମ ଜନ୍ମଦିନ। ଏହି ଦିନକୁ ସ୍ପେଶାଲ କରିବା ଲାଗି କେକ୍‌ ଖୁଆଇବାର ଏକ ସେଲ୍ଫିରେ ‘ହ୍ୟାପି ବାର୍ଥଡେ ମାଇ ଲଭ୍‌ , ମୋ ଜୀବନର ସକାରାତ୍ମକ ଓ ସତ୍ୟପ୍ରିୟ ମଣିଷ, ଲଭ୍‌ ୟୁ’ ଲେଖି ବିରାଟ ପୋଷ୍ଟ କରିଛନ୍ତି।

Related story