‘ଟ୍ରାଫିକ୍’ର ନୂଆ ଗୀତ ‘ନେକି କି ରାହ୍’ ରିଲିଜ୍

ମୁମ୍ୱାଇ: ରିଲିଜ୍‌ ହୋଇଛି ଅପ୍‌କମିଂ ବଲିଉଡ୍ ଫିଲ୍ମ ‘ଟ୍ରାଫିକ୍‌’ର ନୂଆ ଗୀତ ‘ନେକି କି ରାହ୍’। ଏହି ଇମୋସନାଲ୍ ଗୀତକୁ ଅରିଜିତ୍ ସିଂ ଗାଇଥିବା ବେଳେ ତାଙ୍କୁ ସାଥ୍ ଦେଇଛନ୍ତି ଲିରିସିଷ୍ଟ୍ ମିଥୁନ୍।  ମନୋଜ ବାଜପେୟୀ,  ଅମୋଲ ପରାଶର, ପ୍ରସେନ୍‌ଜିତ୍‌ ଚାଟାର୍ଜୀ, ଦିବ୍ୟା ଦତ୍ତା ଓ ଜିମି ସେରଗିଲ ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି। ମିଥୁନ୍ ଓ ରାମ ଆୟାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ମେ’ ୬ ତାରିଖରେ  ରିଲିଜ୍‌ ହେବ।

Traffic

Rakesh Mallick
  • Published: Friday, 22 April 2016
  • , Updated: 22 April 2016, 08:08 AM IST

ମୁମ୍ୱାଇ: ରିଲିଜ୍‌ ହୋଇଛି ଅପ୍‌କମିଂ ବଲିଉଡ୍ ଫିଲ୍ମ ‘ଟ୍ରାଫିକ୍‌’ର ନୂଆ ଗୀତ ‘ନେକି କି ରାହ୍’। ଏହି ଇମୋସନାଲ୍ ଗୀତକୁ ଅରିଜିତ୍ ସିଂ ଗାଇଥିବା ବେଳେ ତାଙ୍କୁ ସାଥ୍ ଦେଇଛନ୍ତି ଲିରିସିଷ୍ଟ୍ ମିଥୁନ୍।  ମନୋଜ ବାଜପେୟୀ,  ଅମୋଲ ପରାଶର, ପ୍ରସେନ୍‌ଜିତ୍‌ ଚାଟାର୍ଜୀ, ଦିବ୍ୟା ଦତ୍ତା ଓ ଜିମି ସେରଗିଲ ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି।

ମିଥୁନ୍ ଓ ରାମ ଆୟାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ମେ’ ୬ ତାରିଖରେ  ରିଲିଜ୍‌ ହେବ।

Related story