ମୁମ୍ୱାଇ: ଘରୋଇ ଟିଭି ଚ୍ୟାନେଲ ସବ୍ ଟିଭିରେ ପ୍ରସାରିତ ଧାରାବାହିକ କାର୍ଯ୍ୟକ୍ରମ ‘ଆଦତ ସେ ମଜବୁର’ରେ ଅଭିନୟ କରିଥିବା ମନମିତ ଅଗ୍ରଓ୍ୱାଲ ଆତ୍ମହତ୍ୟା କରିଛନ୍ତି। ଲକଡାଉନରେ ମନପ୍ରୀତ ଗ୍ରିଓ୍ୱଲ ମାନସିକ ଭାରସାମ୍ୟ ହରାଇବା ସହିତ ଅଧିକ ଋଣବୋଝ ସମ୍ଭାଳିନପାରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଶୁକ୍ରବାର ରାତିରେ ଏହି ୩୨ ବର୍ଷୀୟ ଅଭିନେତା ଘର ଭିତରେ ଦୌଡ଼ି ଦେଇ ଝୁଲିପଡିଥିବା ଜଣାପଡ଼ିଛି। ମନପ୍ରୀତ ନିଜ ସ୍ତ୍ରୀଙ୍କ ସହିତ ନଭି ମୁମ୍ୱାଇରେ ରହୁଥିଲେ।
ଏବେ ସେ ଏହି ସିରିଏଲରେ କାମ କରୁନଥିବା ସୂଚନା ରହିଛି। ଲକଡାଉନ୍ ପାଇଁ ଆର୍ଥିକ ବୋଝ ବଢ଼ିଯାଇଥିଲା। ଅନ୍ୟପଟେ ଛୋଟିଆ ପ୍ରୋଜେକ୍ଟରେ ଅଭିନୟ କରିବା ପାଇଁ ସେ ଚୁକ୍ତି କରୁଥିଲେ। ହେଲେ ଲକଡାଉନ୍ ପାଇଁ ଏହି ଚୁକ୍ତିକୁ ନେଇ ସେ ଆହୁରି ସମସ୍ୟାରେ ପଡ଼ିଥିଲେ। ଏମିତିକି ମନପ୍ରୀତଙ୍କ ପାଖରେ ଘର ଭଡ଼ା ଦେବାକୁ ପଇସା ନଥିବା ଜଣାପଡ଼ିଛି।
ମନପ୍ରୀତଙ୍କ ନିକଟତମ ସାଙ୍ଗ ମନଜିତ ସଂହ ଏବିପି ନ୍ୟୁଜକୁ ଫୋନରେ ସୂଚନା ଦେବା ବେଳେ ଏହି ସବୁ କଥା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।
Entertainment
ଜାନୁଆରୀ ୨୪ରେ ଆସୁଛି 'ସ୍କାଏ ଫୋର୍ସ', ବଡ଼ ପରଦାରେ ୧୯୬୫ ଭାରତ-ପାକ୍ ଯୁଦ୍ଧର ଅକୁହା କାହାଣୀ
ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବେ ଅକ୍ଷୟ କୁମାର। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।