ଟିଭି ଶୋ’ରେ ପ୍ରଥମଥର ପାଇଁ ନଜର ଆସିବେ ଟ୍ୱିଙ୍କଲ ଏବଂ ଅକ୍ଷୟ

ମୁମ୍ବାଇ: ପ୍ରଥମଥର ପାଇଁ ‘କଫି ୱିଥ୍ କରଣ’ରେ ଦର୍ଶକ ଦେଖିବାକୁ ପାଇବେ ଲଭ ବାର୍ଡ ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖନ୍ନାଙ୍କୁ। ଏହା ସେମାନଙ୍କ ପ୍ରଥମ ଶୋ ଯେଉଁଥିରେ ଉଭୟ ଏକାଠି ନଜରକୁ ଆସିବେ। ଏହା ପୂର୍ବରୁ କରଣ ଅନେକ ଥର ଟ୍ୱିଙ୍କଲଙ୍କୁ ଆମନ୍ତ୍ରଣ କରିଥିଲେ ମଧ୍ୟ ସେ ଶୋ’କୁ ଆସି ନ ଥିଲେ। ‘କଫି ୱିଥ୍ କରଣ’ର ଶେଷ ସିଜିନରେ ପ୍ରଥମ ଥର ପାଇଁ ପତ୍ନୀ ଟ୍ୱିଙ୍କଲଙ୍କ କଥା ରଖି ଅକ୍ଷୟ କୁମାରଆସିଥିଲେ।    

akshay-karan-twinkle

Rakesh Mallick
  • Published: Thursday, 13 October 2016
  • , Updated: 13 October 2016, 03:59 PM IST

ମୁମ୍ବାଇ: ପ୍ରଥମଥର ପାଇଁ ‘କଫି ୱିଥ୍ କରଣ’ରେ ଦର୍ଶକ ଦେଖିବାକୁ ପାଇବେ ଲଭ ବାର୍ଡ ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖନ୍ନାଙ୍କୁ। ଏହା ସେମାନଙ୍କ ପ୍ରଥମ ଶୋ ଯେଉଁଥିରେ ଉଭୟ ଏକାଠି ନଜରକୁ ଆସିବେ। ଏହା ପୂର୍ବରୁ କରଣ ଅନେକ ଥର ଟ୍ୱିଙ୍କଲଙ୍କୁ ଆମନ୍ତ୍ରଣ କରିଥିଲେ ମଧ୍ୟ ସେ ଶୋ’କୁ ଆସି ନ ଥିଲେ।

‘କଫି ୱିଥ୍ କରଣ’ର ଶେଷ ସିଜିନରେ ପ୍ରଥମ ଥର ପାଇଁ ପତ୍ନୀ ଟ୍ୱିଙ୍କଲଙ୍କ କଥା ରଖି ଅକ୍ଷୟ କୁମାରଆସିଥିଲେ।

 

 

Related story