୧୦୦ କଟ୍ ପରେ ପାକିସ୍ତାନରେ ରିଲିଜ୍ ହେବ ‘ଉଡ଼ତା ପଞ୍ଜାବ’

ଲାହୋର: ପାକିସ୍ତାନ ସେନ୍ସର ବେ।ର୍ଡ ୧୦୦ଟି କଟ୍ ସହିତ ପାକିସ୍ତାନରେ ‘ଉଡ଼ତା ପଞ୍ଜାବ’କୁ ରିଲିଜ୍ କରିବା ପାଇଁ ଅନୁମତି ଦେଇଛନ୍ତି। ସେନ୍ସର ବେ।ର୍ଡ ଫିଲ୍ମରୁ ଆପତ୍ତିଜନକ ଓ ପାକିସ୍ତାନ ବିରେ।ଧୀ ମନ୍ତବ୍ୟ ହଟାଇବା ପାଇଁ କହିଛନ୍ତି। ସେ।ଣ୍ଟ୍ରାଲ ବେ।ର୍ଡ ଅଫ୍ ଫିଲ୍ମ ସେନ୍ସର (ସିବିଏଫସି)ର ଅଧିକାରୀ ହସନ କହିଛନ୍ତି, “ସେନ୍ସର ବେ।ର୍ଡର ସମସ୍ତ ୧୦ ଜଣ ସଦସ୍ୟ ସହମତିରେ ‘ଉଡ଼ତା ପଞ୍ଜାବ’ରୁ ଆପତ୍ତିଜନକ ଦୃଶ୍ୟ ଓ ଶବ୍ଦ ହଟାଇବାକୁ କୁହାଯାଇଛି, ଏହା ହୋଇଗଲେ ପାକିସ୍ତାନରେ ଏହା ରିଲିଜ୍ […]

punjab

Rakesh Mallick
  • Published: Thursday, 23 June 2016
  • , Updated: 23 June 2016, 11:07 PM IST

ଲାହୋର: ପାକିସ୍ତାନ ସେନ୍ସର ବେ।ର୍ଡ ୧୦୦ଟି କଟ୍ ସହିତ ପାକିସ୍ତାନରେ ‘ଉଡ଼ତା ପଞ୍ଜାବ’କୁ ରିଲିଜ୍ କରିବା ପାଇଁ ଅନୁମତି ଦେଇଛନ୍ତି। ସେନ୍ସର ବେ।ର୍ଡ ଫିଲ୍ମରୁ ଆପତ୍ତିଜନକ ଓ ପାକିସ୍ତାନ ବିରେ।ଧୀ ମନ୍ତବ୍ୟ ହଟାଇବା ପାଇଁ କହିଛନ୍ତି।

ସେ।ଣ୍ଟ୍ରାଲ ବେ।ର୍ଡ ଅଫ୍ ଫିଲ୍ମ ସେନ୍ସର (ସିବିଏଫସି)ର ଅଧିକାରୀ ହସନ କହିଛନ୍ତି, “ସେନ୍ସର ବେ।ର୍ଡର ସମସ୍ତ ୧୦ ଜଣ ସଦସ୍ୟ ସହମତିରେ ‘ଉଡ଼ତା ପଞ୍ଜାବ’ରୁ ଆପତ୍ତିଜନକ ଦୃଶ୍ୟ ଓ ଶବ୍ଦ ହଟାଇବାକୁ କୁହାଯାଇଛି, ଏହା ହୋଇଗଲେ ପାକିସ୍ତାନରେ ଏହା ରିଲିଜ୍ ପାଇଁ ଅନୁମତି ମିଳିବ।”

Related story