“ଉଡ଼ତା ପଞ୍ଜାବ”ରେ ଭିନ୍ନ ରୂପରେ ଆସିବେ ଆଲିଆ

ମୁମ୍ବାଇ: ଅଭିଷେକ ଚୌବେଙ୍କ ନିର୍ଦ୍ଦେଶିତ ଅପ୍‌କମିଂ ଫିଲ୍ମ ‘ଉଡ଼ତା ପଞ୍ଜାବ’ରେ ଆଲିଆ ଭଟ୍ଟଙ୍କୁ ଏକ ନୂଆ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ସେ ଜଣେ ବିହାରୀ ଝିଅ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ତାଙ୍କ ଶରୀରର ରଙ୍ଗ ଅତ୍ୟଧିକ କଳା ଦେଖାଯିବ। ଚରିତ୍ରକୁ ଦେଖି ଶରୀରକୁ କଳା ରଙ୍ଗ କରିବାକୁ ନିଜେ ପରାମର୍ଶ ଦେଇଥିଲେ ଆଲିଆ। ଜୁନ୍ ୧୭ ତାରିଖରେ ରିଲିଜ୍ ହେବ “ଉଡ଼ତା ପଞ୍ଜାବ”। ଏଥିରେ ଶାହିଦ କପୁର, କରିନା କପୁର ଖାନ୍ ଓ […]

q

Rakesh Mallick
  • Published: Saturday, 16 April 2016
  • , Updated: 16 April 2016, 10:09 AM IST

ମୁମ୍ବାଇ: ଅଭିଷେକ ଚୌବେଙ୍କ ନିର୍ଦ୍ଦେଶିତ ଅପ୍‌କମିଂ ଫିଲ୍ମ ‘ଉଡ଼ତା ପଞ୍ଜାବ’ରେ ଆଲିଆ ଭଟ୍ଟଙ୍କୁ ଏକ ନୂଆ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ସେ ଜଣେ ବିହାରୀ ଝିଅ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ତାଙ୍କ ଶରୀରର ରଙ୍ଗ ଅତ୍ୟଧିକ କଳା ଦେଖାଯିବ। ଚରିତ୍ରକୁ ଦେଖି ଶରୀରକୁ କଳା ରଙ୍ଗ କରିବାକୁ ନିଜେ ପରାମର୍ଶ ଦେଇଥିଲେ ଆଲିଆ।

ଜୁନ୍ ୧୭ ତାରିଖରେ ରିଲିଜ୍ ହେବ “ଉଡ଼ତା ପଞ୍ଜାବ”। ଏଥିରେ ଶାହିଦ କପୁର, କରିନା କପୁର ଖାନ୍ ଓ ଦଲଜିତ୍  ଦୋସାଂଝଙ୍କୁ ମଧ୍ୟ ଅଭିନୟ କରିଛନ୍ତି।

Related story